ଭାଇରାଲ ହେଉଛି ଖୁଡି ପୁତୁରାଙ୍କ ଅଡିଓ କଲ୍ , ପୁତୁରା କହୁଛନ୍ତି ସ୍କୁଲ ଆଡ଼େ ଟିକିଏ ଆସ , ପ୍ରେମ କରିବା

ଦୁନିଆଁ ଶେଷ ହୋଇଯିବ ଏ କଥା ଆମେ ସମସ୍ତେ ଶୁଣିଥିବା । ଚାରିଆଡ଼େ ଏହି କଥା ମଧ୍ୟ ଶୁଣିବାକୁ ମିଳୁଛି । ଆଉ ଏ ଦୁନିଆଁ ବେଶୀ ଦିନ ନୁହେଁ । ଚାରିଆଡ଼େ ପାପର ଭାର ବଢ଼ି ଗଲାଣି , ତେଣୁ ଧ୍ଵଂ-ସ ହୋଇଯିବ ଏ ପୃଥିବୀ । ଆଉ ରହିବେ ନାହିଁ କେହି । ତେବେ ଏ ମଣିଷ ଜାତିର ପାପ ଭାର ବଢିବା ସହିତ ଦେଖିବାକୁ ମିଳିଛି ଅନେକ ଆଶ୍ଚର୍ଯ୍ୟଜନକ ଘ-ଟଣା । କେଉଁଠି ବାପା ନିଜ ଝିଅକୁ କରୁଛି ଦୁ-ଷ୍କର୍ମ ଆଉ ପୁଣି କେଉଁଠି ନିଜ ଭାଇ ହେଉଛି ଭାଇର ଶ-ତ୍ରୁ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଘ-ଟଣା ବିଷୟରେ ଶୁଣିବାକୁ ମିଳିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଖୁଡୀ ଆଉ ପୁତୁରା ପଡ଼ି ଯାଇଛନ୍ତି ପ୍ରେମ ଜା-ଲରେ । କେହି କାହା ଠାରୁ ଅଲଗା ହୋଇ ରହି ପାରୁ ନାହାଁନ୍ତି । ତେଣୁ ପୁତୁରା ଖୁଡ଼ିଙ୍କୁ ଫୋନ୍ କରି ସ୍କୁଲ ରୁମ୍ କୁ ଦେଖା କରିବା ପାଇଁ ଡ଼ାକିବାର ଅଡିଓ କଲ୍ ରେ-କର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଘଟ-ଣାଟି ହେଉଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥା-ନା ଅନ୍ତର୍ଗତ ଟାକରା ଆଶ୍ରମ ବିଦ୍ୟାଳୟର । ଏହି ଆଶ୍ରମ ବିଦ୍ୟାଳୟର ସଭାପତି ସନ୍ତୋଷ କୁମାର ସାହୁ ଏବଂ ଆଶ୍ରମରେ ରହୁଥିବା କେୟାର ଟେକରଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ । ତେବେ ଏମାନେ ଦୁହେଁ ସମ୍ପ-ର୍କରେ କଣ ହେବେ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ । ଏମାନେ ଦୁହେଁ ଖୁଡୀ ଏବଂ ପୁତୁରା ହେବେ ।

ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ ଆଉ ଦୁହିଁଙ୍କ ମଧ୍ୟରେ ଅନେକ ଥର ଶାରୀ-ରିକ ସ-ମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ତେବେ ଭାଇରାଲ ହୋଇଥିବା ଅଡିଓ କଲ୍ ରେ ଏହା ଶୁଣିବାକୁ ମିଳୁଛି କି , ପୁତୁରା ସନ୍ତୋଷ ନିଜ ଖୁଡୀଙ୍କୁ ଅନେକ ଦିନ ହେଲା ଦେଖି ନାହାନ୍ତି କି ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖି ନାହାଁନ୍ତି , ତେଣୁ ସନ୍ତୋଷ ଖୁଡୀଙ୍କୁ ସ୍କୁଲ ପରିସରରେ ଥିବା ଏକ ରୁମ୍ ରେ ଦେଖା କରିବା ପାଇଁ ଡାକୁଛନ୍ତି । କିନ୍ତୁ ଖୁଡି ରୋ-କ୍ ଠୋକ୍ ମନା କରି ଦେଇ କହୁଛନ୍ତି କି , ସେ ଏପରି କରିପାରିବେ ନାହିଁ । ସେ ଯାଇ ପାରିବେ ନାହିଁ । ତେବେ ଏହାପରେ ସନ୍ତୋଷ ତାଙ୍କ ଖୁଡିଙ୍କୁ କହୁଛନ୍ତି କି , ମୁଁ ତୁମକୁ ବହୁତ ଭଲ ପାଏ ।

ତାଙ୍କ ଜୀବନରେ ଯେତେ ବି ଝିଅ ଆସିଛନ୍ତି , ଆଉ ଯେତେ ଜଣଙ୍କ ସହିତ ସେ ଶାରୀ-ରିକ ସ-ମ୍ପର୍କ ରଖିଛନ୍ତି , କାହାକୁ ବି ସେ ପସନ୍ଦ କରି ନାହାଁନ୍ତି । କେବଳ ତାଙ୍କୁ ହିଁ ପସନ୍ଦ କରୁଛନ୍ତି ଆଉ ବହୁତ ଭଲ ପାଉଛନ୍ତି ବୋଲି ମଧ୍ୟ କହିଛନ୍ତି । କିନ୍ତୁ ଖୁଡ଼ି ତାଙ୍କର କିଛି କଥା ନ ମାନି ସିଧାସଳଖ ଯାଇ ପାରିବେ ନାହିଁ ବୋଲି କହି ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ପୁରା ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଅଡିଓ କଲ୍ ରେ-କର୍ଡ । ତେବେ ଏହି କଥା ବିଷୟରେ ଗାଆଁ ଲୋକ ଜାଣିବା ପରେ ସନ୍ତୋଷ ଆଉ ତାଙ୍କ ଖୁଡିଙ୍କୁ ସ୍କୁଲରେ ରହିଥିବା ପଦବୀରୁ ବାହାର କରିଦେବା ସହିତ ତାଙ୍କ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସ୍କୁଲରୁ ବାହାର କରିବା ପାଇଁ ଦାବି କରିଛନ୍ତି । ଏବଂ ସେମାନଙ୍କ ବିରୁ-ଦ୍ଧରେ ଥା-ନାରେ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *