ଭାଗ୍ୟରେ ସୁନ୍ଦରୀ ସ୍ତ୍ରୀଟିଏ ମିଳିଥିଲା । ସାବିତ୍ରୀ ବ୍ରତ ପାଇଁ ବାପଘରକୁ ଗଲା , କିନ୍ତୁ ଆଉ ଜଣଙ୍କ ସହ ଫେ-ରାର ହେଲା :-

ଆଜିକାଲି ଏପରି ଅନେକ ଘ-ଟଣା ଘଟୁଛି ଯେଉଁଠି ବାବହିତା ମହିଳା ମାନେ ନିଜ ସ୍ୱାମୀକୁ ଛାଡ଼ି ଅନ୍ୟ ସହିତ ଫେ-ରାର ହୋଇ ଯାଉଛନ୍ତି । ବାସ୍ତବରେ ହିଁ ଆମ ଦେଶରେ ନ୍ୟା-ୟ କହିବାକୁ ଗଲେ ମହିଳାଙ୍କ ପାଇଁ ଅଛି ମାତ୍ର ପୁରୁଷଙ୍କ ପାଇଁ ନାହିଁ । ଯଦି ଜଣେ ପୁରୁଷ ନିଜ ସ୍ତ୍ରୀକୁ ଧୋ-କା ଦେଉଛି ତେବେ ସେଠାରେ ବିନା ଝିଅର ଦୋ-ଷ ଦେଖି ପୁରୁଷକୁ ଭିନ୍ନ ଭିନ୍ନ ଦ-ଣ୍ଡରେ ଦ-ଣ୍ଡିତ କରାଯାଉଛି । ମାତ୍ର ପୁରୁଷଙ୍କ କ୍ଷେତ୍ରରେ ନ୍ୟା-ୟ ନାହିଁ । ଏହିପରି ଏକ ଘ-ଟନ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅରଗଳ ପଞ୍ଚାୟତ ମହାରାକୂଳ ଗ୍ରାମର ଚରଣ ସୁତାରଙ୍କ ପୁଅ ଦେବେନ୍ଦ୍ର ସୁତାର ପ୍ରାୟ ତିନି ବର୍ଷ ତଳେ ଯାଜପୁର ଜିଲ୍ଲା ବନପୁର ଗ୍ରାମର ବ୍ରଜକିଶୋରଙ୍କ ଝିଅ ମିତାଲି ଓଝାଙ୍କୁ ବିବାହ କରିଥିଲେ । ବିବାହକୁ କହିବାକୁ ଗଲେ ପୁରା ତିନି ବର୍ଷ ବିତି ଯାଇଛି । କୌଣସି ସନ୍ତାନ ନାହିଁ । କାରଣ ଗୋଟିଏ ମୃ-ତ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତଥାପି ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ସ୍ତ୍ରୀ ପରିବାର ବେଶ ଭଲରେ ଚଳି ଯାଉଥିଲା । ଘରେ ଶାଶୁ ଶ୍ୱଶୁର ବୋହୂ ଏବଂ ଦିଲ୍ଲୀରେ ସ୍ୱାମୀ ।

ମାତ୍ର ବୋଧହୁଏ ସୁନ୍ଦରୀ ସ୍ତ୍ରୀ ବିବାହ କରି ଦେବେନ୍ଦ୍ର ଭୁଲ କରି ଦେଇଥିଲେ । ଯେଉଁ କାରଣରୁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଯାଇଛି । ସ୍ୱାମୀ ଘରେ ସିନା ରହୁଥିଲେ ମିତାଲି କିନ୍ତୁ ମନ ଅନ୍ୟ ଯୁବକର ପ୍ରେମରେ ଥିଲା । ବୋଧହୁଏ ଆଉ ମନ ଲାଗିଲାନି ଶାଶୁ ଘରେ । ତେଣୁ ସାବିତ୍ରୀ ବ୍ରତ ପରେ ପଳାଇ ଯିବାକୁ ଠିକ କରିଥିଲେ । ଆଉ ତାହା ହିଁ ହେଲା । ସାବିତ୍ରୀ ପାଇଁ ଭାଇ ଭଉଣୀକୁ ଘରକୁ ନେବାକୁ ଆସିଲେ । ଖୁବ ଖୁସିରେ ମିତାଲି ବାପ ଘରକୁ ଗଲେ । ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ ପାଳି ସ୍ୱାମୀକୁ ଭିଡ଼ିଓ କଲିଂ କରି ଦେଖାଇଲେ । କିନ୍ତୁ ଆଗାମୀ ଦିନ କଲ କରିବା ପରେ ଦେବେନ୍ଦ୍ର ଯାହା ଶୁଣିଲେ ତାହା ସେ ସ୍ୱପ୍ନରେ ବି ସୁଦ୍ଧା କଳନା କରି ନଥିଲେ ।

ସାବିତ୍ରୀ ପରଦିନର ସେହି ଖବର ଶୁଣି ଦେବେନ୍ଦ୍ର ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲେ । ଏପଟେ ଦେବେନ୍ଦ୍ର ମିତାଲିଙ୍କ ନାମରେ ସବୁ ଧନ ସମ୍ପତ୍ତି ପୂର୍ବରୁ ହିଁ କରି ଦେଇଛନ୍ତି । ସୁନ୍ଦରୀ ସ୍ତ୍ରୀ ପାଇଁ ସେ ଆଜି ବ-ର୍ବା-ଦ ହୋଇଗଲେ ଏବଂ ନିଜର ସର୍ବସ୍ବ ହରାଇଲେ । ତେଣୁ ସେ ଏକ ଭିଡ଼ିଓ ଜାରି କରି ନିଜର ଦାବି କରିଛନ୍ତି ଯେ ଯଦି ଦୁନିଆରେ ମହିଳାଙ୍କ ପାଇଁ ନ୍ୟା-ୟ ଅଛି ତେବେ ପୁରୁଷଙ୍କ ପାଇଁ କାହିଁକି ନୁହେଁ । ଯଦି ସ୍ୱାମୀ ଭୁଲ କଲେ ତାକୁ କୈଫତ ମାଗୁଛି ପୋ-ଲିସ ତେବେ ସ୍ତ୍ରୀକୁ କାହିଁକି ନୁହେଁ ? ତେଣୁ ବର୍ତ୍ତମାନ ଦେବେନ୍ଦ୍ର ଏହି ଘ-ଟଣା ପରେ ମଙ୍ଗଳପୁର ଥା-ନାରେ ଲିଖିତ ଅଭି-ଯୋଗ ଆଣିଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ବି ସ୍ତ୍ରୀ ମିତାଲିଙ୍କର କିଛି ଖୋ-ଜ ଖବର ନାହିଁ ।

Leave a Reply

Your email address will not be published. Required fields are marked *