ରାଣୀ ପଣ୍ଡା କାହା ନାଆରେ ମଥାରେ ସିନ୍ଦୂର ପିନ୍ଧିଲେ?

ସାରା ଓଡ଼ିଶାରେ ଘରେ ଘରେ ପରିଚିତ ରାଣୀ ପଣ୍ଡା । ସବୁବେଳେ ନିଜର ଏଭଳି କିଛି ନା କିଛି ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅନେକ ସମୟରେ ସେ ଲୋକଲୋଚନକୁ ଆସିଥାନ୍ତି । ସବୁବେଳେ ଅନେକ ବିବା-ଦୀୟ ମନ୍ତବ୍ୟ ଦେଇଥାନ୍ତି । ଆଉ ସମସ୍ତ କଥାରେ ସାମ୍ନାକୁ ଆସି ମୁହଁ ଖୋଲିଥାନ୍ତି । ତେବେ କେତେବେଳେ ତାଙ୍କର କଥା କାହାକୁ ଭଲ ଲାଗିଥାଏ ତ କେତେବେଳେ ଭଲ ଲାଗିନଥାଏ । କିନ୍ତୁ ସେ କାହାକୁ ବି ଡ-ରି ନଥାନ୍ତି ।

ତେବେ ଆଉ କେତେବେଳେ ସେ ଅନ୍ୟକୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଥାନ୍ତି । ଅସୁବିଧା ସମୟରେ ଭଲ ସାଥିଟିଏ ହୋଇ ଗରିବ ଦୁଃ-ଖୀ ମାନଙ୍କ ପାଖରେ ମଧ୍ୟ ଛିଡା ହୋଇଥାନ୍ତି । ଆଉ ସମସ୍ତଙ୍କର ଭଲ ମ-ନ୍ଦ ବୁଝିଥାନ୍ତି । ତେବେ ଅନ୍ୟପକ୍ଷରେ ବହୁତ ଲୋକ ତାଙ୍କୁ ଭଲ ପାଉ ଥିବା ବେଳେ ଆଉ କେତେକ ଲୋକ ତାଙ୍କ କଥାକୁ ଆଦୌ ଭଲ ପାଇ ନଥାନ୍ତି । କାରଣ ସେ ସବୁବେଳେ ସତ କଥା ହିଁ କହିଥାନ୍ତି ।

ସବୁବେଳେ କୌଣସି ନା କୌଣସି କାରଣ ପାଇଁ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଆଉ ବର୍ତ୍ତମାନ ମଧ୍ୟ ସେ ଟ୍ରେଣ୍ଡରେ ରହିଛନ୍ତି । ଆଉ ଏହା ପଛର କାରଣ ତାଙ୍କର ସାଜସଜ୍ଜା ଅଟେ । ନିଜ ଲୁକ କୁ ନେଇ ଏବେ ସେ ଚର୍ଚ୍ଚାରେ । ସୁନ୍ଦର ଶାଢ଼ୀଟିଏ ପିନ୍ଧି , ହାତରେ ମେହେନ୍ଦୀ ଲଗାଇ ଆଉ ଚୁଡ଼ି ପିନ୍ଧି , ପାଦରେ ଅଳତା ଲଗାଇ , ବେକରେ ହାର ପିନ୍ଧି , ଆଉ ମଥାରେ ସିନ୍ଦୂର ପିନ୍ଧି ଅତ୍ୟନ୍ତ ସୁନ୍ଦର ଦେଖା ହେଉଛନ୍ତି ରାଣୀ ପଣ୍ଡା ।

ଜଣେ ନବ ବିବାହିତା ଭଳି ପୁରା ଚମକୁଛନ୍ତି ସେ । ସତେ ଯେପରି ଆଜି ହିଁ ବିବାହ କରି ନେଇଛନ୍ତି । ଆଉ ଏଭଳି ସଜେଇ ହୋଇ ଏକ ଗୀତରେ ରିଲ ମଧ୍ୟ କରିଛନ୍ତି ଆଉ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ସେ ଲେଖିଛନ୍ତି ଯେ , ମୋ ସ୍ୱାମୀ କିଏ ମୁଁ ଜାଣିନାହିଁ । ତେବେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କର ଏହି ଭିଡ଼ିଓ ଅତ୍ୟନ୍ତ ଭାଇରାଲ ହେବାରେ ଲାଗିଛି । ଆଉ ଲୋକେ ରାଣୀ ପଣ୍ଡାଙ୍କୁ ଅତ୍ୟନ୍ତ ଭଲପାଇବା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *