ଖୁଡି ପ୍ରେମରେ ବାଇୟା ହେଲା ପୁତୁରା, ନିର୍ମମ ଭାବେ ଦାଦାକୁ ହ-ତ୍ୟା କଲା ପୁତୁରା। ଦେଖନ୍ତୁ ଏହି ଭିଡ଼ିଓ।

ପ୍ରେମ ଅନ୍ଧ ହୋଇଥାଏ ତାହା ଶୁଣିଥିବେ କିନ୍ତୁ ଆଜିର ଏହି ଭିଡ଼ିଓରେ ଆପଣ ତାହା ଦେଖିବାକୁ ପଜବେ।ଦିନ ଥିଲା ପ୍ରେମକୁ ପବିତ୍ର ବନ୍ଧନ ବୋଲି ମନେ କରୁଥିଲେ। କେବଳ ସେତିକି ନୁହେଁ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ବିଷୟରେ ମଧ୍ୟ ଶୁଣିଥିବେ। ଯେପରି କି ଲେଲା ମଜୁନୁ, ଦେବଦାସ ପାରୋ, ଏବଂ ସାଇବା ମିର୍ଜା ପ୍ରେମ କାହାଣୀ ଏବଂ ସେମାନଙ୍କ ପ୍ରେମ ବିଷୟରେ ଭଲ ଭାବରେ ଜାଣିଥିବେ।

ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। କିନ୍ତୁ ପ୍ରେମକୁ ପାଇବା ପାଇଁ ଅନ୍ୟ କାହାର ଜୀବନ ନେବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି।

ତେବେ ଏହି ଘ-ଟଣା ଉତ୍ତର ପ୍ରଦେଶର ଡର ଭଙ୍ଗା ଜିଲାରୁ ଆସିଛି। ଏଠାରେ ଏକ ଯୁବକ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ ଯେ ସେ ଜୀବନ ନେବାକୁ ମଧ୍ୟ ପଛେଇ ନଥିଲେ। ପ୍ରେମ ଅନ୍ଧ ହୋଇଥାଏ ତାହା ଆପଣ ଶୁଣିଥିବେ ଅବା ଜାଣିଥିବେ କିନ୍ତୁ ଆଜି ପ୍ରେମର ପାଗ-ଳାମି ର ଏକ ଭିଡ଼ିଓ ଦେଖେଇବାକୁ ଯାଉଛୁ। ତେବେ ଏହି ବିଷୟରେ ଜାଣିବା ପରେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇ ବସିବେ।

ମିଳିଥିବା ସୂଚନା ଅନୁସାରେ, ପୁତୁରା ଖୁଡିର ପ୍ରେମରେ ଉବୁଟୁବୁ ହେଉଥିଲା। ଦୁହିଁଙ୍କ ମଧ୍ୟରେ ପ୍ରେମ ଏତେ ନିବିଡ଼ ଥିଲା ଯେ ଦୁହେଁ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ପଛେଇ ନଥିଲେ। ତେବେ ଦାଦାର ଅନୁପସ୍ଥିତରେ ଅନେକ ସମୟରେ ଖୁଡି ଓ ପୁତୁରା ଅନୈ-ତିକ ସଂ-ପର୍କ ସ୍ଥାପନ କରିଥିଲେ। ତେବେ ଖୁଡି ଓ ପୁତୁରା ମଧ୍ୟରେ ଚାଲିଥିବା ରାସ-ଲୀଳା ବିଷୟରେ ଦାଦା ଜାଣିବାକୁ ପାଇଲା। କେବଳ ସେତିକି ନୁହେଁ ଦୁହିଁଙ୍କୁ ଆପତ୍ତି ଜନକ ଅବସ୍ଥାରେ ଖଟ ଉପରେ ଶୋଥିବାର ଦେଖିଦେଲା।

ଏହାପରେ ଦାଦା ପୁତୁରାକୁ ନିସ୍ତୁକ ମା-ଡ଼ ମା-ରିବା ସହ ଘରୁ ବାହାର କରିଦେଇଥିଲା। କେବଳ ସେତିକି ନୁହେଁ ସ୍ୱାମୀ ନିଜ ସ୍ତ୍ରୀକୁ ମଧ୍ୟ ମାଡ଼ ଘରେ ବନ୍ଦ କରି ରଖି ଦେଇଥିଲା। ତେବେ ଏହି ବି-ଚ୍ଛେ-ଦ କୁ ସହ୍ୟ କରି ପାରି ନଥିଲେ ପ୍ରେମୀ ଯୁଗଳ। ତେବେ ଖୁଡିକୁ ପାଇବା ପାଇଁ ହ-ତ୍ୟାର ଷ-ଡଯ-ନ୍ତ୍ର ରଚନା କରିଥିଲା ପୁତୁରା। ଗାଁ ପାଖ ଦୋକାନରେ ଦାଦାକୁ ଏକୁଟିଆ ଦେଖି ଛୁ-ରୀ ଭୂ-ସୀ ହ-ତ୍ୟା କଲା। ତେବେ ଖବର ପାଇ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଥିଲା। ଶ-ବକୁ ଉ-ଦ୍ଧାର କରି ବ୍ୟବ-ଚ୍ଛେଦ ପାଇଁ ପଠେଇବା ସହ ପୁତୁରା ଓ ସ୍ତ୍ରୀକୁ ଗି-ରଫ କରିଛି। ବର୍ତ୍ତମାନ ପୋ-ଲିସ ଏହି କେ-ସର ଯା-ଞ୍ଚ କରୁଛି।

Leave a Reply

Your email address will not be published. Required fields are marked *