କରଣ ଜୋହର ଖୋଲିଲେ ସତ ,କହିଲେ ବିବାହ ପୂର୍ବରୁ ହିଁ ଗର୍ଭ-ବତୀ ଥିଲେ ଆଲିଆ ଭଟ୍ଟ

ଚର୍ଚ୍ଚାରେ ରଣବୀର ଏବଂ ଆଲିଆ । ଖୁବଶୀଘ୍ର ଏହି ଷ୍ଟାର ଯୋଡି ପିତାମାତା ହେବାକୁ ଯାଉଛନ୍ତି । ଏହି କଥା ଶୁଣି ସମସ୍ତଙ୍କ ଗହଣରେ ଖୁସି ଖେଳି ଯାଇଥିଲେ । ବିବାହର ମାତ୍ର ଦୁଇ ମାସ ପରେ ହିଁ ଆଲିଆ ଗର୍ଭ-ବତୀ ହୋଇଥିଲେ । ଆଉ ଏହି କଥା ତାଙ୍କ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ ଏଥିପାଇଁ ଆଲିଆଙ୍କୁ ଟ୍ରୋଲର ଶି-କାର ହେବାକୁ ମଧ୍ୟ ପଡିଥିଲା ଆଉ କିଛି ଫ୍ୟାନ୍ସଙ୍କ ପକ୍ଷରୁ ଭଲପାଇବା ମଧ୍ୟ ମିଳିଥିଲା । କିଛି ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହଠାତ ଜଣେ ଅଭିନେତ୍ରୀଙ୍କର ଏଭଳି ଗର୍ଭବତୀ ହେବା ଖବର କେହି ବିଶ୍ୱାସ କରି ପାରିନଥିଲେ ।

ତେବେ ଆଲିଆଙ୍କୁ ବଲିଉଡ ଜଗତର ସମସ୍ତ କଲକାର ମଧ୍ୟ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଥିଲେ । ଏ ନେଇ ତାଙ୍କ ପରିବାର ଲୋକ ମଧ୍ୟ ଅତ୍ୟନ୍ତ ଖୁସି ଥିଲେ । ତେବେ ଏ ମଧ୍ୟରେ ଗୋଟିଏ କଥା ସାମ୍ନାକୁ ଆସିଛି ଆଉ ଯେଉଁଥିପାଇଁ ସମସ୍ତେ ଆଲିଆଙ୍କର ମଜା ଉଡାଇବାରେ ଲାଗିଛନ୍ତି । ତେବେ ସୂଚନା ମୁତାବିକ , କୁହାଯାଉଛି କି ବିବାହ ପୂର୍ବରୁ ହିଁ ଆଲିଆ ଗର୍ଭ-ବତୀ ଥିଲେ ଆଉ ଏହି କଥା ତାଙ୍କର ଅତି ନିକଟତର ବନ୍ଧୁ କରଣ ଜୋହର ନିଜେ କହିଛନ୍ତି ବୋଲି କୁହାଯାଉଛି ।

କରଣ କହିଥିଲେ ଏକଦା ସେ ସେଟରେ ବସିଥିବା ସମୟରେ କୌଣସି କାରଣ ପାଇଁ ଅତ୍ୟନ୍ତ ବିରକ୍ତ ହୋଇ ଯାଇଥିଲେ ଆଉ ଏହି ସମୟରେ ଆଲିଆ ତାଙ୍କ ନିକଟକୁ ଆସିଥିଲେ ଆଉ ତାଙ୍କୁ ଖୁସି ଖବର ଦେଇଥିଲେ । ଖୁସି ଖବରରେ ସେ କହିଥିଲେ କି , ସେ ଗର୍ଭ-ବତୀ ଅଛନ୍ତି । ଆଉ ଏହି କଥା ଶୁଣି କରଣ ଭାବପ୍ରବଣ ହୋଇ ଯାଇଥିଲେ । ଏହାପରେ ଆଲିଆ ତାଙ୍କୁ ଆଲି-ଙ୍ଗନ କରିଥିଲେ । ଏହାରି ମଧ୍ୟରେ ଏଭଳି କଥାକୁ ଗୁଜବ ବୋଲି କୁହାଯାଉଛି । ଏଭଳି କଥା ଆଲିଆ କହି ନାହାଁନ୍ତି ବୋଲି କୁହାଯାଉଛି ।

କାରଣ ଆଲିଆ ଏବଂ ରଣବୀର କଫି ଉଇଥ କରଣ ସିଜିନ-୭ କୁ ଆସିଥିବା ବେଳେ ଏହି କଥା ଉପରେ କହିଥିଲେ । ତେବେ ସେମାନେ କହିଥିଲେ କି , ଆଲିଆ ସେଦିନ କରଣଙ୍କ ନିକଟକୁ ଆସିଥିଲେ । ଆଉ ତାଙ୍କୁ ଖୁସି ଖବର ମଧ୍ୟ ଦେଇଥିଲେ । ଏହାପରେ କରଣ ଭାବପ୍ରବଣ ହୋଇ ଯାଇଥିଲେ ଆଉ ଆଲିଆ ତାଙ୍କୁ ଆଲି-ଙ୍ଗନ ମଧ୍ୟ କରିଥିଲେ । କିନ୍ତୁ ସେତେବେଳେ ସେ ନିଜ ଗର୍ଭ-ବତୀ ହେବା ଖବର ଦେଇ ନଥିଲେ ବରଂ ତାଙ୍କ ବିବାହ ହେବାକୁ ଯାଉଛି ବୋଲି ଖବର ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ଲୋକମାନେ ଏହି ଖବରର ମଜା ଉଡାଇବା ସହିତ ଆଲିଆଙ୍କୁ ଟ୍ରୋ-ଲ କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *