ପୋଲିସ ଡ୍ରାଇଭରର କୁତ୍ସିତ କାରନାମା,ଯୁବତୀଙ୍କୁ ଦୁ-ଷ୍କର୍ମ କରି ଗି-ରଫ,ଦେଖନ୍ତୁ ଏହି ଟୋକାକୁ ……….

ସାଧାରଣ କର୍ମଚାରୀଙ୍କ ସୁର-କ୍ଷା ଦାୟିତ୍ବରେ ଥିବା ପୋ-ଲିସ କର୍ମୀଙ୍କ ଉପରେ ସବୁ ଲୋକ ଭରସା କରନ୍ତି । ଏମିତିକି ଖୁବ ସମ୍ମାନ ମଧ୍ୟ ଦିଅନ୍ତି । କିନ୍ତୁ ଯଦି ସେହି ସୁର-କ୍ଷା ଦେଉଥିବା ଲୋକ ଭକ୍ଷକ ସାଜେ ତେବେ ମଣିଷ ଆଉ କାହାକୁ ବା ଭରସା କରିବ ? ତେବେ ଏହିଭଳି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ପୋ-ଲିସ କର୍ମଚାରୀଙ୍କ ଉପରେ ଦୁ-ଷ୍କର୍ମ ଅଭି-ଯୋଗ ଆସିଛି । ତେବେ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା ସୁବର୍ଣ୍ଣପୁର ଜିଲ୍ଲାର ଅଟେ । ତେବେ ଘ-ଟଣା ଏହା ଯେ ସେଠାକାର ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନଙ୍କ ନାମରେ ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥା-ନାରେ ଏକ ଦୁ-ଷ୍କର୍ମ ଅଭି-ଯୋଗ ଆସିଛି । ଯେଉଁ ଅଭି-ଯୋଗ ଜଣେ ଯୁବତୀ କରିଛନ୍ତି । ଯୁବତୀଙ୍କ ଅଭି-ଯୋଗ ଏହା ଯେ ରଞ୍ଜିତ ପ୍ରଧାନ ତାଙ୍କୁ ଦୁ-ଷ୍କର୍ମ କରିଛନ୍ତି । ତେଣୁ ଅଭି-ଯୋଗ ଆଧାରରେ ରଞ୍ଜିତଙ୍କୁ ଗି-ରଫ କରାଯାଇଛି ଏବଂ ପୋ-ଲିସ ମାମ-ଲାର ସତ୍ୟାସତ୍ୟରେ ଲାଗି ପଡ଼ିଛି ।

ତେବେ ଏହି ଅଭି-ଯୋଗ ରଞ୍ଜିତଙ୍କ ନାମରେ ପ୍ରଥମ ଥର ପାଇଁ ହୋଇନାହିଁ । ବାସ୍ତବରେ ସେ ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋ-ଲି-ସରେ କାର୍ଯ୍ୟରତ ହେବା ପୂର୍ବରୁ ନବରଙ୍ଗପୁରରେ ଚାକିରୀ କରୁଥିଲେ । ମାତ୍ର ସେଠାରେ ମଧ୍ୟ ଏକ ଦୁଷ୍କ-ର୍ମ ଅଭି-ଯୋଗ ପରେ ପୋ-ଲିସ କେ-ସକୁ ର-ଫାଦ-ଫା କରିବା ସହିତ ତାଙ୍କୁ ମାଲକାନଗିରି ବଦଳି କରିଥିଲେ । ମାତ୍ର ବଦଳି ହେବାପରେ ବି ତାଙ୍କ ଚରିତ୍ର ବଦଳି ନଥିଲା । ସେ ଭାବିଥିଲେ ଯେ ତାଙ୍କର ଏପରି କାର-ନାମାକୁ ସବୁଥର ର-ଫାଦ-ଫା କରାଯିବ । କିନ୍ତୁ ଏଥର ଏପରି ମ-ନ୍ଦ ବ୍ୟକ୍ତିକୁ ବୋଧହୁଏ ଉଚିତ ଦ-ଣ୍ଡ ମିଳିବ ।

ତେବେ ବର୍ତ୍ତମାନ କଥା ହେଉଛି ଯେ ଯଦି ଜଣେ ପୋ-ଲିସ କର୍ମୀ ସାଧାରଣ ଲୋକଙ୍କୁ ସୁର-କ୍ଷା ଦେବା ବଦଳରେ ଏପରି ମ-ନ୍ଦ କାର୍ଯ୍ୟ କରନ୍ତି ତେବେ ପୋ-ଲିସ ଉପରେ ବି କାହାର ଭରସା ରହିବ ନାହିଁ । ହୁଏତ ଏପରି ସବୁ ପୋ-ଲିସ ନୁହଁନ୍ତି । କିନ୍ତୁ ଏକ ସମ୍ମାନ ଥିବା ପୋଷ୍ଟରେ ରହି ଜଣେ ବ୍ୟକ୍ତି ଯଦି ପାୱାରର ବ୍ୟବହାର କରି ଏପରି କୁ-ତ୍ସିତ କାମ କରୁଛି , ତାହା ପୁଣି ଥରେ ନୁହେଁ ବରଂ ବାରମ୍ବାର ତେବେ ସେପରି ବ୍ୟକ୍ତି ବିରୋ-ଧରେ କଠିନ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବା ଉଚିତ ।

Leave a Reply

Your email address will not be published. Required fields are marked *