ମାଂସ ଖାଇବା କଥାରୁ ବିବାହ ଭୋଜିରେ ବ୍ୟକ୍ତିଙ୍କୁ ଭୁଜାଲି ଚୋ-ଟ ପକାଇ ହ-ତ୍ୟା କଲେ ନାବାଳକ

ଆପଣ ମାନେ ତ ଗୋଟିଏ କଥା ନିଶ୍ଚୟ ଶୁଣୁଥିବେ – ” ଝିମିଟି ଖେଳରୁ ମହାଭାରତ ” । ମହାଭାରତ ଯୁ-ଦ୍ଧ ହେବାର ଏକମାତ୍ର କାରଣ ଥିଲା ସାଧାରଣ ଝିମିଟି ଖେଳ । ତେବେ ଆପଣ ମାନେ ବୁଝି ପାରୁଥିବେ ଯେ ଗୋଟିଏ ସାଧାରଣ କଥା କେତେବେଳେ କେଉଁ ମୁହୂର୍ତ୍ତରେ ଯେ ସାଙ୍ଘା-ତିକ ହୋଇଯିବ ତାହା କେହିବି ଅନୁମାନ କରି ପାରିବେ ନାହିଁ । ଏହିଭଳି ସାମାନ୍ୟ ମାଂ-ସ ଖାଇବା କୁ ନେଇ ହ-ତ୍ୟା ହୋଇଛି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେଣୁ ଏହି ଘ-ଟ-ଣା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ବୁର୍ଲାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜିରେ ମାଂ-ସ ଖାଇବା କଥାକୁ କେନ୍ଦ୍ର କରି ଜଣେ ନାବା-ଳକର ଭୁଜାଲି ଚୋ-ଟରେ ଜଣେ ବ୍ୟକ୍ତି ପ୍ରା-ଣ ହରାଇଛନ୍ତି । ଘ-ଟ-ଣା ଏହା ଯେ ବୁର୍ଲାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜି ଚାଲିଥିଲା । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ସହିତ ଜଣେ ନାବା-ଳକର ମତାନ୍ତର ହୋଇଥିଲା ।

ମତାନ୍ତରର କାରଣ ବି ଆଶ୍ଚର୍ଯ୍ୟଜନକ ଥିଲା । ମାଂ-ସ ଖାଇବା କଥାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଗ-ଣ୍ଡଗୋ-ଳ ହେବା ପରେ ନାବା-ଳକ ଜଣକ ଏକ ଭୁଜାଲିରେ ଆକ୍ର-ମଣ କରିଥିଲେ । ଭୁଜାଲି ଚୋ-ଟରେ ସୁମିତ ଷଣ୍ଢ ନାମକ ଜଣେ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଥିବା କୁହାଯାଉଛି । ତେବେ ମା-ମ-ଲା ବିଷୟରେ ପୋ-ଲି-ସ ଖବର ପାଇବା ମାତ୍ରେ ଘଟ-ଣାସ୍ଥ-ଳରେ ପହଞ୍ଚି ମୃ-ତ ଦେହକୁ ଜ-ବ-ତ କରିବା ସହିତ ନାବା-ଳକଙ୍କୁ ଅଟକ ରଖି ପଚ-ରା ଉ-ଚୁରା ଜା-ରି ରଖିଛି ।

ତେବେ ଏହା ସେହି ଅଞ୍ଚଳର ପ୍ରଥମ ଘ-ଟ-ଣା ଯେଉଁଠି ଏକ ବିବାହ ଭୋଜିରେ ସାଧାରଣ ମାଂ-ସ କଥାକୁ ନେଇ ଏତେ ବଡ଼ ସମସ୍ୟା ହୋଇଗଲା । ଯାହାଦ୍ୱାରା ବର୍ତ୍ତମାନ ସମୟରେ ସେହି ଅଞ୍ଚଳରେ ଭ-ୟର ବାତାବରଣ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *