ପୋ-ଲିସ ଉପରେ ପ୍ରତି-ଶୋଧ ନେଲେ ଲାଇନମ୍ୟାନ , ତୁ ମୋର କାଟିଲୁ ମୁଁ ତୋର କାଟିବି….

ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏହି ଖବର ବାସ୍ତବରେ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ଜଣେ ଶିକ୍ଷିତ ମଣିଷ ଏଭଳି ଅଶିକ୍ଷିତ ଭଳି ପଦକ୍ଷେପ ଗ୍ରହଣ କରିବେ ବୋଲି କେହି ସ୍ୱପ୍ନରେ ବି ଭାବି ନଥିବେ । ଆଉ ଏହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । ସମସ୍ତେ ଏହି ଲାଇନମ୍ୟାନକୁ ନେଇ ଚର୍ଚ୍ଚା ଚଳାଇଛନ୍ତି । ଜଣେ ମଣିଷ ଏଭଳି ବି କାମ କରିପାରନ୍ତି , ସେ ବିଷୟରେ ସମସ୍ତେ ଆଲୋଚନା କରୁଛନ୍ତି ।

ଏଭଳି ଖବର ବର୍ତ୍ତମାନ ଉତ୍ତରପ୍ରଦେଶର ବରେଲିରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ପୋଲିସ ଅଫିସର ବିଦ୍ୟୁତ ବିଭାଗର କର୍ମଚାରୀଙ୍କର ବାଇକର ଚା-ଲାଣ କା-ଟିଥିଲେ ଆଉ ଏହାର ପ୍ରତ୍ୟୁତ୍ତର ଦେଇ ଦେଲେ ବିଦ୍ୟୁତ କର୍ମଚାରୀ । ସେ କ୍ରୋ-ଧରେ ପୋ-ଲିସ ଷ୍ଟେସ-ନର ବିଦ୍ୟୁତ କା-ଟିଦେଲେ । ତେବେ ଘଟ-ଣାଟି ବରେଲିର ହରିଦାସପୁର ଥା-ନାର ଅଟେ । ସୂଚନା ଅନୁଯାୟୀ , ପୋ-ଲି-ସ ଅଫିସର ବିଦ୍ୟୁତ କର୍ମଚାରୀ ଭଗବତ ସରୁଙ୍କର ବାଇକକୁ ଅଟକାଇ ଥିଲେ ।

ଏହାପରେ ଗାଡିର କାଗଜପତ୍ର ଦେଖାଇବାକୁ କହିଥିଲେ । କିନ୍ତୁ ଏହାର ଉତ୍ତରରେ ବିଦ୍ୟୁତ କର୍ମଚାରୀ ଜଣକ କହିଥିଲେ ବର୍ତ୍ତମାନ ତାଙ୍କ ପାଖରେ କାଗଜପତ୍ର ନାହିଁ ଆଉ ସେ ଘରୁ କାଗଜପତ୍ର ଆଣି ଦେଖାଇବେ । କିନ୍ତୁ ଏହାପରେ ପୋ-ଲିସ ଅଫିସର ତାଙ୍କୁ ୫୦୦ ଟଙ୍କାର ଫା-ଇନ ମାଗିଥିଲେ । ଆଉ ଏହାପରେ କ୍ରୋ-ଧରେ ଉବୁ-ଡୁବୁ ହୋଇଥିଲେ ଭଗବତ । ଏହାପରେ ନିଜର ସହ କର୍ମଚାରୀ ମାନଙ୍କୁ ଡାକି ଥା-ନାର ବିଦ୍ୟୁତ କା-ଟି ଦେଇଥିଲେ ।

ଆଉ ଏହାପରେ କହିଥିଲେ କି ଥା-ନାରେ ମିଟର ନାହିଁ ଆଉ ବେଆ-ଇନ ଭାବରେ ବିଦ୍ୟୁତ ସଞ୍ଚାଳନ ହେଉଛି । ଏଭଳି ଘ-ଟଣା ପୂର୍ବରୁ ମଧ୍ୟ ଫିରୋଜଆପାତ ପୋ-ଲିସ ଷ୍ଟେସ-ନରେ ୨୦୧୯ ମସିହାରେ ଘଟିଥିଲା । ଆଉ ସେତେବେଳେ ଏକ ଚାରି ଚକିଆ ଗାଡିକୁ ଅଟକାଇ ପୋ-ଲିସ ୫୦୦ ଟଙ୍କା ଫାଇନ ମାଗି ଥିବାରୁ ଥା-ନାର ବିଦ୍ୟୁତ କା-ଟ କରି ଦେଇଥିଲେ ବିଦ୍ୟୁତ କର୍ମଚାରୀ । ଆଉ ଥା-ନାର ବିଦ୍ୟୁତ ବିଲ ଜମା ନ ହୋଇଥିବା କଥା କହି ୬ ଲକ୍ଷ ୬୬ ହଜାର ଟଙ୍କାର ଫା-ଇନ ଦେବା ପାଇଁ କହିଥିଲା ବିଦ୍ୟୁତ ବିଭାଗ ।

Leave a Reply

Your email address will not be published. Required fields are marked *