ନ୍ୟା-ୟ ପାଇଁ ପୀଡି-ତାଙ୍କ ଆକୁଳ ଗୁହାରି , କହୁଛନ୍ତି ଦୟାକରି ଭିଡ଼ିଓ ଭାଇରାଲ କରନ୍ତୁ ନାହିଁ

ବିଶ୍ୱାସ ଆଉ ଅବିଶ୍ଵାସରେ ଭରା ଏ ମଣିଷ । ତଥାପି ମଣିଷର ବିଶ୍ୱାସଘାତକତା ବଢ଼ିବାରେ ଲାଗିଛି । ଆଉ ମଣିଷ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ନିଜ ସ୍ୱାମୀ କେବେ ମଧ୍ୟ ନିଜ ସ୍ତ୍ରୀ ସହିତ ଏଭଳି କା-ଣ୍ଡ ଘଟାଇ ପାରେ , ବାସ୍ତବରେ ଏହା ଅବି-ଶ୍ୱାସ-ନୀୟ ଅଟେ । ଯେଉଁ ସ୍ୱାମୀ ଅଗ୍ନିକୁ ସାକ୍ଷୀ ରଖି ନିଜ ସ୍ତ୍ରୀର ସୁର-କ୍ଷା କବଚ ସାଜିବ ବୋଲି ପ୍ରତିଶ୍ରୁତି ଦେଇଥାଏ , ସେ କେବେ ବି ଏମିତି କରିବ ବୋଲି କେହି ସ୍ତ୍ରୀ ଭାବି ପାରିବେ ନାହିଁ । ନିଜେ ନିଜ ସ୍ତ୍ରୀର ଇ-ଜ୍ଜ-ତକୁ ଗାଁ ଦାଣ୍ଡରେ ଉଡାଉଛନ୍ତି ସ୍ୱାମୀ । ଆଉ ବର୍ତ୍ତମାନ ଏଥିପାଇଁ ସାଇବର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ।

ସୂଚନା ମୁତାବିକ , ରଶ୍ମିତା ଦାସ ନାମକ ଜଣେ ମହିଳା ନିଜ ସ୍ୱାମୀ ଦୀପକ କୁମାର ମିଶ୍ରଙ୍କ ନାମରେ ଆଣିଛନ୍ତି ଏଭଳି ସଙ୍ଗୀନ ଅଭି-ଯୋଗ । ସ୍ୱାମୀ ତିନି ବର୍ଷ ପୂର୍ବରୁ ଗୋଟିଏ ଝିଅକୁ ଭଲ ପାଉଥିଲେ ଆଉ ତାଙ୍କ ସହ ଘର ସଂସାର କରିବାକୁ ଚାହୁଁଥିଲେ । ଆଉ ପ୍ରଥମ ସ୍ତ୍ରୀଙ୍କୁ ଛା-ଡପ-ତ୍ର ଦେବାକୁ ଚାହୁଁଥିଲେ । କିନ୍ତୁ ଏପଟେ ସ୍ତ୍ରୀଙ୍କୁ ଷ-ଡ଼ଯ-ନ୍ତ୍ର କରି ଛା-ଡପ-ତ୍ର ଦେବାପାଇଁ ଯୋଜନା କରୁଥିଲେ ସ୍ୱାମୀ । ତେବେ ଏଥିପାଇଁ ଏହି ଯୋଜନାରେ ରଶ୍ମିତା ଦାସଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ସାମିଲ କରିଥିଲେ । ତେବେ ଅନ୍ୟପକ୍ଷରେ ମହିଳା ଜଣକ କହିଛନ୍ତି କି , ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଟଙ୍କା ମାଗିଥିଲେ ।

ଆଉ ଏହାପରେ ମହିଳା ମଧ୍ୟ ତାଙ୍କୁ ଟଙ୍କା ଦେଇଥିଲେ । ତେବେ କିଛି ମାସ ପରେ ସେ ଏହି ଟଙ୍କା ଫେରାଇ ଦେବେ ବୋଲି ମଧ୍ୟ କହିଥିଲେ । ନିଜ ବାପଘରକୁ ଯିବେ ବୋଲି ଟଙ୍କା ମାଗିଥିଲେ ମହିଳା ଆଉ ଏଥିପାଇଁ ପୁରୁଷ ବନ୍ଧୁ ଜଣକ ତାଙ୍କୁ ଅତ୍ୟନ୍ତ ଖରାପ ଭାଷାରେ ଗା-ଳି ଗୁ-ଳଜ କରିଥିଲେ । ତେବେ ଗାଁରେ ତାଙ୍କର ସେହି ବନ୍ଧୁଙ୍କ ସହିତ ଭେଟ ହୋଇଥିଲା ।ଆଉ ସେ କହିଥିଲେ କି ମୋ ପାଖରେ ଟଙ୍କା ନାହିଁ କିନ୍ତୁ ମୁଁ ତତେ କିଣାକିଣି କରାଇଦେବି । ଆଉ ସେଥିପାଇଁ ମହିଳା ଜଣକ ତାଙ୍କ ସହିତ ଯାଇଥିଲେ । ତେବେ ହଠାତ ପୁରୁଷ ବନ୍ଧୁ ନି-ଶା ସେ-ବନ କରିଥିଲେ ଆଉ ଗୋଟିଏ ଘରକୁ ନେଇ ଯାଇଥିଲେ ।

ଆଉ ତାଙ୍କ ସହିତ ତାଙ୍କର ଅନ୍ୟ ସାଙ୍ଗ ମଧ୍ୟ ଜଡିତ ରହିଥିଲେ । ଏହାପରେ ସେ ମହିଳାଙ୍କର ଶାଢ଼ୀ ଖୋଲି ତାଙ୍କୁ ଅନେକ କି-ସ୍ କରିଥିଲେ କିନ୍ତୁ ମହିଳା ଏହାକୁ ପ୍ରତି-ବାଦ କରିଥିଲେ । ତେବେ ବନ୍ଧୁ ଜଣକ କହିଥିଲେ କି ନି-ଶାରେ ସେ ଏଭଳି କରି ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ଏହି ଭିଡ଼ିଓକୁ ପୁରୁଷ ବନ୍ଧୁ ଜଣକ ମହିଳାଙ୍କର ସ୍ୱାମୀଙ୍କ ନିକଟକୁ ପଠାଇଥିଲେ । ଆଉ ସେହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହି ଭିଡ଼ିଓ ଅନୁଯାୟୀ , ମହିଳାଙ୍କର ସ୍ୱାମୀ ଛା-ଡପ-ତ୍ର ଦେବେ ବୋଲି ଧ-ମକ ଦେଉଛନ୍ତି । ଆଉ ସେଥିପାଇଁ ମହିଳା ବର୍ତ୍ତମାନ ସାଇବର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *