ମାର୍କେଟକୁ ଆସୁଛି ୯୦ ଟଙ୍କିଆ କଏନ, RBIର ୯୦ ତମ ପ୍ରତିଷ୍ଠା ଉତ୍ସଵରେ ଜାରି କଲେ ପ୍ରଧାନମନ୍ତ୍ରୀ।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଲେ ନୂଆ ଭେଟି। ଏବେ ସାମ୍ନାକୁ ଆସିଲା କଳା ରଙ୍ଗର କଏନ। ୯୦ ଟଙ୍କିଆ ମୁଦ୍ରା ଦେଖି ସମସ୍ତଙ୍କ ଆଖି ଲାଖି ଯାଉଛି। ହଁ ଆଜ୍ଞା ବନ୍ଧୁଗଣ ନିର୍ବାଚନ ପୂର୍ବରୁ ମାର୍କେଟକୁ ଆସିଛି ନୂଆ ଏକ କଏନ। ଆପଣ ମାନେ ୧ ଟଙ୍କିଆ କଏନ ହେଉ କିମ୍ବା ୨ ଟଙ୍କିଆ ଅବା ୫ ଟଙ୍କିଆ କଏନ ଠାରୁ ଆରମ୍ଭ କରି ୨୦ ଟଙ୍କିଆ ଆଦି କଏନକୁ ଦେଖିଥିବେ। କିନ୍ତୁ ଆପଣ କେବେ ୯୦ ଟଙ୍କିଆ କଏନ ଦେଖିଛନ୍ତି ଯଦି ଦେଖିନାହାନ୍ତି ତେବେ ଏବେ ମାର୍କେଟକୁ ଆସିଛି ନୂଆ କଏନ ଯାହାର ରଙ୍ଗ କଳା।

ହଁ ଆଜ୍ଞା ଏବେ ମାର୍କେଟକୁ ଆସିଛି ୯୦ ଟଙ୍କିଆ କଏନ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ୯୦ ବର୍ଷ ବୃତି ଉତ୍ସ୍ୟବ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ୯୦ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି। ଯାହାର ଦୃଶ୍ୟ ଆପଣ ମାନେ ଏହି ଫୋଟରେ ଦେଖିପାରୁଥିବେ। ଏହି ୯୦ ଟଙ୍କିଆ କଏନର ରଙ୍ଗ ହେଉଛି କଳା।

ହଁ ବନ୍ଧୁଗଣ ମୁମ୍ବାଇରେ ଆୟୋଜିତ ହେଉଥିବା ଏହି ଉତ୍ସ୍ୟବରେକେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ RBI ଗଭନର ଶକ୍ତିକାନ୍ତ ଦାସ ଏବଂ RBIର ଅନ୍ୟ ସଦସ୍ୟମାନେ ଯୋଗ ଦେଇଛନ୍ତି। ଆଉ ଆମେ ଜଣେଇ ଦେବାକୁ ଚାହୁଁଛୁ ଯେ ୯୯. ୯୯ ପ୍ରତିଶତ ସୁଧ ରୂପା ଆଦି ନିର୍ମିତ ହୋଇଛି। ଏବଂ ପ୍ରାୟ ୪୦ ଗ୍ରାମ ଓଜନ ବିଶିଷ୍ଟ ଏହି ବିଶେଷ ମୁଦ୍ରା ୯ ଦଶନ୍ଧି ଧରି RBIର ସମୃଦ୍ଧ ଇତିହାସ ଏବଂ ସଫଳତାର ପ୍ରତୀକ ଅଟେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାରି କରିଥିବା ଏହି ବିଶେଷ ମୁଦ୍ରାର କେନ୍ଦ୍ର ମଧ୍ୟ ଭାଗରେ RBI ର ପ୍ରତୀକ ମଧ୍ୟ ରହିଛି। ଏହି ୯୦ ଟଙ୍କିଆ କଏନର ତଳେ RBI@90 ଲେଖାହୋଇଛି। ଯାହାର ଦୃଶ୍ୟ ଆପଣ ମାନେ ଏହି ଫୋଟରେ ଦେଖିପାରୁଥିବେ। ଯାହା ଅନୁଷ୍ଠାନର ସ୍ଥାୟୀ ଐତିହ୍ୟ ଏବଂ ଭାରତର ଆର୍ଥିକ ସ୍ଥିରତା ବଜାୟ ରଖିବାରେ ଭୂମିକା ପ୍ରତିବାଧିତା କରୁଛି। ଏହି ମୁଦ୍ରାରେ ଭାରତୀୟ ଐତିହ୍ୟ ଏବଂ ଗଣତାନ୍ତ୍ରିକ ନୀତିର ଅଶୋକ ସ୍ତମ୍ଭର ସିଂହକୁ ଦର୍ଶା ଯାଇଛି।

Leave a Reply

Your email address will not be published. Required fields are marked *