ପ୍ରେମିକ ସହିତ ଅ-ଶ୍ଳୀଳ ଫୋଟ ଭାଇରଲ ହେବାପରେ ଜୀବନ ହାରିଲେ ଯୁବତୀ

ଆଜିକାଲି ସୋସିଆଲ ମିଡ଼ିଆ ହେଉ , ଖବରକାଗଜ ହେଉ କିମ୍ବା ନ୍ୟୁଜ ହେଉ ଯେଉଁଠି ଦେଖ ପ୍ରେମ ପ୍ରତା-ରଣା ଖବରତ ନିଶ୍ଚୟ ଥିବ । କେଉଁଠି କିଏ କାହାକୁ ପ୍ରତା-ରଣା କରୁଛି ତ କିଏ କାହାକୁ ହ-ତ୍ୟା କରୁଛି । ପୁଣି କିଏ ପ୍ରତା-ରଣାର ଶି-କାର ହୋଇ ଆ-ତ୍ମହ-ତ୍ୟା କଲାଣି । ଏପରି ସବୁ ଘ-ଟଣା ବାସ୍ତବରେ ଖୁବ ଦୁଃ-ଖଦ ଅଟେ । କାରଣ ଏମିତିକି କେଉଁ ମାନ-ସିକରେ ପ୍ରେମ କରୁଥିବା ବ୍ୟକ୍ତି ଆ-ତ୍ମହ-ତ୍ୟା ଭଳି ପଦକ୍ଷେପ ନେଉଛି ତାହା କେହି ଅନୁମାନ କରି ପାରୁ ନାହାଁନ୍ତି ।

ଏପରି ଆ-ତ୍ମହ-ତ୍ୟାର କାରଣ ଅନେକ ହୋଇପାରେ । କେଉଁଠି ରାଗରେ ପ୍ରେମିକ ପ୍ରେମିକାର ଅ-ଶ୍ଳୀଳ ଫୋଟ ଭିଡ଼ିଓ ଭାଇରଲ କରୁଛି ତ କେଉଁଠି ପ୍ରେମିକ ବ୍ଲାକ-ମେଲର ଶି-କାର ହେଉଛି । ଏହିଭଳି ଏକ ସମସ୍ୟାର ଶି-କାର ହୋଇ ଆଉ ଜଣେ ଯୁବତୀ ପ୍ରାଣ ହାରି ଦେଇଛି । ଆ-ତ୍ମହ-ତ୍ୟାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ଗୋଟିଏ ଝିଅ ପାଇଁ ତାର ଇ-ଜ୍ଜତ ସବୁଠାରୁ ବଡ଼ ଜିନିଷ । ତେଣୁ ସେ କେବେବି ନିଜର ସମ୍ମାନ ହାନୀକୁ ସହ୍ୟ କରି ପାରିବ ନାହିଁ । ଏହି କାରଣରୁ ହିଁ ଜଣେ ଯୁବତୀ ଆ-ତ୍ମହ-ତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ ଭଞ୍ଜନଗର ଅଧୀନରେ ଥିବା ଜଡ଼ାଘାଟୁଣି ଗ୍ରାମର ଜଣେ ଯୁବତୀଙ୍କର ଅ-ଶ୍ଳୀଳ ଫୋଟ ଭାଇରଲ ହେବାପରେ ଯୁବତୀ ଜଣକଜୀବନ ହାରି ଦେଇଛନ୍ତି । ତେବେ ସେ ଯେଉଁ ଯୁବକଙ୍କୁ ଭଲ ପାଉଥିଲେ ସେହି ଯୁବକ ନିଜ ପ୍ରେମିକାର ଅ-ଶ୍ଳୀଳ ଫୋଟ ଇଣ୍ଟରନେଟରେ ଭାଇରଲ କରିଛନ୍ତି । ଯେଉଁ ଯୁବକଙ୍କୁ ସେ ଖୁବ ଭରସା କରୁଥିଲେ ସେହି ପ୍ରେମିକ ଏଭଳି କଲା । ଯାହାକୁ ଯୁବତୀ ଜଣକ ସହି ନପାରି ଶେଷରେ ଆ-ତ୍ମହ-ତ୍ୟାକୁ ହିଁ ବାଛି ନେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଏପରି ଘ-ଟଣା ସାଧାରଣ ହୋଇ ଗଲାଣି ଯାହା ହେବା ଆଦୋୖ ଉଚିତ ନୁହେଁ । କାରଣ ଏସବୁ ଘ-ଟଣା କାରଣରୁ ପ୍ରେମ ଉପରେ ଆଉ କାହାରି ଭରସା ରହୁନାହିଁ ।

ଯେଉଁଭଳି ଭାବରେ ଏହି ଯୁବତୀ ଜଣକ ଆ-ତ୍ମହ-ତ୍ୟା କରିଛନ୍ତି ଏଭଳି ପ୍ରତ୍ୟେକ ଦିନ ଅନେକ ଘ-ଟଣା ଘ-ଟୁଛି । ଯାହା ସମାଜ ପାଇଁ ବାସ୍ତବରେ ନିନ୍ଦ-ନୀୟ ଅଟେ । କିଛି ଲୋକଙ୍କ କୁତ୍ସିତ କାମ ପାଇଁ ପୁରା ପ୍ରେମର ଅର୍ଥ ପ୍ରତା-ରଣା ହୋଇ ଯାଇଛି । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଭ-ଦ୍ର ମୁଖ ପିନ୍ଧି ସୋସିଆଲ ମିଡ଼ିଆରେ କିଛି ଯୁବକ ଯୁବତୀଙ୍କ ଅସଂ-ଯତ ଅବସ୍ଥାର ଭିଡ଼ିଓ ପୋଷ୍ଟ କରି ଇ-ଜ୍ଜତ ନିଲା-ମ କରୁଛନ୍ତି । ଯାହାକି ସବୁଠାରୁ ବଡ଼ ଅପ-ରାଧ ଅଟେ ।

Leave a Reply

Your email address will not be published. Required fields are marked *