ସ୍ତ୍ରୀର ଶାଢ଼ୀ ଆଣିବା ବେଳେ ମା-ରିଦେଲା ବଜ୍ରପାତ, ସ୍ତ୍ରୀକୁ ର-କ୍ଷା କରିବାକୁ ଯାଇ ସ୍ୱାମୀ ସହ ଘଟିଲା ଏମିତି।

ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଶୋଇଥିଲେ ହଠାତ ମାଡି ଆସିଲା କାଳବୈଶାଖୀ। ଆଉ ସ୍ତ୍ରୀର ଶାଢ଼ୀ ତଳୁଥିବା ସମୟରେ ଅକାରଣରେ ଚାଲିଗଲା ସ୍ୱାମୀର ଜୀବନ।ପ୍ରବଳ ବର୍ଷା ହେବା କାରଣରୁ ବାହାରେ ଶୁଖୁଥିବା କପଡାକୁ ସ୍ତ୍ରୀ ଯାଇଥିଲା ଆଣିବାକୁ ହେଲେ କିଏବା ଜାଣିଥିଲା ଏଭଳି ଅଘ-ଟଣ ଘଟିବ ବୋଲି।

ହଁ ଆଜ୍ଞା ବନ୍ଧୁଗଣ ତାରରୁ ସ୍ତ୍ରୀ ଶାଢ଼ୀ ଆଣୁଥିବା ସମୟରେ ହଠାତ ମା-ରିଥିଲା ଏକ ବଜ୍ରପାତ। ଆଉ ଚି-ତ୍କାର କରି ତଳେ ପଡିଯାଇଥିଲେ, ଆଉ ସ୍ୱାମୀ ସ୍ତ୍ରୀକୁ ବଞ୍ଚେଇବାକୁ ଆସିଥିବା ବେଳେ ପୁଣି ଥରେ ମାରିଥିଲା ଆଉ ଏକ ବଜ୍ରପାତ ଯାହା ଫଳରେ ଘ-ଟଣା ସ୍ଥଳରେ ସ୍ୱାମୀର ପ୍ରା-ଣବା-ୟୁ ଉଡ଼ିଗଲା। ଆଉ ସ୍ୱାମୀକୁ ଏଭଳି ଅବସ୍ଥାରେ ଦେଖି ସ୍ତ୍ରୀ ପୁରା ଧର୍ଯ୍ୟ ହରା ହୋଇପଡିଲେ।

ସଙ୍ଗେ ସଙ୍ଗେ ମେଡିକାଲଜୁ ନେଇଥିଲେ ଚିକିତ୍ସା ନିମନ୍ତେ କିନ୍ତୁ ସେଠାରେ ଡାକ୍ତର ମୃ-ତ ଘୋଷଣା କରିଛନ୍ତି। ଆଉ ସ୍ୱାମୀର ଏଭଳି ମୃ-ତ୍ୟୁରେ ଡାକ୍ତରଖାନା ପରିସରରେ କା-ନ୍ଦୁଛି ସ୍ତ୍ରୀ।ଏଭଳି ଅଘ-ଟଣ ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁ ଅନେକ କ୍ଷ-ୟକ୍ଷ-ତି ଘଟିଛି। ଏହାରି ଭିତରେ ବଜ୍ରପାତରେ ଅକାଳରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ଘଟ-ଣାରୁ ଜଣା ପଡ଼ିଛି ଯେ ବର୍ଷା ହେବା କାରଣରୁ ବାହାରେ ଶୁଖୁଥିବା ଲୁଗା ଉଠାଇବା ପାଇଁ ଯାଇଥିଲେ ବାଇଧରଙ୍କ ସ୍ତ୍ରୀ ବୁଧୁନି

ଶାଢ଼ୀ ଉଠାଉ ଥିବା ସମୟରେ ହଠାତ ମା-ରିଥିଲା ବଜ୍ରପାତ। ଏହି କାରଣରୁ ସ୍ତ୍ରୀ ବୁଧୁନି ତଳେ ପଡିଯାଇ ଚି-ତ୍କାର କରିଥିଲେ। ଚିତ୍କାର ଶୁଣି ହଠାତ ଦୌଡ଼ି ଆସିଥିଲେ ସ୍ୱାମୀ ବାଇଧର। ଠିକ ସେହି ସମୟରେ ପୁନଶ୍ଚ ଏକ ବଜ୍ରପାତ ହେବାରୁ ଘ-ଟଣା ସ୍ଥଳରେ ହିଁ ବାଇଧରଙ୍କର ପ୍ରାଣ ବା-ୟୁ ଉଡ଼ିଗଲା। ମୃତ-କଙ୍କ ବୟସ ମାତ୍ର ୪୪ ବର୍ଷ ବୋଲି ଜଣା ପଡ଼ିଛି। ତେବେ ଉଭୟ ଖାଲି ପାଦ ଥିବାରୁ ଘଟିଗଲା ଏଭଳି ଅଘ-ଟଣ।ବାଇଧରଙ୍କ ଘର ଠାକୁରମୁଣ୍ଡା ବ୍ଲକ ଜରକା ଗ୍ରାମପଞ୍ଚାୟତ ମାଣିକସାହିର ହୋଇଥିବା ଜଣାପଡିଛି। ପ୍ରସାସନ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *