ପ୍ରେମିକ ପ୍ରେମିକାଙ୍କ ଅଜବ କା-ରନା-ମା , ସ୍କୁଟିରେ ଆସିଲେ ଆଉ କେହି ନଥିବା ଦେଖି ବାଇକ ଚୋ-ରି କରି ନେଇଗଲେ

ଆଶ୍ଚର୍ଯ୍ୟକର ଦୁନିଆଁରେ ପ୍ରତିଦିନ ଆଶ୍ଚର୍ଯ୍ୟମୟ ଘଟ-ଣାମା-ନ ଘଟୁଅଛି , ଯାହାକୁ ବିଶ୍ୱାସ କରିବା ଏତେ ସହଜ ନୁହେଁ । ଯାହାକୁ ଶୁଣି ଆମେ ସମସ୍ତେ ଅବାକ ହୋଇଯିବା ଆଉ ଦେଖିଲା ପରେ ମଧ୍ୟ ବିଶ୍ୱାସ କରିପାରିବା ନାହିଁ । ଚୋ-ରି , ଡକା-ୟତ , ହ-ତ୍ୟା ଆଦି କେତେ ଯେ ଘ-ଟଣା ଘଟୁଅଛି । ମଣିଷ ସମାଜ ସୁଧୁରିବାକୁ ଆଦୌ ପ୍ରସ୍ତୁତ ନାହିଁ । ନିଜ କାମରୁ ସେ ଆଦୌ ପଛକୁ ହଟୁନାହିଁ । ନିଜ ଇଚ୍ଛାରେ କାମ କରିବାରେ ଲାଗିପଡିଛି । ଏହାବ୍ୟତୀତ ସେ କାହାକୁ ମଧ୍ୟ ଭ-ୟ କରୁନାହିଁ । ସେ ଭାବୁଛି ଯେ , ଯାହା ହେବ ଦେଖାଯିବ ।

ପ୍ରତିଦିନ ଚୋ-ରି , ଡକା-ୟତି ଆଦିକୁ ନେଇ ଅନେକ ଖବର ଲୋକଲୋଚନକୁ ଆସୁଛି । ପ୍ରତିଦିନ ଖବରକାଗଜର ଗୋଟିଏ ଦୁଇଟି ଖବର ଏହି ଚୋ-ରି ସମ୍ବନ୍ଧୀୟ ହିଁ ରହୁଛି । ଲୋକମାନଙ୍କୁ ଚୋ-ରି କରିବା ଏକ ମଜା ଭଳି ଲାଗୁଛି । କେଉଁଠି କାହା ଘରୁ କିଏ ଚୋ-ରି କରି ନେଉଛି ତ ଆଉ କେଉଁଠି ରାସ୍ତା ପାଖରେ ରହିଥିବା ଜିନିଷ ଚୋ-ରି ହୋଇଯାଉଛି । ଏହାବ୍ୟତୀତ ସାଧାରଣ କଥା ଏହା ଯେ , କାହା ଘର ଭିତରେ ପଶି କାହାକୁ ହ-ତ୍ୟା କରି ଦେଉଛନ୍ତି , କେବଳ ଚୋ-ରି କରିବାପାଇଁ । ତେବେ ପୋ-ଲି-ସ ଯେତେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ କେହି ତାଙ୍କୁ ଭ-ୟ କରୁ ନାହାଁନ୍ତି ।

ତେବେ ପୋ-ଲି-ସକୁ ନ ଡ-ରିବାର ଗୋଟିଏ ସ୍ପଷ୍ଟ କାରଣ ଏହା ଯେ , ଆମ ଦେଶର ଆ-ଇ-ନ କା-ନୁନ , ନୀତିନିୟମ ଆଦୌ ଠିକ୍ ନାହିଁ । ଆମ ଆଇ-ନକୁ କେହି ଭ-ୟ କରୁନାହାଁନ୍ତି । କାହିଁକି ନା କାହା ବିପ-କ୍ଷରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ । ଯିଏ ମଧ୍ୟ ଆଇ-ନର ଶି-କା-ର ହେଉଛି , ତାକୁ ମାତ୍ର କେଇ ଦିନ ପାଇଁ ପୋ-ଲି-ସ ନେଇ ଯାଉଛି , ଆଉ ତାପରେ ଛାଡି ଦେଉଛି । ସେଥିପାଇଁ ଲୋକମାନଙ୍କର ଆଦୌ ଭ-ୟ ନାହିଁ । ଦିନ ଦ୍ୱିପ୍ରହରରେ ଚୋ-ର ରାସ୍ତା ମଝିରୁ ଚୋ-ରି କରିନେଉଛି ତ ଆଉ କିଏ କାହାକୁ ହ-ତ୍ୟା ମଧ୍ୟ କରିଦେଉଛି । ତେବେ ଏ ସବୁ ଆହୁରି କେତେ ଦିନ ଯାଏଁ ଚାଲିବ , ସେ କଥା କହିବା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ ଅଟେ ।

ତେବେ ନିକଟରେ ଏଭଳି ଏକ ଖବର ସାମ୍ନାକୁ ଆସିଅଛି । ଯେଉଁଠି ଜଣେ ପ୍ରେମିକ ଏବଂ ପ୍ରେମିକା ଦିନ ଦ୍ୱିପ୍ରହରରେ ରାସ୍ତାରୁ ବାଇକ ଚୋ-ରି କରି ନେଇ ଯାଇଛନ୍ତି । କିନ୍ତୁ ଚୋ-ରି କରିବା ସମୟରେ ଏ ବିଷୟରେ ଆଖପାଖରେ କୌଣସି ଲୋକ ମଧ୍ୟ ଜାଣି ପାରିନଥିଲେ । ସୂଚନା ମୁତାବିକ , ପ୍ରେମିକ ଏବଂ ପ୍ରେମିକା ଦୁହେଁ ଏକ ସ୍କୁଟିରେ ଆସିଥିଲେ । ତେବେ କିଛି ବାଟ ଗଲା ପରେ ସେମାନେ ସ୍କୁଟି ରଖିଥିଲେ । ଆଉ ପ୍ରେମିକ ଆସି ଚାରିଆଡେ ଅନାଇଥିଲେ । ତେବେ ସେହି ଅଞ୍ଚଳରେ କେହି ନଥିବାର ସୁଯୋଗ ପାଇ ସେ କୌଣସି ଏକ ବ୍ୟକ୍ତିଙ୍କର ବାଇକକୁ ଚୋ-ରା-ଇ ନେଇ ସେଠାରୁ ଚାଲି ଯାଇଥିଲେ । ତେବେ ଦୁହିଁଙ୍କୁ ମାନିବାକୁ ପଡିବ , ପ୍ରେମ ସହ ଏମାନେ ଚୋ-ର ବୃତ୍ତି ମଧ୍ୟ କରିବାକୁ ଲାଗିଛନ୍ତି । ତେବେ ଏହି ସବୁ ଘ-ଟ-ଣା ସେଠାରେ ଲାଗିଥିବା ଏକ ସିସିଟିଭିରେ କ-ଏ-ଦ ହୋଇଥିଲା । ଆଉ ପରେ ଥା-ନାରେ ଏ-ତ-ଲା ପରେ ପୋ-ଲି-ସ ଏହି ଘଟ-ଣାର ତ-ଦ-ନ୍ତ କରିଥିଲା ।

Leave a Reply

Your email address will not be published. Required fields are marked *