ଡିଜିଟାଲ ରେ-ପ:- ବାପା ସାଜିଲା ରା-କ୍ଷସ, ଝିଅର ବ୍ୟକ୍ତିଗତ ଅଙ୍ଗରେ ହାତ ମା-ରି ଯ-ନ୍ତ୍ର-ଣା ଦେଲା ବାପା। ସ୍ତ୍ରୀ ଜାଣିବା ପରେ କଣ ଘଟିଲା ଜାଣନ୍ତୁ ଏହି ବିଷୟରେ।

ବାପା ଓ ମାଆ ନିଜ ପିଲା ମାନଙ୍କ ପାଇଁ ଭଗବାନଙ୍କ ଠାରୁ ମଧ୍ୟ ବଡ଼ ହୋଇଥାନ୍ତି। ତେବେ ବାପା ଘରର ମୁରବି ହୋଇଥାନ୍ତି। ବାପାଙ୍କୁ ଦେଖି ପିଲାମାନେ ନିଜର ଜୀବନ ମଧ୍ୟ ସେହିଭଳି କରିଥାନ୍ତି। ତେବେ ବାପା ପିଲାମାନଙ୍କ ପାଇଁ ସାହସ ହୋଇଥାନ୍ତି। କିନ୍ତୁ ବାପା ଯେତେବେଳେ ଖରାପ କାମ କରିବ ତେବେ ପିଲାମାନେ କଣ ଶିଖିବେ। ବାପା ଝିଅ ମାନଙ୍କ ପାଇଁ ବଳ ହୋଇଥାନ୍ତି। ବାପା ହୋଇ ଝିଅକୁ ରେ-ପ କରିବା କଥା ସାମ୍ନାକୁ ଆସିଛି। ତେବେ ଏହି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସାରା ବିଶ୍ୱରେ ଦୁ-ଷ୍କ-ର୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଭାରତ ମଧ୍ୟ ଦୁ-ଷ୍କ-ର୍ମ ରେ ଆଗରେ ରହିଛି। ଏଠାରେ ନାରୀ ମାନେ ନିଜକୁ ସୁର-କ୍ଷିତ ଭାବନ୍ତି। କାରଣ ସେମାନେ ଅନେକ ସମୟରେ ନିର୍ଯ୍ୟା-ତନାର ଶି-କାର ହୋଇଥାନ୍ତି। ତେବେ ତାହା ଯୌ-ତୁକ ନିର୍ଯ୍ୟା-ତନା ଠାରୁ ଆରମ୍ଭ କରି ଯୌ-ନ ନିର୍ଯ୍ୟା-ତନା ପର୍ଯ୍ୟନ୍ତ। କିନ୍ତୁ ଆଜି ଆମେ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ସେହି ବିଷୟରେ ଜାଣିଲା ପରେ ଆପଣ ମୁଣ୍ଡରେ ହାତ ଦେଇ ବସିବେ। ତେବେ ତାହା ହେଉଛି ପାଞ୍ଚ ବର୍ଷର ଝିଅ ଡିଜିଟାଲ ରେ-ପର ଶି-କାର ହୋଇଛି। ତେବେ ଏହି ଡିଜିଟାଲ ରେ-ପ ପୀ-ଡିତା ନିଜ ଜନ୍ମ କଲା ବାପା ଠାରୁ ପାଇଛି।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ସ୍ଥିତ ଗ୍ରେଟର ନୋଇଡାରେ ଜନ୍ମ କଲା ଝିଅକୁ ବାପା ଡିଜିଟାଲ ରେପ କରିଛି। ରା-କ୍ଷସ ରୂପକ ବାପା ନିଜ ଝିଅର ଗୁପ୍ତ ଅଙ୍ଗରେ ବାରମ୍ବାର ଅମାନୁ-ଷିକ ଭାବେ ଆଙ୍ଗୁଠି ଭର୍ତ୍ତି କରି ଯ-ନ୍ତ୍ର-ଣା ଦେଇ ଚାଲିଥିଲା। ତେବେ ଝିଅ ସର୍ବଦା ପେଟ ଯ-ନ୍ତ୍ର-ଣା ବିଷୟରେ ମାଆକୁ କହୁଥିଲା। କିନ୍ତୁ ମାଆ ଏହି ବିଷୟରେ କିଛି ଜାଣି ନଥିଲା। ଯେତେବେଳେ ଝିଅ ନିଜର ବ୍ୟକ୍ତିଗତ ଅଙ୍ଗକୁ ଧରି ଚି-ତ୍କା-ର କଲା ମାଆ ଝିଅର କଷ୍ଟ ଓ ଯ-ନ୍ତ୍ର-ଣା ବିଷୟରେ ଜାଣିପାରିଲା। ଝିଅ ମଧ୍ୟ ସମସ୍ତ କଥା ମାଆକୁ କହିବାକୁ ଲାଗିଲା। ଏହାପରେ ଝିଅର ମାଆ ନିଜ ସ୍ୱାମୀ ବିରୁ-ଦ୍ଧରେ ପୋ-ଲି-ସରେ ଅଭି-ଯୋଗ ଆଣିଲା ଏବଂ ବର୍ତ୍ତମାନ ପୋ-ଲିସ ଏହାର ତ-ଦନ୍ତ କରୁଛି।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଡିଜିଟାଲ ରେ-ପ କିପରି ହୋଇଥାଏ? ଯଦି ବାପା ଡିଜିଟାଲ ରେପ କରୁଥିଲା ତେବେ ଝିଅ କଣ ପାଇଁ ଯନ୍ତ୍ରଣା ଅନୁଭବ କରୁଥିଲା। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଡିଜିଟାଲ ରେପର ଅର୍ଥ ଅନଲାଇନ ମାଧ୍ୟମରେ ଗାଳି ଗୁଲଜ କରିବା କି ନିର୍ଯ୍ୟାତନା ଦେବା ତାହା ନୁହେଁ ବରଂ ଯୁବତୀଙ୍କ ବ୍ୟକ୍ତି ଗତ ଅଙ୍ଗରେ ଅମାନୁଷିକ ଭାବେ ହାତ ମାରିବା ଓ ଯନ୍ତ୍ରଣା ଦେବା ତାହା ହୋଇଥାଏ। ତେବେ ଏହାକୁ ଡିଜିଟାଲ ରେପ କୁହାଯାଏ।

ତେବେ ଏହାକୁ କହିବାର ଯଥାର୍ଥ ହେଉଛି ଯେ ହାତ ଓ ପାଦର ଆଙ୍ଗୁଠି ଗୁଡ଼ିକୁ ହିନ୍ଦୀରେ ଅଙ୍କ ଓ ଇଂଲିଶରେ ଡିଜିଟ କୁହାଯାଏ। ସେଥିପାଇଁ ଯଦି କୌଣସି ବ୍ୟକ୍ତି ପୀଡ଼ିତାଙ୍କ ସହିତ ଏହା ବ୍ୟବହାର କରି କିଛି ଖରାପ କାମ କରେ ତାକୁ ଡିଜିଟାଲ ରେପ୍ କୁହାଯାଏ। ତେବେ ଏହା ଭାରତ ବର୍ଷରେ ଅଧିକ ଦେଖିବାକୁ ମିଳେ। ଅନ୍ୟର ଯୌନ ଅଙ୍ଗରେ ହାତ ମାରି ଆନନ୍ଦ ପାଆନ୍ତି। ଅନେକ ସମୟରେ ଏହାକୁ ନେଇ ପୀଡିତା ମାନେ ଚୁପ ମଧ୍ୟ ରହିଥାନ୍ତି। ଆରୋପୀକୁ ପୋଲିସ କେସର ମଧ୍ୟ ଭୟ ରହି ନଥାଏ।

Leave a Reply

Your email address will not be published. Required fields are marked *