ମତେ ଲଙ୍ଗଳା ଫିଲ୍ମ କରିବାକୁ ବହୁତ୍ ଭଲ ଲାଗେ, ସନ୍ନି ଲିଓନୀଙ୍କର ମୁଁ ବହୁତ୍ ବଡ଼ ଫ୍ୟାନ।

ଓଡ଼ିଆ ଅଭିନେତ୍ରୀ ନିଶାଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି। ସେ ଗୋଟେ ଥର ମିଡ଼ିଆ ଆଗରେ କହିଥିଲେ ଆମ ଓଡ଼ିଆ ବହୁତ୍ ପଛରେ। ତାଙ୍କର ଏ କଥା ଶୁଣି ଅନେକ ଓଡ଼ିଆ ଲୋକ ନିଜର ପ୍ରତିକ୍ରିୟା ଦେଇଥିଲେ। ପ୍ରତିକ୍ରିୟା ପ୍ରକାଶ କରିଥିବା ଲୋକ ମାନଙ୍କୁ ଉତ୍ତର ଦେବାପାଇଁ ନିଶା ପୁଣି ଥରେ ନିଜ ମନ କଥା ମିଡ଼ିଆ ଆଗରେ କହିଛନ୍ତି।

ସେ ମିଡ଼ିଆ ଆଗରେ କହିଥିଲେ ମୁଁ ହେଲି ଗୋଟେ ଖୋଲା ମଣିଷ। ମୁଁ ସମସ୍ତଙ୍କ ମୁଁହ ଉପରେ ସତ କଥା କହିଦିଏ ବୋଲି ମତେ କେହି ପସନ୍ଦ କରନ୍ତିନି। କିଏ ପସନ୍ଦ କଲା କିଏ ନ କଲା ମୋର କିଛି ଯାଏ ଆସେନାହିଁ। ଆଉ ମୁଁ କାହା କଥାରେ ମୁଣ୍ଡ ପୁରାଇନି କି ମୋ କଥାରେ କିଏ ମୁଣ୍ଡ ପୁରାଇଲେ ମତେ ଭଲ ଲାଗେନା। ସବୁ ଲୋକଙ୍କୁ ଯୋଉ କାମ କରିବାକୁ ଭଲ ଲାଗେନା ମତେ ସେ କାମ ଭଲ ଲାଗେ।

ମୁଁ ସନ୍ନି ଲିଓନୀଙ୍କର ବହୁତ୍ ବଡ଼ ଫ୍ୟାନ। ଆମ ଓଡ଼ିଶା ରେ ସମସ୍ତେ ମୋବାଇଲ୍ ରେ ଲଙ୍ଗଳା ଫିଲ୍ମ ଦେଖିଛନ୍ତି କିନ୍ତୁ ଯଦି କିଏ ଲଙ୍ଗଳା ଫିଲ୍ମ କଲା ତାକୁ ବହୁତ୍ କଥା କହିବେ। ମତେ ଲଙ୍ଗଳା ଫିଲ୍ମ କରିବାକୁ ବହୁତ୍ ଭଲ ଲାଗେ । ଯଦି କେବେ ସୁଯୋଗ ମିଳିବ ତେବେ ମୁଁ ନିଶ୍ଚୟ ପୋର୍ନ ଷ୍ଟାର ହେବି।

ମୁଁ ଗୋଟେ ଥର ମିଡ଼ିଆ ଆଗରେ କହିଥିଲି ଆମ ଓଡ଼ିଶା ବହୁତ୍ ପଛରେ ଅଛି। ସେଥିପାଇଁ ମତେ କେତେ ଜଣ କେତେ କଥା କହିଥିଲେ। ମୁଁ କାହା ବିଷୟରେ କିଛି କୁହେନି କି ମୋ ବିଷୟରେ କିଏ କଣ କହିଲେ ମୁ ଛାଡେନି। ହଁ ମୁଁ ବହୁ ଦିନ ତଳେ କହିଥିଲି କିନ୍ତୁ ଏବେ ଦେଖ ଅନ୍ୟ ରାଜ୍ୟ ସବୁ କେତେ ଆଗକୁ ଗଲେଣି କିନ୍ତୁ ଆମ ଓଡ଼ିଶାରେ ଲୋକ ଭାତ ପାଇଁ ଆନ୍ଦୋଳନ କରୁଛନ୍ତି। ଲୋକଙ୍କୁ ଖାଇବାକୁ ମିଳୁନି ଲୋକଙ୍କ ଦୋକାନ ଭାଙ୍ଗି ଦେଉଛନ୍ତି କାଇଁ ସେ ବିଷୟରେ ତ କେହି କିଛି କହୁ ନାହାନ୍ତି। ମୁଁ କାହାକୁ ଡରିନି ମୋ ମନ ଯାହା ହବ ମୁଁ ସେଇଆ କରିବି।

Leave a Reply

Your email address will not be published. Required fields are marked *