ରାଜଧାନୀ ମ-ଦୁଆ : ଆ ମୁଁ ତୋ ପାଖେ ଶୋଇବି

ଆମ ରାଜଧାନୀରୁ ପ୍ରତିଦିନ ଅନେକ ଖବର ସାମ୍ନାକୁ ଆସୁଅଛି ଆଉ ଯାହା ବିଷୟରେ ଶୁଣିବା ପରେ ବାସ୍ତବରେ ବହୁତ ଭ-ୟଭୀ-ତ ମଧ୍ୟ ଲାଗୁଅଛି । କିଏ କାହାକୁ ହ-ତ୍ୟା କରୁଛି ତ ଆଉ କିଏ କାହାକୁ ପୁଣି ହ-ତ୍ୟାର ଧ-ମକ ଦେଉଛି ତ ଆଉ କିଏ କରୁଛି ଆ-ତ୍ମହ-ତ୍ୟା । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି କିଛି ଖବର ବିଷୟରେ ଶୁଣିବାକୁ ମିଳିଅଛି । ଜଣେ ବ୍ୟକ୍ତି ମ-ଦ ନି-ଶାରେ ଏଭଳି କାର-ନାମା କରିଛନ୍ତି ଆଉ ଯେଉଁଥିପାଇଁ ତାଙ୍କ ବିରୁ-ଦ୍ଧରେ ଥା-ନାରେ ମାମ-ଲା ଦାୟର ହୋଇଛି ।

ବାସ୍ତବରେ ସେହି ବ୍ୟକ୍ତି ଜଣକ କିଏ ସେହି ଅଞ୍ଚଳରେ କେହି ଜାଣି ନାହାଁନ୍ତି । ସେମାନଙ୍କ ଅଭି-ଯୋଗ ଅନୁଯାୟୀ , ଜଣେ ବ୍ୟକ୍ତି ମ-ଦ ନି-ଶାରେ ସବୁକିଛି ଭୁଲି ଯାଇଥିଲେ ଆଉ ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇ ଖରାପ ଭାଷାରେ ଗା-ଳି ଗୁ-ଳଜ କରିଥିଲେ । ପ୍ରାଚୀବିହାର ଅଞ୍ଚଳରେ ରହିଥିବା କିଛି ଦୋକାନ ଆଗରେ ଯାଇ ସେ ବ୍ୟକ୍ତି ଜଣକ ପା-ଟିତୁ-ଣ୍ଡ କରିଥିଲେ । ଏଭଳିକି ଭୁ-ଜାଲି ଦେଖାଇ ଭ-ୟଭୀ-ତ କରାଇଥିଲେ ।

ଏହାପରେ ସେଠାରେ ଉପସ୍ଥିତ ଥିବା ମହିଳା ମାନେ ଅତ୍ୟନ୍ତ ଭ-ୟଭୀ-ତ ହୋଇ ଯାଇଥିଲେ ଆଉ ସେମାନେ ସେହି ବ୍ୟକ୍ତିଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ମହିଳା ମାନଙ୍କୁ ଅନେକ ଅଭ-ଦ୍ର ଭାଷା ଦେଇ କଥାବାର୍ତ୍ତା କରିଥିଲେ ଯୁବକ । ଏମିତିକି ନିଜ ସହ ଶୋଇବା ପାଇଁ ମଧ୍ୟ କହିଥିଲେ । ତେବେ ଏଭଳି କଥାକୁ ସହିବା ତ ଦୂରର କଥା କାନରେ ଶୁଣି ପାରିନଥିଲେ ମହିଳା ମାନେ । ଆଉ କଣ କରିବେ ବୋଲି ଭାବିଥିଲେ ।

ତେବେ ସେଠାରେ ଉପସ୍ଥିତ ରହିଥିବା ଲୋକମାନେ ବ୍ୟକ୍ତିଙ୍କ ବିରୁ-ଦ୍ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାପାଇଁ କହିଥିଲେ । ଆଉ ଏହାପରେ ମହିଳା ମାନେ ମଞ୍ଚେଶ୍ୱର ଥା-ନାର ଦ୍ୱାରସ୍ଥ ହୋଇଥିଲେ । ବ୍ୟକ୍ତି ଜଣକ ମ-ଦ ନି-ଶାରେ ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇ ଏଭଳି ଭାଷାରେ କଥାବାର୍ତ୍ତା କରିଥିଲେ ଆଉ ଏଭଳି ଧ-ମକ ଦେଇଥିଲେ । ଯେଉଁଥିପାଇଁ ମହିଳା ମାନେ ଥା-ନାକୁ ଆସି ଅଭି-ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *