ଘୋର କଳି,ମାଉସୀଙ୍କୁ ବିବାହ କଲା ପୁତୁରା ।

କୁହାଯାଏ ମା ଅଧା ମାଉସୀ। ମା ପରି ସ୍ନେହ ମମତା ମାଉସୀ ହିଁ ଦେଇ ପାରେ। ହେଲେ କେବେ ବି ଶୁଣି ନଥିବେ ମାଉସୀ ପ୍ରେମିକାର ଭଲ ପାଇବା ଦେବା କଥା। ମାଉସୀ ମା ସମାନ। ହେଲେ ମାଉସୀର ପ୍ରେମରେ ଉବୁ-ଟୁବୁ ପୁତୁରାର ଏକ ପ୍ରେ-ମ କାହାଣୀ ଶୁଣିଲେ ଆପଣ କହିବେ ଦୁନିଆରେ କଣ ସବୁ ଘଟିଯାଉଛି। ହଁ ବନ୍ଧୁଗଣ ସାମ୍ନାକୁ ଆସିଛି ମାଉସୀ ପୁତୁରାଙ୍କ ଭଲ ପାଇବା।

ମାଉସୀ ପୁତୁରାଙ୍କ ପ୍ରେମ ଏମିତି ଉଛୁଳୁଥିଲା ଯେ ନା ସେମାନେ ସମାଜ କଥା ଭାବିଲେ ନା ପରିବାର କଥା ଚିନ୍ତା କଲେ। ପୁଅ ସାଜିଲା ବାପାର ସଡୁ ଭଉଣୀ ସାଜିଲା ମାର ବୋହୁ। ଛି ଛି ଏ ଦୁନିଆ କଣ ଶିଖିବ ଏଇ ମାନଙ୍କ ପାଖରୁ। ଧନ୍ୟ କହିବ ତୁମକୁ ଆଉ ଧନ୍ୟ କହିବ ତୁମ ଭଲ ପାଇବାକୁ। ପ୍ରେମ କରିବ ବୋଲି କଣ ସ-ମ୍ପର୍କ ବି ମାନି ବନି କି ? ଏମିତି କିଛି ପ୍ରଶ୍ନ କରି ମାଉସୀ ପୁତୁରାଙ୍କ ଭଲ ପାଇବାକୁ ଲୋକେ ସମାଲୋଚନା କରିଛନ୍ତି।

ଅନେକ ସମୟରେ ଦେଖିବାକୁ ମିଳେ ମା ବାପା ବିଦେଶରେ ଥିବା ବେଳେ ମାର ଯଥେଷ୍ଟ ଭରଷା ମାଉସୀ ଉପରେ ଥାଏ। ମା ଜାଣିଥାଏ ତା ପିଲାକୁ କେବଳ ମାଉସୀ ହିଁ ଭଲ ପାଇବା ଦେଇ ତାର ଯତ୍ନ ନେଇ ପାରିବ ମାତ୍ର କେବେ ହେଲେ ଶୁଣିନଥିବେ ମାଉସୀ ପୁତୁରାଙ୍କୁ ବିବାହ କରିବାର କଥା। ମାଉସୀ ପୁତୁରାଙ୍କ ସ-ମ୍ପର୍କ କହିଲେ ମା ପୁଅର ସ-ମ୍ପର୍କ ପରି। ହେଲେ ଏଇ ପବିତ୍ର ସମ୍ପ-ର୍କରେ ଏଇ ଭଳି କିଛି ହୀନ ମାନ-ସିକତା ଲୋକେ ଲଗାଉଛନ୍ତି କ-ଳଙ୍କ।

ପ୍ରେମର ଅନ୍ଧରେ ଏମାନେ ଏମିତି ଭାବେ ଅନ୍ଧ ହୋଇଯାଉଛନ୍ତି ଯେ ଏମାନଙ୍କର କାହାକୁ ମଧ୍ୟ ଭ-ୟ ରହୁନି। ନା ପରିବାର ଲୋକଙ୍କ ଆକଟ ଏମାନଙ୍କୁ ରୋକି ପାରୁଛି ନା ସମାଜର ଲ-ଜ୍ୟା ଏମାନଙ୍କ ମନରେ ଭ-ୟ ସୃଷ୍ଟି କରୁଛି। ଯଦି ଏମାନଙ୍କର ସମାଜ କୁ ଭ-ୟ ଥାନ୍ତା କି ପରିବାର ଲୋକଙ୍କୁ ଡରଥାନ୍ତା ତେବେ ଏମାନେ କେବେ ହେଲେ ଏପରି କା-ଣ୍ଡ ଭିଆଇ ନଥାନ୍ତେ। ବିବାହ କରିବା ପୂର୍ବରୁ ଥରେ ନୁହେଁ ଶହେ ଥର ଚିନ୍ତା କରିଥାନ୍ତେ।

ବନ୍ଧୁଗଣ ଏ ଘ-ଟଣା ବିଷୟରେ ଯିଏ ଜାଣୁଛନ୍ତି ସେ କହୁଛନ୍ତି ସତରେ ଏ କଳି ଯୁଗରେ ଲୋକଙ୍କ ପାଖରେ ଟିକେ ବି ହେଲେ ଲ-ଜ୍ୟା ସରମ ନାହିଁ । ଯଦି ଲା-ଜ ସରମ ଥାନ୍ତା ତେବେ କେବେ ହେଲେ ମଧ୍ୟ ମା ସମାନ ମାଉସୀ କୁ ପୁଅ ସମାନ ପୁତୁରା କେବେ ହେଲେ ପ୍ରେମ ବିବାହ କରି ନଥାନ୍ତା। ପ୍ରେମ ତ ପ୍ରେମ ବିବାହ ପରେ ଏମାନଙ୍କ ମନରେ କୌଣସି ଦୁଃ-ଖ ବି ନାହିଁ ଆଜ୍ଞା। ମାଉସୀ ହସି ହସି ସିନ୍ଦୁର ପୁତୁରା ହାତରୁ ପିନ୍ଧୁଥିବା ବେଳେ ପୁତୁରା ମେଞ୍ଚାଏ ସିନ୍ଦୁର ମାଉସୀ ମଥାରେ ବୋଳି ବିବାହ କରୁଛି।

ମାଉସୀଙ୍କୁ କେହି ଜଣେ ପ୍ରଶ୍ନ ମଧ୍ୟ କରୁଛନ୍ତି କି ଯଦି ପୋ-ଲିସ ପଚାରେ ତୁମେ କଣ କହିବ। ମାଉସୀ ବଡ଼ ଦମ୍ଭ ସହକାରେ କହୁଛନ୍ତି କି କହିବି ଭଲ ପାଉଥିଲି ବିବାହ କଲି। ମୁଁ କାହାକୁ ଡରିନି। ମୁଁ ସମସ୍ତଙ୍କୁ ସାମ୍ନା କାରିବାକୁ ରାଜି ଅଛି। ମତେ ମୋ ପ୍ରେମ ମିଳିଛି, ମତେ ମୋ ଭଲ ପାଇବା ମିଳିଛି ଆଉ ମତେ ସଙ୍ଖା ସିନ୍ଦୁର ବି ମିଳିଛି। ଏଇ ସଙ୍ଖା ସିନ୍ଦୁର ପାଇଁ ମୁ ଅନେକ ଲଢେଇ କରିଥିଲି ଶେଷରେ ଆମ ପ୍ରେମ ସଫଳ ହେଇଛି ତେଣୁ ମୁଁ ବହୁତ ଖୁସି ଅଛି ବୋଲି ପୁତୁରାକୁ ବିବାହ କରିଥିବା ମାଉସୀ ଜଣଙ୍କ କହିଛନ୍ତି।

ସେପଟେ ଏହି ଘ-ଟଣା ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଇଥିଲେ କି ମାଉସୀ ପୁତୁରାଙ୍କ ମଧ୍ୟରେ ଗଢି ଉଠିଛି ଭଲ ପାଇବା ସେହି ସମୟରେ ପରିବାର ଲୋକେ ପୁଅ ଝିଅଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ। ଗ୍ରାମବାସୀ ମଧ୍ୟ ମାଉସୀ ପୁତୁରାଙ୍କୁ ବୁଝାଇଥିଲେ। ତୁମ ମାନଙ୍କ ଠାରୁ ପିଲାମାନେ କଣ ଶିଖିବେ ବୋଲି ମଧ୍ୟ କହିଥିଲେ । ହେଲେ ମାଉସୀ ପୁତୁରା ପ୍ରେମ ପାଖରେ ସମସ୍ତଙ୍କ ଆକଟ ହାର ମାନି ଯାଇଥିଲା। କାହା କଥା ନଶୁଣି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ ଏଭଳି ଏକ ଅଦ୍ଭୁତ ଘ-ଟଣା ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ରୁ। ଏହି ମାଉସୀ ପୁତୁରାଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଭିଡ଼ିଓକୁ ନେଇ ନା ନା ଲୋକେ ନା ନା ସମାଲୋଚନା କରିଛନ୍ତି ମାତ୍ର ଏହା କିଛିବି ଫରକ ପକାଇ ପାରି ନାହିଁ ମାଉସୀ ଓ ପୁତୁରାଙ୍କୁ।

Leave a Reply

Your email address will not be published. Required fields are marked *