ସାନ ଭାଇର ମୃ-ତ୍ୟୁ ପରେ ଭୋ ଭୋ ହୋଇ କାନ୍ଦିଲେ ଭାଇ ଭଉଣୀ , କହିଲେ ” ଆମେ ଭୋକରେ ଛଟପଟ ହେଲେ ଖାଲି ପେଟରେ ……

ପାରିବାରିକ ହିଂସା କଳହ ଦ୍ଵେଷ ମା-ମ-ଲା ବର୍ତ୍ତମାନ ସମୟରେ ବେଶ ଭ-ୟଙ୍କର ହୋଇ ଯାଉଛି । ପାରିବାରିକ ହିଂ-ସା ଲୋକଙ୍କ ମନକୁ ଏତେ ଅଧିକ ପ୍ରଭାବିତ କରୁଛି ଯେ ମଣିଷ ଛୋଟ ପିଲାକୁ ମଧ୍ୟ ହ-ତ୍ୟା କରିବାକୁ ପଛାଉ ନାହିଁ । ନିଜର ପରିବାରର ଖୁବ ନିକଟତର ମଣିଷ ଯେତେବେଳେ ଏହି ପାରିବାରିକ ଯୁ-ଦ୍ଧରେ ବଳି ପଡ଼ୁଛି ସେତେବେଳେ ଯେଉଁ କଷ୍ଟ ହେଉଛି ତାହାର ସମାଲୋଚନା କଣ ଶ-ତ୍ରୁ କରିବ କି ? ତେବେ କାହିଁକି ଏପରି ଭାବରେ ମଣିଷ ମଣିଷ ଭିତରେ ହିଂ-ସା ବୃଦ୍ଧି ପାଉଛି । ବର୍ତ୍ତମାନ ସମୟରେ ଏହିସବୁ ଘଟ-ଣାର ଅନେକ ଲାଇଭ ଉଦାହରଣ ଆସୁଛି ।

ପୁଣି କହିବାକୁ ଗଲେ ଆଜିକାଲି ସୋସିଆଲ ମିଡ଼ିଆ କାରଣରୁ ସକାଳୁ ନଉଠୁଣୁ ଏପରି ଗୋଟିଏ ଘ-ଟଣା ନିଶ୍ଚିତ ଭାବରେ ଶୁଣିବାକୁ ମିଳୁଛି ଯାହା ପାରିବାରିକ କଳ-ହ ଘ-ଟଣା ଅଟେ । ଆପଣ ମାନଙ୍କୁ ଆଜି ଆମେ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଥିବା ଏକ ଘଟ-ଣା ବିଷୟରେ କହିବୁ । ଯେଉଁଠି ଦୁଇ ପରିବାରର କ-ଳ-ହ ମଧ୍ୟରେ କିପରି ଜଣେ ପିଲାର ଜୀବନ ଚାଲି ଯାଇଛି । ଆଉ ଭାଇକୁ ଝୁରି ଝୁରି ଚାରି ଭଉଣୀ ଏବଂ ଅନ୍ୟ ଦୁଇ ଭାଇ ଅସହାୟ ହୋଇ ପଡିଛନ୍ତି ।

ଘଟଣା ଅନୁଯାୟୀ ଏକ ଗାଁ ରେ ଦୁଇ ପରିବାର ମଧ୍ୟରେ କ-ଳ-ହ କାରଣରୁ ସବୁବେଳେ ପରିବାର ପରିବାର ମଧ୍ୟରେ ପା-ଟିତୁ-ଣ୍ଡ ହେଉଥିଲା । ଅନେକ ଥର ବିପରୀତ ପରିବାର ଭାଇ ଭଉଣୀଙ୍କୁ ନେଇ ଅନେକ କିଛି ଧ-ମକ ଦେଇଥାନ୍ତି । କିନ୍ତୁ ହଠାତ ସାନ ଭାଇର ମୃ-ତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ନିଜର ଖୁବ ପ୍ରିୟର ସାନ ଭାଇର ମୃ-ତ୍ୟୁକୁ ନେଇ ତିନି ଭାଇ ଭଉଣୀ ଖୁବ ଉତ୍ତେଜିତ ହୋଇ ମିଡ଼ିଆ ସାମ୍ନାରେ କହିଛନ୍ତି ଯେ ” ଆମେ ଭୋକ ଉପାସରେ ଛଟପଟ ହୋଇ ଖାଲି ପେଟରେ ରହୁ ହେଲେ କାହା ଦାଣ୍ଡକୁ ଯାଉନା । ”

ତିନି ଭାଇ ଭଉଣୀଙ୍କ କହିବା କଥା ଯେ ଆମ ପରିବାରରେ କଳହ କାରଣରୁ ସାନ ଭାଇକୁ ସେମାନେ ହ-ତ୍ୟା କରି ଫି-ଙ୍ଗି ଦେଇଛନ୍ତି । ଭଉଣୀର କହିବା କଥା ଏଇ କିଛିଦିନ ପୂର୍ବରୁ ହିଁ ପରିବାର ମଧ୍ୟରେ ମା-ଡ଼ଗୋ-ଳ ହୋଇଥିଲା । ମାତ୍ର ଗତ ଚାରି ଦିନ କିଛିବି ହୋଇନାହିଁ । ମାସ ମାସ ଧରି କ-ଳ-ହ ହୋଇଥିଲେ ତାହା ଅଲଗା କଥା । କିନ୍ତୁ କେଉଁ ଭଳି ଭାବରେ ସାନ ଭାଇର ହ-ତ୍ୟା କରି ପାରିଲେ । ଏହା କହି ତିନି ଭାଇ ଭଉଣୀ କହିଛନ୍ତି ତାଙ୍କୁ ବି ହ-ତ୍ୟା କରାଯାଉ । ଯଦି ସାନ ଭାଇ ନାହିଁ ତେବେ ସେମାନେ ବଞ୍ଚିବି କିଛି ଲାଭ ନାହିଁ ।

Leave a Reply

Your email address will not be published. Required fields are marked *