ସୁସ୍ମିତା ସେନଙ୍କ ପ୍ରେମରେ ପାଗଳ ହେଲେ ଲଲିତ ମୋଦି , ପୂର୍ବରୁ ନିଜ ମା’ ଙ୍କ ସାଙ୍ଗଙ୍କୁ ହିଁ କରିଥିଲେ ବିବାହ :-

ସୁସ୍ମିତା ସେନଙ୍କ ସହିତ ଲଲିତ ମୋଦିଙ୍କ ପ୍ରେମ ସମ୍ବନ୍ଧୀୟ ଖବର ଯେତିକି ଆଶ୍ଚର୍ଯ୍ୟ ଜନକ , ତାଠାରୁ ଅଧିକ ଆଶ୍ଚର୍ଯ୍ୟ ଜନକ ତାଙ୍କ ପ୍ରଥମ ବିବାହର କାହାଣୀ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଲଲିତ ମୋଦିଙ୍କ ସୁଲଭ ପ୍ରଥମ ସ୍ତ୍ରୀ ମିନଲ ମୋଦିଙ୍କୁ ନେଇ ବେଶ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଆପଣ ମାନେ ହୁଏତ ମିନଲ ମୋଦି କିଏ ଜାଣି ନଥିବେ ? ମିନଲ ମୋଦୀ ହେଉଛନ୍ତି ଲଲିତ ମୋଦିଙ୍କ ମା’ଙ୍କ ସାଙ୍ଗ । ତେବେ ସେ ନିଜ ମା’ଙ୍କ ସାଙ୍ଗକୁ ହିଁ ମନ ଦେଇ ବସିଥିଲେ । ତେବେ ମିନଲ ତାଙ୍କ ଠାରୁ ୧୦ ବର୍ଷ ବଡ଼ ଏବଂ ପରିବାରର ଅନେକ ବି-ରୋ-ଧ ସତ୍ତ୍ୱେବି ତାଙ୍କୁହିଁ ସେ ବିବାହ କରିଥିଲେ ।

ତେବେ ଆପଣ ଆଉ ଏକ କଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ମିନଲ ମୋଦି ଲଲିତଙ୍କୁ ବିବାହ କରିବା ପୂର୍ବରୁ ନିଜ ସ୍ୱାମୀଙ୍କୁ ଛା-ଡ଼ପ-ତ୍ର ଦେଇଥିଲେ । ତାଙ୍କ ସ୍ୱାମୀଙ୍କ ବିଷୟରେ କହିବାକୁ ଗଲେ ସେ ସାଉଦିର ଜଣେ ବଡ଼ ବିଜନେସ ମେନ । ତାଙ୍କ ସ୍ୱାମୀଙ୍କୁ କୌଣସି କାରଣରୁ ଜେ-ଲ ହେବା ପରେ ହିଁ ସେ ତାଙ୍କ ଠାରୁ ଛା-ଡ଼ପ-ତ୍ର ନେଇ ଭାରତ ଚାଲି ଆସିଥିଲେ । ଲଲିତ ମୋଦିଙ୍କ ମା’ ଏବଂ ମିନଲ ମୋଦି ଦୁହେଁ ଭଲ ସାଙ୍ଗ ଥିବାବେଳେ ସେ ତାଙ୍କ ମା’ଙ୍କ ସହିତ ହିଁ ଘରକୁ ଆସିଥିଲେ । ପ୍ରଥମ ଦେଖାରୁ ହିଁ ଲଲିତ ତାଙ୍କୁ ପସନ୍ଦ କରିବାରେ ଲାଗିଥିଲେ ।

ଏମିତିକି ସେ ତାଙ୍କୁହିଁ ବିବାହ କରିବେ ବୋଲି ଜିଦ ଧରି ବସିଥିଲେ । ଏଥିରେ ପରିବାରବର୍ଗ ସମ୍ପୂର୍ଣ୍ଣ ବି-ରୋ-ଧ କରିଥିଲେ । କିନ୍ତୁ ସେ ମାନି ନଥିଲେ । ଶେଷରେ ୧୯୯୧ ମସିହାରେ ସେ ମିନଲ ମୋଦିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । ତାଙ୍କ ପୁଅ ଦେଶର ଜଣେ ପ୍ର-ଖ୍ୟାତ ବିଜନେସ ମେନ ମଧ୍ୟ ଅଟନ୍ତି । ଆଉ ଏକ କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଆଇପିଏଲର ଏକ ମ୍ୟାଚରେ ସୁସ୍ମିତା ସେନ , ଲଲିତ ମୋଦି ଏବଂ ମିନଲ ମୋଦିଙ୍କ ସହିତ ମିଶି ଦେଖିଥିଲେ ।

ଯାହାର ଫୋଟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଫୋଟ ଭାଇରଲ ହେବା ପରେ ସୁସ୍ମିତା ଏବଂ ଲଲିତ ଉଭୟ ଭଲ ବନ୍ଧୁ ଥିବା ଜଣା ପଡ଼ିଥିଲା । ଏମିତି ଅନୁମାନ କରାଯାଉଛି ସମ୍ପର୍କ ବହୁତ ପୁରୁଣା ଅର୍ଥ ସେହି ସମୟରେ ସମ୍ପର୍କ କିଛି ଘନିଷ୍ଠ ଥିଲା । ତେବେ ଲଲିତ ଏବଂ ସୁସ୍ମିତାଙ୍କ ବୟସରେ ମଧ୍ୟ ବଡ଼ ତା-ରତ-ମ୍ୟ ରହିଛି । ତେବେ ଏହି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଠିଛି ଯେ ଲଲିତ ଏତେ ବୟସ୍କ ହୋଇବି ସୁସ୍ମିତାଙ୍କ ସହିତ କିପରି ସମ୍ପ-ର୍କରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *