ପତ୍ନୀଙ୍କୁ ହ-ତ୍ୟା କରିବା ପରେ ସ୍ୱାମୀ ଗୋଟେ ବଡ଼ କଡ଼ାଇରେ ଶ-ବକୁ ଫୁଟାଇବା ଆରମ୍ଭ କଲେ, ୬ ଜଣ ନିରୀହ ପିଲା ଏହି ପିତାର ନିଷ୍ଠୁ-ରତା ଦେଖିଲେ।

ପାକିସ୍ତାନର ସିନ୍ଧ ପ୍ରଦେଶର ହୃଦୟ ବିଦାରକ ଘ-ଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ତକିଆରେ ଦାବି ମା-ରିଦେଲେ, ତା’ପରେ ସ୍ତ୍ରୀର ଶ-ବକୁ ଗୋଟେ ବଡ଼ କଡାଇ ରେ ତେଲ ପକେଇ ନିଜ ପିଲାଙ୍କ ଆଗରେ ଜା-ଳିଦେଲା। ଜିୟୋ ନ୍ୟୁଜର ରି-ପୋର୍ଟ ଅନୁସାରେ ବ୍ୟକ୍ତି ଜଣଙ୍କ ୯ ମାସ ଧରି ବନ୍ଦ ଥିବା ଗୋଟେ ବିଦ୍ୟାଳୟର ରୋଷେଇ ଘରେ ଏହି ଘ-ଟଣା କରିଥିଲେ।

ଜିୟୋ ନ୍ୟୁଜ୍ ର ରି-ପୋର୍ଟ ଅନୁସାରେ, ବ୍ୟକ୍ତି ଜଣଙ୍କ ପ୍ରଥମେ ସେଇ ବିଦ୍ୟାଳୟରେ ପ୍ରହରୀ ଭାବରେ କାମ କରୁଥିଲେ।ମୃ-ତଦେ-ହ ଉ-ଦ୍ଧାର ବେଳେ ପୋ-ଲିସ୍ ମହିଳାଙ୍କର ଖ-ଣ୍ଡ ଖ-ଣ୍ଡ ଶରୀର ପାଇଛି।

ବୁଧବାର ଦିନ ସିନ୍ଦ୍ ପୋ-ଲିସ ଏକ ବଡ କଡ଼େଇରୁ ନର୍ଗିସ ନାମକ ଜଣେ ମହିଳାଙ୍କ ମୃ-ତଦେ-ହ ଜ-ବତ କରିଛି। ଏହି ଶ-ବ ଏକ ଘରୋଇ ବିଦ୍ୟାଳୟର ରୋଷେଇ ଘରେ ପଡ଼ିଥିଲା। ଜିୟୋ ନ୍ୟୁଜ୍ ଅନୁସାରେ ଏହି ଘ-ଟଣା କରାଚିର ଗୁଲଶାନ୍-ଇ-ଇକବାଲ୍ ଅଞ୍ଚଳର।

ରି-ପୋର୍ଟ ଅନୁସାରେ, ପୀଡିତାଙ୍କ ୧୫ ବର୍ଷର ଝିଅ ଘ-ଟଣା ସମ୍ପ-ର୍କରେ ପୋ-ଲି-ସକୁ ସୂଚନା ଦେଇଥିଲେ। ସେତେବେଳକୁ ବ୍ୟକ୍ତି ଜଣଙ୍କ ତାର ତିନି ପିଲାଙ୍କ ସହ କୁଆଡେ ପଳାଇ ଯାଇଥିଲା। ସିନ୍ଧ ପ୍ରଦେଶ ଏସଏସପି ଅବଦୁର ରହୀମ ଶେରାଜୀ କହିଛନ୍ତି ଆଉ ତିନି ଜଣ ପିଲା ଏବେ ପୋ-ଲିସ ସୁର-କ୍ଷା ରେ ଅଛନ୍ତି।

ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସ-ନ୍ଧାନ ଏବଂ ପିଲାଙ୍କ କହିବା ଅନୁସାରେ ଅଭି-ଯୁକ୍ତ ଜଣଙ୍କ ପ୍ରଥମେ ପତ୍ନୀଙ୍କୁ ତକିଆରେ ଦାବି ମା-ରିଦେଲେ ତାପରେ ପିଲାମାନଙ୍କ ସାମ୍ନାରେ ଗୋଟେ ବଡ଼ କଡ଼େଇରେ ଫୁଟା-ଇବାକୁ ଲାଗିଲେ। କଡ଼େଇରେ ମହିଳାଙ୍କୁ ଫୁଟାଇବା ବେଳେ ତାଙ୍କ ଶରୀରରୁ ଗୋଡ ଅଲଗା ହୋଇଗଲା। ଘଟ-ଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ କିଛି ଜଣା ପଡୁନି।

Leave a Reply

Your email address will not be published. Required fields are marked *