ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ଏବଂ କାମ ପାଇ ମଣିଷ ସବୁବେଳେ ବିରକ୍ତି ମନୋଭାବ ପ୍ରଦର୍ଶନ କରୁଛି।ସେଥିପାଇଁ ଆମେ ଆଣଙ୍କ ପାଇଁ କିଛି ମଜାଦାର ଭିଡିଓ ନେଇ ଆସିଛୁ।
ଭୁଲ ସମୟରେ ଭୁଲ କଥା କହିବାର ପରିଣାମ କଣ ହେଇପାରେ ଏଇ ମ୍ୟାଡାମଙ୍କୁ ଦେଖିଲେ ଜାଣି ପାରିବେ।ମ୍ୟାଡାମ୍ ଅନଲାଇନ କ୍ଲାସ ରେ ପିଲାଙ୍କୁ କେମେଷ୍ଟ୍ରି ପଢ଼ାଉଥିଲେ। ପଢ଼ଉ ପଢ଼ଉ ମ୍ୟାଡାମଙ୍କ ଜିଭ ଟିକେ ଖସି ଗଲା। ସେ ଭୁଲରେ ମେ ବି କହିବା ଜାଗାରେ ବେବି କହିଦେଲେ।ଏହା ପରେ ଯାହା ହେଇଥିବା ଆପଣମାନେ ଅନୁମାନ କରି ପରୁଥିବେ।ଯଦି ଏଇ ଭିଡିଓ କେହି ଶିକ୍ଷକ ଦେଖୁଛନ୍ତି ତେବେ ଶ୍ରେଣୀରେ ସାବଧାନ ହେଇ ପଢେଇ ବାକୁ ପଡ଼ିବ ନହେଲେ ଆପଣ ନା ତ କେବଳ ଶ୍ରେଣରେ ବେଜିତ୍ ହେବେ ସୋସିଆଲ ମିଡିଆରେ ବି ବେଜିତ୍ ହେଇପାରନ୍ତି।
ଛୋଟ ପିଲମାନଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ କିନ୍ତୁ ବେଳେବେଳେ ତାଙ୍କ ବଦମାସି ପାଇଁ ତାଙ୍କୁ ସଇତାନ ବୋଲି ମଧ୍ୟ କୁହାଯାଏ। ପିଲାମାନେ ନିଜ ବଦମାସି କାମରେ ପୁରା ଘରକୁ ଉଠନ୍ତି ଏବଂ ପକାନ୍ତି। ଭିଡିଓ ରେ ଲୋକଟି ସବୁ ଲାଇଟ୍ କୁ ବନ୍ଦ କରି ଯାଇଥିଲେ ତାଙ୍କ ପୁଅ ଭୂତ ପରି ହାତ ଦ୍ଵାରା ଚାଲି ତାଙ୍କ ପଛରେ ପାସ କରି ଯାଏ।ଲୋକ କୁ କିଛି ଗଡବଡ ଲାଗିବାରୁ ସେ ରୁମ୍ ର ଲାଇଟ୍ ଲଗାଇଦେଲା ତଥାବି ସେ କାହାକୁ ପାଇଲେ ନାହିଁ। ସେ କିଛି ପଦ ଆଗକୁ ଯାଇଛନ୍ତିକି ନାହିଁ ପୁଣି ସେମିତି କିଛି ଘଟିଲା କିନ୍ତୁ ଏଥର ସେ ବହୁତ୍ ଡରିଗଲେ। ତା ପରେ ଜୀବନ ବଞ୍ଚାଇ ସେଠାରୁ ଦୌଡ଼ି ପଳେଇଲେ।
https://www.youtube.com/watch?v=6AQKjc9DAYs
କାଚ୍ଚା ବାଦାମ ଗୀତ ପରି ଏବେ ଆଉ ଗୋଟେ ଗୀତ ଶୁଣିବାକୁ ମିଳିଛି ଜଣେ ପରିବା ବେପାରୀ ଏକାପରି ଗୀତଗାଇ ମନକୁ ଆକର୍ଷିତ କରିଛି। ବାକି କାଚ୍ଚା ବାଦାମ ଗୀତ ପରି a ବୁଢ଼ାର ଗୀତ କେବେ ଭାଇରାଲ ହେବ ତାହା ସମୟ କହିବ।
ଆପଣମାନେ ଜାଣିଥିବେ ହାତୀର ଖାଇବା ଦାନ୍ତ ଅଲଗା ଏବଂ ଦେଖେଇବା ଦାନ୍ତ ଅଲଗା ଅଟେ।ଆମ ସମାଜ ଝିଅ ମାନକୁ ବହୁ ସରଳ ବୋଲି ମାନନ୍ତି କିନ୍ତୁ ଭିଡିଓ ରେ ଥିବା ଏହି ମହିଳାଙ୍କ ଭାବଭଙ୍ଗି ଜମା ସରଳ ପରି ଲାଗୁନି। ମହିଳା ଜଣକ ପ୍ରେଟୋଲ ପମ୍ପ ରେ ପ୍ରେଟୋଲ ପକେଇବାକୁ ଆସିଛନ୍ତି ନା ନିଜ ଭାବଭଙ୍ଗି ଦ୍ଵାରା ଅନ୍ୟକୁ ଆକର୍ଷିତ କରୁଛନ୍ତି ଜାଣି ହେଉନି।
ଆଜି କାଲି ମଦ ପାଇଁ ସମସ୍ତେ ପାଗଳ ସେମିତି ଜଣେ ମଉସାଙ୍କୁ କିଏ କହିଲା ୨ମିନିଟ ଭିତରେ ମଦ ଦୋକାନ ବନ୍ଦ ହେଇଯିବ। ସେ କଥା ଶୁଣି ମଉସା ତାଙ୍କ ସାଇକେଲ କୁ ଅଟେ ଜୋରେ ଚଲେଇଲେ ଯେ ସେ ବାଇକକୁ ବି ପଛରେ ଛାଡିଦେଲେ।
ପୋଲିସ୍ ଗାଡ଼ିର ଶବ୍ଦ ଶୁଣିଲି ସମସ୍ତେ ଡରି ଯାଆନ୍ତି କିନ୍ତୁ ଏଠି ଜଣେ ବୁଢ଼ା ମଉସା ପୋଲିସ୍ ଗାଡ଼ିର ଶବ୍ଦରେ ନିଜ ପ୍ରତିଭା ଦେଖେଇଛନ୍ତି। ବୁଢ଼ା ମଉସା ପୋଲିସ୍ ଗାଡ଼ିର ଶବ୍ଦର ତଳେ ତଳେ ନଚୁଛନ୍ତି।