ରୁମ ଭିତରେ ରାସ-ଲୀଳା କରୁଥିବାର ଧରା ପଡ଼ିଲେ ପ୍ରେମୀ ଯୁଗଳ , ଆଉ ତାପରେ ଯାହା ହେଲା !….. :-

ପ୍ରଥମ କଥା ତ ଆଜିକାଲି ଯୁବକ ଯୁବତୀ କିମ୍ବା ନାବାଳକ ନାବାଳିକା ମଧ୍ୟ ପ୍ରେମର ଅର୍ଥ ଆଦୌ ବୁଝୁ ନାହାଁନ୍ତି । ଆଉ ଏହାଦ୍ବାରା ଅନେକ ସମୟରେ ସେମାନେ ଭୁଲ ପଦକ୍ଷେପ ନେଇ ପୀ-ଡ଼ିତ ହେଉଛନ୍ତି । କେତେବେଳେ ଯେଉଁଠି ପ୍ରେମ ପାଇଁ କିଏ ଆ-ତ୍ମହ-ତ୍ୟା କଲାଣି ତ କିଏ ହ-ତ୍ୟା । ପୁଣି କେଉଁଠି ଭୁଲ କାମ କରିଥିବାର ଧରା ପଡୁଛନ୍ତି । ଆଉ ସମୟ ସମୟରେ ବି ଏପରି ହୁଏ ପ୍ରେମରେ ଅନ୍ଧ ହୋଇ କେହି କେହି ନିଜର ସର୍ବସ୍ବ ହରାଇ ଦେଉଛନ୍ତି । ପୂର୍ବରୁ ପ୍ରେମର ଅର୍ଥ କିଛି ଅଲଗା ଥିଲା । ମାତ୍ର ବର୍ତ୍ତମାନ ଏହାର ଅନ୍ୟ ଏକ ଅର୍ଥ ସବୁଠି ଶୁଣିବାକୁ ମିଳୁଛି । ଯାହାଦ୍ୱାରା ଅନେକ ଜୀବନ ନ-ଷ୍ଟ ହୋଇ ଯାଉଛି ।

ଆଉ ଦ୍ଵିତୀୟ କଥା ହେଲା ସୋସିଆଲ ମିଡ଼ିଆ । ଆଗରୁ ଇଣ୍ଟରନେଟ ନଥିଲା । ତେଣୁ ଏତେ ଘ-ଟଣା ଶୁଣିବାକୁ ମିଳୁନଥିଲା କିମ୍ବା ହେଉ ନଥିଲା । କିନ୍ତୁ ବର୍ତ୍ତମାନ ଇଣ୍ଟରନେଟ ଯୁଗ ଆଉ ସୋସିଆଲ ସେଥିରେ ଯେଉଁ ଭଳି ଭାବରେ ଲୋକପ୍ରିୟ ତେଣୁ କୌଣସି ବି ଘଟଣା ଭାଇରଲ ହେବାକୁ ଗୋଟିଏ ସେକେଣ୍ଡରୁ ଅଧିକ ସମୟ ଲାଗେ ନାହିଁ । ନିକଟରେ ଦୁଇ ପ୍ରେମୀ ଯୁଗଳଙ୍କର ଏକ ଭିଡ଼ିଓ ବେଶ ଭାଇରଲ ହେଉଛି ଯେଉଁଠି ସେମାନେ ଖରାପ କାମ କରୁଥିବାର ଧରା ପଡ଼ିଥିଲେ । ଆଉ ଧରା ପଡ଼ିବା ପରେ ଯେଉଁ ଭଳି ଭାବରେ ସେମାନେ ନି-ନ୍ଦିତ ହୋଇଛନ୍ତି ତାହା ଆପଣବି ଦେଖିଲେ ଆଶ୍ଚର୍ଯ୍ୟ ହେବେ ।

ବାସ୍ତବରେ ଏହି ଘ-ଟଣା କେଉଁ ଅଞ୍ଚଳର ତାହା ଜଣା ନାହିଁ । କିନ୍ତୁ ଭାଇରଲ ହୋଇଥିବା ଭିଡ଼ିଓ ଅନୁସାରେ ଦୁଇ ପ୍ରେମୀ ଯୁଗଳ ଏକୁଟିଆ ଏକ ଘର ଭିତରେ ରାସ-ଲୀଳା1କରୁଥିବା ସମୟରେ ପଡ଼ୋଶୀ ସେଠାକୁ ଆସି ଯାଇଥିଲେ ଏବଂ ସେମାନଙ୍କୁ ଧରି କଣ କରୁଥିଲେ ବୋଲି ପଚାରି ଥିଲେ । ଯୁବକ ଯୁବତୀ ପ୍ରଥମତଃ ଏଥିପାଇଁ ଖୁବ ଭୟ-ଭୀତ ହୋଇ ଯାଇଥିଲେ ଏବଂ ଲ-ଜ୍ଜାରେ ପଡ଼ି ଯାଇଥିଲେ । ଲୋକେ ତାଙ୍କୁ ଖୁବ ଧ-ମ-କ ଦେଇଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ଏସବୁର ଭିଡ଼ିଓ ଉତ୍ତୋଳନ କରିଥିଲେ

ସେଠାରେ ଏକାଧିକ ଲୋକ ଥିବାରୁ ଯୁବକ ଯୁବତୀ ଖୁବ ଭ-ୟଭୀ-ତ ହୋଇ ଯାଇଥିବା ଦେଖା ଯାଇଛି । ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି ଏବଂ ଏପରି ଆଉ କେବେବି କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ତଥାପି କେହି ଜଣେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ତେବେ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଅନେକ ୟୁଜର ଏଥିରେ ପ୍ରତି-କ୍ରିୟା ଦେଇଛନ୍ତି ଏବଂ ଯୁବକ ଯୁବତୀଙ୍କ ଏପରି କା-ଣ୍ଡ ପାଇଁ କ୍ରୋ-ଧିତ ହୋଇ କମେଣ୍ଟ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *