ଗ-ର୍ଭାବ-ସ୍ଥା ସମୟରେ ସଂ-ଭୋ-ଗ ରଖୁଛନ୍ତି କି ? ଏହା ପିଲା ଓ ମାଆ ଙ୍କ ପାଇଁ ବିପଦ କି ନୁହେଁ ଜାଣନ୍ତୁ।

ଶାରୀ-ରିକ ସମ୍ପର୍କ ରଖିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ବୋଲି ଅନେକ ସମୟରେ ଡାକ୍ତର କହିଥାନ୍ତି। କାରଣ ସଂ-ଭୋ-ଗ ରଖିବା ଦ୍ୱାରା ସମସ୍ତ ଚାପ ଓ ଦୁଃ-ଖ କଷ୍ଟରୁ ମୁକ୍ତି ମିଳିଥାଏ। ଶରୀର ସୁସ୍ଥ ବୋଲି ମଧ୍ୟ ଅନୁଭବ ହୋଇଥାଏ। କେବଳ ସେତିକି ନୁହେଁ ଜଣେ ନାରୀ ସର୍ବଦା ମାଆ ହେବାକୁ ଚାହିଁଥାଏ। ତେବେ ସେ ଗର୍ଭ-ବତୀ ହେବା ପରେ ସେ ନିଜ ପିଲାର ବିଷୟରେ ଭାବିବା ଆରମ୍ଭ କରି ଦେଇଥାଏ। କିନ୍ତୁ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଗୋଟିଏ ପ୍ରଶ୍ନ ଉଠି ଥାଏ ତାହା ହେଉଛି ଗର୍ଭ-ବତୀ ସମୟରେ ଶାରୀ-ରିକ ସମ୍ପର୍କ ରଖିବା ଏହା କେତେ ଦୂର ସୁର-କ୍ଷିତ।

ତେବେ ଏହାର ଉତ୍ତର ଡାକ୍ତର ମାନେ ଅତି ସହଜରେ ଦେଇ ପାରିବେ। କିନ୍ତୁ ଲୋକମାନେ ଲାଜ ପାଇଁ ଏହି ବିଷୟରେ ଡାକ୍ତରଙ୍କୁ ପଚାରନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ। ଗର୍ଭ-ବତୀ ସମୟରେ ସଂ-ଭୋ-ଗ କରିବା ଠିକ କି ନୁହେଁ ? ଏବଂ ଏହାର କୌଣସି ପ୍ର-ଭାବ ପେଟରେ ବଢୁଥିବା ପିଲା ଉପରେ ପଡିବ କି ନାହିଁ। ତେବେ ଆସନ୍ତୁ ଏହି ବିଷୟରେ ଜାଣିବା।

ତେବେ ବିବାହ ପରେ ସ୍ୱାମୀ ସ୍ତ୍ରୀ ଅନେକ କଥା ସେୟାର କରନ୍ତି। ପୁରୁଷ ମନରେ ସର୍ବଦା ସଂ-ଭୋ-ଗ କରିବା ପାଇଁ ଚାହିଁ ଥାଏ। କିନ୍ତୁ ଗର୍ଭ-ବତୀ ସମୟରେ ସଂ-ଭୋ-ଗ ରଖିବା ଠିକ କି ନୁହେଁ ଏହାକୁ ନେଇ ଚିନ୍ତାରେ ପଡ଼ିଥାଏ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆପଣ ମାନେ ଗର୍ଭ-ବସ୍ତା ସମୟରେ ସହମତି ସହ ପରସ୍ପର ସହ ରହିପାରିବେ ଓ ସଂ-ଭୋ-ଗ ମଧ୍ୟ କରିପାରିବେ। ସଂ-ଭୋ-ଗ କରିବା ଦ୍ୱାରା କୌଣସି ବି-ପଦ ସୃଷ୍ଟି ହୋଇ ନଥାଏ।

ଦ୍ଵିତୀୟ ରେ ଆଉ ଏକ ପ୍ରଶ୍ନ ଆସୁଥିବ ଯେ ଏହାର ପ୍ରଭାବ ପେଟରେ ବଢୁଥିବା ପିଲା ଉପରେ ପଡିବ ନାହିଁ ତ ? ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗର୍ଭ-ବତୀ ସମୟରେ ସଂ-ଭୋ-ଗ କରିଲେ ଶିଶୁ ଉପରେ କୌଣସି ଖରାପ ପ୍ର-ଭା-ବ ପଡିବ ନାହିଁ। ମହିଳାଙ୍କ ୟୁଟ୍ରେସ ସ୍ନାୟୁ ବହୁତ ମଝବୁତ ଥାଏ ଯାହା ଶିଶୁକୁ ସୁର-କ୍ଷିତ ରଖିଥାଏ ତେଣୁ ସଂ-ଭୋ-ଗ କରିବା ସମୟରେ ଶିଶୁ ଉପରେ କୌଣସି ଖରାପ ପ୍ର-ଭାବ ପଡିବ ନାହିଁ।

ଯଦି ଗ-ର୍ଭବ-ତୀ ହେବା ପରେ ଉଭୟ ମାଆ ଓ ପିଲା ବି-ପ-ଦ ଅବସ୍ଥାରେ ଥାନ୍ତି ତେବେ ଏହି ସମୟରେ ଆପଣ ସଂ-ଭୋ-ଗ ନ ରଖିବା ଉଚିତ। କାରଣ ଏହା ଅଧିକ ରି-ସ୍କ ହୋଇଥାଏ। ତେବେ ମିସକେରେଜ ହେବର ସମ୍ଭାବନା ବୃଦ୍ଧି ପାଇଥାଏ। ଏହା ସହିତ ଯଦି ନିୟମିତ ଭାବରେ ର-କ୍ତସ୍ରା-ବ ହେବ, ତରଳ ପଦାର୍ଥ ବାହାରିବା ଓ ଯାଆଁଳା ଛୁଆ ରହିବା ସମୟରେ ମଧ୍ୟ ସଂ-ଭୋ-ଗ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *