ଶାରୀରିକ ସଂ-ପର୍କ ରଖିଲେ ନିଜ ମନ ଭରି ଯିବା ପରେ ରାସ୍ତା ଉପରେ ଏକୁଟିଆ ଛାଡି ଦେଲେ, ଭୋ ଭୋ ହୋଇ କା-ନ୍ଦିଲେ ଯୁବତୀ

ପ୍ରଥମେ ପ୍ରେମ , ତାପାଇଁ ଶାରୀରିକ ସମ୍ପର୍କ ଆଉ ତାପରେ ବିବାହ ଶେଷରେ ଧୋ-କା । ଏଭଳି ଖବର ଆପଣ କେବେ ଶୁଣି ନଥିବେ । ଶାରୀ-ରିକ ସମ୍ପର୍କ ପରେ ଧୋ-କା ଦେବା କଥା ଆପଣ ଶୁଣିଥିବେ କିନ୍ତୁ ବିବାହ ପରେ ଏଭଳି କା-ଣ୍ଡ କରିବା କଥା ଆପଣ କେବେ ଶୁଣି ନ ଥିବେ ଆଉ ଆପଣଙ୍କର ବିଶ୍ୱାସ ମଧ୍ୟ ହେଉନଥିବ । ତେବେ ଆପଣଙ୍କୁ କହିରଖୁଛୁ ଯେ , ଏହି କଥା ବାସ୍ତବରେ ସତ୍ୟ ଅଟେ । ବିବାହ କରି ନିଜ ସ୍ତ୍ରୀଙ୍କୁ ଏକୁଟିଆ କରି କିଏ ବା ଛାଡି ଯାଇପାରେ । କିନ୍ତୁ ଏହି ଯୁବକ ଜଣକ ଏଭଳି କାର୍ଯ୍ୟ କରିଛନ୍ତି ।

ସୂଚନା ଅନୁଯାୟୀ , ଭଦ୍ରକ ଜିଲ୍ଲାର ଆଶା ରାଣୀ ପଲେଇ ଯାଜପୁର ଜିଲ୍ଲାର ନବୀନ ବେହେରାଙ୍କ ପୁଅ ଦିଲ୍ଲୀପ ବେହେରାଙ୍କୁ ପ୍ରେମ କରି ବସିଥିଲେ ଆଉ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀ-ରିକ ସ-ମ୍ପ-ର୍କ । ତେବେ ଏପଟେ ଯୁବତୀ ଜାଣି ପାରିନଥିଲେ କି ଯୁବକ ତାଙ୍କ ସହ ପ୍ରେମର ଛଳନା କରୁଛନ୍ତି । ନିଜ ପ୍ରେମିକ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରି ବସିଥିଲେ ଯୁବତୀ ଆଉ ଶେଷରେ ତାଙ୍କୁ ଧୋ-କା ହିଁ ମିଳିଲା । ତେବେ ଶାରୀ-ରିକ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ପୋ-ଲି-ସର ସହମତିରେ ଉଭୟ ୩୦ ତାରିଖରେ ଯାଜପୁର କୋର୍ଟରେ କୋର୍ଟ ମ୍ୟାରେଜ କରି ନେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଅସଲ ଖେଳ । ବିବାହ କରି ସାରି ଯୁବତୀଙ୍କୁ ନେଇ ଦିଲ୍ଲୀପ ଏକ ଭଡା ଘରେ ରଖିଥିଲେ ଆଉ କିଛିଦିନ ପରେ ଘରକୁ ନେଇ ଯିବେ ବୋଲି କହିଥିଲେ । ଏପଟେ ଯୁବତୀ ଜଣକ ବହୁତ ଖୁସିରେ ଥିଲେ । କାହିଁକି ନା ସେ ତାଙ୍କ ମନର ମଣିଷଙ୍କୁ ପାଇ ଯାଇଥିଲେ । କିନ୍ତୁ ସେପଟେ ଦିଲ୍ଲୀପ କରୁଥିଲା ଅନ୍ୟ ଯୋଜନା ।

ତେବେ ଗତ ଦୁଇ ଦିନ ପୂର୍ବରୁ ଆଶା ରାଣୀଙ୍କୁ ନିଜ ଘରକୁ ପଠାଇ ଦେଇ ଘର ଖୋଜିବା ବାହାନା ଦେଇ ନିଜ ଘରକୁ ପଳାଇ ଯାଇଥିଲେ ଦିଲ୍ଲୀପ । ଆଉ ତାପରେ ଆଦୌ ଫୋନ ଉଠାଇ ନଥିଲେ କି କୌଣସି ଉତ୍ତର ଦେଇ ନଥିଲେ । ଆଉ ଆଶା ରାଣୀଙ୍କୁ ଧୋ-କା ଦେଇ ସବୁଦିନ ପାଇଁ ଚାଲି ଯାଇଥିଲେ । ସବୁ ସତ କଥା ଜାଣିବା ପରେ ବର୍ତ୍ତମାନ ଆଶା ରାଣୀ କା-ନ୍ଦି କା-ନ୍ଦି ରାସ୍ତା ମଝିରେ ବସିଥିଲେ ଆଉ ତାପରେ ପୋ-ଲି-ସର ଦ୍ୱାରସ୍ଥ ହୋଇ ନ୍ୟା-ୟ ଭିକ୍ଷା କରିଥିଲେ । ତେବେ ତାପରେ ମଧ୍ୟ ଯୁବତୀଙ୍କୁ କୌଣସି ସୁଫଳ ମିଳି ପାରିନଥିଲା ।

Leave a Reply

Your email address will not be published. Required fields are marked *