ଶାଳୀ ପଛରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କାହିଁକି ଉଡ଼ାଉଥିଲେ ଅଭି-ଯୁକ୍ତ ବିଜୟ? ରିକ୍ରିଏସନ କଲା ଆ-ରୋ-ପୀ। ଦେଖନ୍ତୁ ଏହି ଭିଡ଼ିଓ।

ନିକଟରେ ରାଜଧାନୀରେ ହୋଇଥିବା ଡବଲ ମ-ର୍ଡ-ର ବିଷୟରେ ଆପଣ ଭଲ ଭାବରେ ଜାଣିଥିବେ। ବିଜୟ ନାମକ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଓ ଶାଳୀକୁ ହ-ତ୍ୟାକ-ରି ଘରେ ପୋ-ତି ଦେଇଥିଲା। ତେବେ ହ-ତ୍ୟା କରିବାର ତିନି ଦିନ ପରେ ପୋ-ଲି-ସ ଘର ଭିତରୁ ଶ-ବ ଉ-ଦ୍ଧା-ର କରିଥିଲା। ପୋ-ଲି-ସ ଅଭି-ଯୁକ୍ତ ବିଜୟକୁ ଗି-ର-ଫ କରି କୋର୍ଟ ଚା-ଲା-ଣ କରିଥିଲା। ତେବେ କୋର୍ଟରେ ଜା-ମି-ନ ନ ମିଳିବା କାରଣରୁ ପୋ-ଲି-ସ ବିଜୟକୁ ଝାଡପଡା ଜେ-ଲକୁ ପଠେଇ ଦେଇଥିବା ଜଣା ପଡ଼ିଛି।

ପୋ-ଲି-ସ ରି-ମା-ଣ୍ଡରେ ନେବା ସମୟରେ ବିଜୟ ଅନେକ ସତ କଥା ଓ-ଗା-ଳି ଥିଲା ଏବଂ ସେ କିପରି ହ-ତ୍ୟା କରିଥିଲା ତାହା ଘଟ-ଣାସ୍ଥ-ଳରେ ପହଞ୍ଚି ସିନ୍ ରିକ୍ରିଏସନ ମଧ୍ୟ କରିଥିଲା। ସେ ନିଜେ ସ୍ତ୍ରୀ ଗାୟତ୍ରୀ ଏବଂ ଶାଳୀ ସରସ୍ୱତୀ କୁ ହ-ତ୍ୟା କରିଛି ବୋଲି ମାନି ଥିଲା। ତେବେ ସେ କଣ ପାଇଁ ହ-ତ୍ୟା କରିଥିଲା ଯେତେବେଳେ ଏହି ପ୍ରଶ୍ନ ପଚରା ଗଲା ସେ ଯାହା ଉତ୍ତର ଦେଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକେଇ ଦେଇଛି।

ବିଜୟ କହିବାନୁଯାୟୀ ତାକୁ ତା’ର ସ୍ତ୍ରୀ, ଶାଳୀ ଏବଂ ଶଶୁର ଘର ଲୋକେ ଲାଞ୍ଛନା ଓ ଶୋ-ଷ-ଣ କରି ଆସୁଥିଲେ। ଯେଉଁ କାରଣରୁ ବିଜୟ ଅତିଷ୍ଠ ହୋଇ ପଡ଼ିଥିଲା ଏବଂ ମାରିବା ପାଇଁ ବାଧ୍ୟ ହୋଇଥିଲା। ଏହାପଛ ରେ ଆଉ ଏକ ବିଶେଷ କରାଣ ରହିଛି ତାହା ହେଉଛି ବିବାହକୁ ଏକ ବର୍ଷ ପୁରି ଯାଇଥିଲେ ମଧ୍ୟ କୌଣସି ସନ୍ତାନ ନଥିଲା। ସ୍ତ୍ରୀ ଅନ୍ୟ କାର୍ଯ୍ୟରେ ସର୍ବଦା ଲି-ପ୍ତ ରହୁଥିଲା କିନ୍ତୁ ସ୍ୱାମୀ ସେବା କରୁ ନଥିଲା। ଏଥିସହ ସ୍ୱାମୀ ଏକାକୀ ସମସ୍ତ ଭରଣପୋଷଣ କରୁଥିଲା।

କେବଳ ସେତିକି ନୁହେଁ ବିଜୟ ଆହୁରି ମଧ୍ୟ କହିଛି ଯେ ସେ ତା’ର ସ୍ତ୍ରୀ ଓ ଶାଳୀ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛି। ସ୍ତ୍ରୀ ଯେଉଁ ସମୟରେ ଯାହା ମାଗିଥିଲା ତାହା ଆଣିକି ଦେଇଛି। ଏଥିସହ ଶାଳୀକୁ ଚାକିରୀରେ ରଖିବା ଏବଂ ଶାଳୀର ବିବାହ ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ବା-ବ-ଦକୁ ଦେବା। ତେବେ ବିଜୟ ଏହି ସମସ୍ତ ଟଙ୍କା କରଜ ଆକାରରେ ଆଣିଥିଲେ। ଶାଳୀ ଚାକିରୀ ପାଇବା ପରେ ଟଙ୍କା ମାଗି ଥିଲେ ସୁଜିବା ପାଇଁ କିନ୍ତୁ ଶାଳୀ ଟଙ୍କା ଦେବା ପାଇଁ ରୋକଠୋକ ମ-ନା କରି ଦେଇଥିଲେ। ଯେଉଁ କାରଣରୁ ବିଜୟ ଚରମ ନିଷ୍ପତ୍ତି ନେଇଥିଲା।

ଶେଷରେ ବିଜୟ ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ ଟାଙ୍ଗିଆ ଓ କଟୁରିରେ ହାଣି ହ-ତ୍ୟା କରିଥିଲା, ତାହାର ଡେମୋ ମଧ୍ୟ ଦେଖାଇ ଥିଲା। ତେବେ ହ-ତ୍ୟା କରିବା ପରେ କେଉଁଠାରେ ମା-ରଣା-ସ୍ତ୍ର ଲୁ-ଚେ-ଇ ରଖିଥିଲା ସେ ବିଷୟରେ ମଧ୍ୟ କହିଥିଲା। ଏହାପରେ ପୋ-ଲି-ସ ଉକ୍ତ ମା-ରଣା-ସ୍ତ୍ର କୁ ଜ-ବ-ତ କରି ଫରେ-ନସିକ୍ ଲ୍ୟା-ବକୁ ପଠେଇ ଦେଇଥିଲା।

Leave a Reply

Your email address will not be published. Required fields are marked *