ପୋ-ଲି-ସକୁ ମିଳିଲା ଅଭିନେତ୍ରୀ ରଶ୍ମିଙ୍କ ହାତଲେଖା ଚିଠି । ଖୋଲିଲା ମୃ-ତ୍ୟୁର ରହସ୍ୟ :-

ଅଭିନେତ୍ରୀ ରଶ୍ମି ଓଝାଙ୍କ ଆ-ତ୍ମହ-ତ୍ୟା ମାମ-ଲା ପରେ ବର୍ତ୍ତମାନ ଏହି ଘ-ଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଗତ ଚାରି ବର୍ଷ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିବା ରଶ୍ମିରେଖାଙ୍କର ଏପରି ଆ-ତ୍ମହ-ତ୍ୟା ସମସ୍ତଙ୍କୁ ସନ୍ଦେହରେ ପକାଇଛି । କାରଣ ତାଙ୍କ ପରିବାର ସ୍ଵଜନଙ୍କ କହିବା ଅନୁଯାୟୀ ସେ ଏପରି ଝିଅ ନଥିଲେ ଯେ ଆ-ତ୍ମହ-ତ୍ୟା ଭଳି ପଦକ୍ଷେପ ନେଇଯିବେ । କିନ୍ତୁ ଏପରି ଘ-ଟଣା ଘ-ଟିବା ପରଠାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏପରି କଣ କାରଣ ଥିଲା ଯାହାଦ୍ୱାରା ରଶ୍ମିରେଖାଙ୍କ ଭଳି ଝିଅ ଆ-ତ୍ମହ-ତ୍ୟା କଲେ । ଏହାକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆତ୍ମହତ୍ୟା ପରେ ପୋଲି-ସକୁ ଘ-ଟଣା ସ୍ଥଳରୁ ଏକ ଚିଠି ମିଳିଛି ଯେଉଁଥିରେ ରଶ୍ମିରେଖା ନିଜ ବାପା , ମା ଏବଂ ପ୍ରିୟର ଲୋକଙ୍କୁ କ୍ଷମା ମାଗିବା ସହିତ ସନ୍ତୋଷ କୁ କାହାକୁ ବି ଦୋ-ଷ ନଦେବାକୁ ଲେଖିଛନ୍ତି । ଏହା ବ୍ୟତୀତ ପୋ-ଲି-ସ ଫାଇଲ ମଧ୍ୟ କରିବାକୁ ମନା କରିଛନ୍ତି । ଯାହା ଅଧିକ ସ-ନ୍ଦେହ ଜାତ କରୁଛି । ପୋଲି-ସର ଏବେ ସୁ-ଦ୍ଧାର ତଦ-ନ୍ତ ଅନୁଯାୟୀ ତାହା ରଶ୍ମିରେଖାଙ୍କ ହାତ ଲେଖା ଚିଠି କି ନୁହେଁ କିମ୍ବା ତାଙ୍କୁ କେହି ବାଧ୍ୟ କରି ଏପରି ଚିଠି ଲେଖିବାକୁ କହିଛି , ଏ ବିଷୟରେ ସ୍ପଷ୍ଟ କରିନାହିଁ ।

ସେପଟେ ହାତଲେଖା ଚିଠି ଏବଂ ତ୍ରିକୋଣୀୟ ପ୍ରେମ , ପୁଣି ରଶ୍ମିରେଖାଙ୍କ ଆଖିରେ ଯେଉଁ ଭଳି ଭାବରେ ଆ-ଘାତ ଲାଗିଥିଲା ତାହାକୁ ଆଧାର କରି ରଶ୍ମିରେଖାଙ୍କର ବାପା ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ରଶ୍ମିରେଖାଙ୍କ ବାପାଙ୍କ ଅନୁଯାୟୀ ରଶ୍ମିରେଖା ସିରିଏଲ ସାରିବା ପରେ ଏକ ଫାଇନାନ୍ସରେ କାମ କରୁଥିଲେ । ସେହିଠାରେ ହିଁ ତାଙ୍କର ସନ୍ତୋଷ ପାତ୍ରଙ୍କ ସହିତ ଦେଖା ହୋଇଥିଲା । ଏହାପରେ ଅଢେ଼ଇ ମାସ ହେବ ନୟାପଲ୍ଲୀରେ ଘରଭଡ଼ା ନେଇ ରହୁଥିଲେ । ସେହି ସମୟରେ ସନ୍ତୋଷ କୁଆଡ଼େ ରଶ୍ମିରେଖାଙ୍କ ବାପାଙ୍କୁ କଲ କରି ରଶ୍ମିରେଖାଙ୍କ ସୁଲଭ ଆଖିରେ ଆ-ଘାତ ଲାଗିଥିବା କଥା କହିଥିଲେ । ତେଣୁ ଏହାର କାରଣ ସନ୍ତୋଷ ଥିବା କହିଛନ୍ତି ରଶ୍ମିରେଖାଙ୍କ ବାପା ।

ଆଉ ଏକ ସୂଚନା ଅନୁଯାୟୀ ରଶ୍ମିରେଖା ରାଜା ସହ ପୂର୍ବରୁ ମିଳାମିଶା କରୁଥିଲେ । କିନ୍ତୁ ପରେ ସନ୍ତୋଷ ଏବଂ ରଶ୍ମୀଙ୍କର ପରିଚୟ ହୋଇଥିଲା ଏବଂ ଦୁହେଁ ଦୁହିଁଙ୍କୁ ଭଲ ମଧ୍ୟ ପାଉଥିଲେ । କିନ୍ତୁ ସେପଟେ ରାଜା ଏବଂ ରଶ୍ମିଙ୍କ ମିଳାମିଶା ନେଇ ସନ୍ତୋଷ ହ-ତ୍ୟା କରିଥିବା ରଶ୍ମିଙ୍କ ବାପା ଅଭି-ଯୋଗ କରିଛନ୍ତି । ରଶ୍ମି ରହୁଥିବା ଭଡ଼ାଘରର ମାଲିକଙ୍କ ଅନୁଯାୟୀ ରଶ୍ମି ଏବଂ ସନ୍ତୋଷ କୁଆଡ଼େ ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ । ତେଣୁ ଏହାକୁ ଆଧାର କରି ପୋଲି-ସର ତ-ଦନ୍ତ ପରେ ହିଁ ଜଣା ପଡ଼ିବ ରଶ୍ମିରେଖାଙ୍କ ମୃ-ତ୍ୟୁର ରହସ୍ୟ ।

Leave a Reply

Your email address will not be published. Required fields are marked *