ଖାଇବା ପାଇଁ କାନ୍ଦିବାରୁ ପୁଅ ଏବଂ ଝିଅର ତଣ୍ଟି ଚିପି ହ-ତ୍ୟା କଲା ମା, ଶେଷରେ ମୃ-ତ ଦେହକୁ ମଧ୍ୟ ଜାଲିଦେଲା :-

ଏ କଳିଯୁଗରେ ସମ୍ପର୍କ ବୋଲି କିଛି ନାହିଁ । କହିବାର ତାତ୍ପର୍ଯ୍ୟ ଏହା ଯେ ଯଦି ଆଜିକା ସମୟରେ ମା ଆଉ ସନ୍ତାନର କିଛି ମୂଲ୍ୟ ନାହିଁ ସେଠାରେ ଅନ୍ୟ ସମ୍ପର୍କ ତ ତୁଚ୍ଛ ଅଟେ । ବର୍ତ୍ତମାନ ସମୟରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ମହିଳା ନିଜର ଦୁଇ ପୁଅ ଝିଅକୁ ତଣ୍ଟି ଚି-ପି ହ-ତ୍ୟା କରିଛି ଏବଂ ଶେଷରେ ନିଜ ମା ଶାରଳାଙ୍କ ଏବଂ ଭାଇଙ୍କ ସହ ମିଶି ମୃ-ତ ଦେହକୁ ଜାଳି ଦେଇଛି । ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟଣା ମହାରାଷ୍ଟ୍ରର ଅଟେ । ଘଟଣା ଅନୁଯାୟୀ ମହାରାଷ୍ଟ୍ରର ଏକ ଗାଁରେ ଜଣେ ମହିଳା ନିଜର ଦୁଇ ପୁଅ ଝିଅକୁ ନିଜେ ହ-ତ୍ୟା କରିଛି । ପୁଅଟିର ବୟସ ୨ ବର୍ଷ ହୋଇଥିବା ବେଳେ ଝିଅଟିର ବୟସ ୪ ବର୍ଷ ଥିବା ଜଣା ପଡ଼ିଛି । ତେବେ ବାସ୍ତବ ଘଟଣା ଏହା ଯେ ଗତ କିଛି ଦିନ ତଳେ ମହିଳାଙ୍କ ଝିଅ କାନ୍ଦିବାରୁ ମହିଳା ଜଣକ ରାଗିଯାଇ ଝିଅର ତଣ୍ଟି ଚି-ପି ହ-ତ୍ୟା କରିଥିଲା । ପୁଣି ଆଗାମୀ ଦିନ ୨ ବର୍ଷର ପୁଅ ଖାଇବା ପାଇଁ କାନ୍ଦିବାରୁ କୁନି ପିଲାଟିର ତ-ଣ୍ଟି ଚି-ପି ମଧ୍ୟ ହ-ତ୍ୟା କରିଛି ।

ଯେତେ ଦୁଃଖ କଷ୍ଟରେ ଥିଲେ ବି ଜଣେ ମା କେବେବି ନିଜ ସନ୍ତାନର କ୍ଷତି କରି ପାରେନା । କିନ୍ତୁ ଏଠାରେ ଯାହା ଘଟିଛି ତାହା ପୁରା ନାରୀ ସମାଜ ଉପରେ କଳଙ୍କ ଲଦି ଦେଉଛି । ମହିଳାଙ୍କର ଆଉ ଏକ ବର୍ବରତା ଯେ ସେ ଦୁଇ ସନ୍ତାନର ମୃ-ତ ଦେହକୁ ନିଜ ମା ଏବଂ ଭାଇର ସହାୟତାରେ ବିଲକୁ ନେଇ ପୋଡ଼ି ଦେଇଛି । ଯାହା ଭାବିଲେ ଖୁବ ଦୁଃଖ ଲାଗୁଛି । ନିଜ କ୍ରୋଧ କାରଣରୁ ହ-ତ୍ୟା ତ କଲା । ପୁଣି ପ୍ରମାଣ ନଷ୍ଟ କରିବାକୁ ଯାଇ ଶ-ବକୁ ପୋଡ଼ିଦେଲା ମଧ୍ୟ । ଆପଣ ଥରେ ଭାବନ୍ତୁ ଯେ ଏପରି ସାମାନ୍ୟ କଥା ପାଇଁ ଜଣେ ମା ନିଜର ଜନ୍ମକଲା ମା’ କୁ କିପରି ହ-ତ୍ୟା କରି ପାରିବ ?

ତେବେ ଏହି ମାମଲା ଗତ ମେ ୩୧ ରେ ବୋଲି ସୂଚନା ରହିଛି । ଏହି ମାମଲା ବିଷୟରେ ପୋଲିସକୁ ଖବର ଯିବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଏଭଳି କା-ଣ୍ଡ ଘଟାଇଥିବା ମା କୁ କିଭଳି ବା ଦଣ୍ଡ ଦିଆଯାଇପାରିବ । ଯିଏ ନିଜ ଜନ୍ମ କଲା ଶିଶୁର ହ-ତ୍ୟା କରୁଛି ତା ଅଗରେ ଆଉ କୌଣସି ମଣିଷ ଜୀବନର ମହତ୍ତ୍ୱ ନାହିଁ ।

Leave a Reply

Your email address will not be published. Required fields are marked *