ବିଷଧର ନାଗ ସାପ ସହ ଖେଳୁଥିଲା ଯୁବକ , ତାପରେ ଯାହା ହେଲା :- ଦେଖନ୍ତୁ ଭିଡିଓ

ନାଗ ସାପ ସବୁ ବି-ଷଧର ସାପ ମଧ୍ୟରୁ ଅଧିକ ଭ-ୟଙ୍କର ଅଟେ । ଯଦି ନାଗ ସା-ପ କାମୁଡ଼େ ତେବେ ମନୁଷ୍ୟ ବଞ୍ଚିବା ନିହାତି ଭାବରେ ଅସମ୍ଭବ ଅଟେ । ମାତ୍ର କିଛି ଲୋକଙ୍କ ଭୁଲ ପଦକ୍ଷେପ କାରଣରୁ ଜୀବନ ବି ଚାଲିଯାଏ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏକ ଏପରି ଘ-ଟଣା ବିଷୟରେ କହିବୁ ଯେଉଁଠି ଜଣେ ଯୁବକକୁ ନାଗସାପ ସହିତ ଖେଳିବା ମ-ହଙ୍ଗା ପଡ଼ିଛି । ତେବେ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟ-ଣା କର୍ଣ୍ଣାଟକର ସିବମୋଗାରେ ଘ-ଟିଛି । ତେବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ଏହି ଘ-ଟଣା ବିଷୟରେ ଜଣା ପଡ଼ିଥିଲା । ଘଟ-ଣା ଅନୁଯାୟୀ ଜଣେ ଯୁବକ ବି-ଷଧର ସାପ ସହିତ ଖେଳିବା ତାକୁ ମହ-ଙ୍ଗା ପଡ଼ିଛି । ତେବେ ବି-ଷଧର ସାପ କା-ମୁଡ଼ା କାରଣରୁ ଯୁବକକୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି ।

https://twitter.com/sagayrajp/status/1576278748760248320?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1576278748760248320%7Ctwgr%5E8486ebdd8d670a834cb2c3660b4ebe5db87a93f7%7Ctwcon%5Es1_&ref_url=https%3A%2F%2Fodishabhaskar.com%2Fvideo-the-young-man-was-kissing-the-poisonous-cobra-in-tashanbaji-the-snake-did-this%2F

ତେବେ ପୁରା ଘଟ-ଣା ଏହା ଯେ ଦୁଇ ଯୁବକ ଆଲେକ୍ସ ଏବଂ ରୋନୀ ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ସାପ ଉ-ଦ୍ଧାର କରିବାକୁ ଯାଇଥଲେ । ଦୁହେଁ ବେଶ କୌଶଳ ପ୍ରୟୋଗ କରି ସାପଟିକୁ ଧରିଥିଲେ । ମାତ୍ର ସାପକୁ ଉ-ଦ୍ଧାର କରି ଆଲେକ୍ସ ସାପକୁ ଧରି ଖେଳିବାରେ ଲାଗିଥିଲା । ଏମିତିକି ସେ ସାପଟିକୁ ଧରି କି-ସ କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସାପଟି ପଛକୁ ବୁଲି ଯୁବକଙ୍କ ଓଠକୁ କା-ମୁଡ଼ି ଦେଇଥିଲା । ସାପ କାମୁଡ଼ା କାରଣରୁ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ।

ତେବେ ଯୁବକଙ୍କୁ ଗୁରୁ-ତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ବିଷୟରେ କହିବାକୁ ଗଲେ ଆଲେକ୍ସଙ୍କ ସ୍ୱାସ୍ଥ୍ୟ ଠିକ ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ ଠିକ ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ତାଙ୍କ ଜୀବନ ବଞ୍ଚିଗଲା । ନଚେତ ମୃ-ତ୍ୟୁ ସୁନିଶ୍ଚିତ ଥିଲା । ତେବେ ଏହି ଘଟ-ଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେଉଛି । ଅନେକ ଲୋକ ଏହି ଭିଡ଼ିଓ ଉପରେ ନିଜ ପ୍ରତି-କ୍ରିୟା ରଖିଛନ୍ତି । କେହି କେହି ସାପ ଠାରୁ ସ-ତର୍କ ରହିବାକୁ ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *