ଅନ୍ୟ ମହିଳାଙ୍କ ସହ ଅବୈ-ଧ ସମ୍ପ-ର୍କ ରଖିଲା ସ୍ତ୍ରୀ , ଆଉ ଶେଷରେ କହିଲା ମୋତେ ସ୍ୱାମୀ ଦରକାର ନାହିଁ , ମୋର ସେ ଦରକାର

ଆଜିକାଲି ସମ-ଲିଙ୍ଗୀ ସ-ମ୍ପର୍କ କୌଣସି ନୂଆ କଥା ନୁହେଁ । ଏହା ଅତି ସାଧାରଣ ହୋଇ ଗଲାଣି । କିନ୍ତୁ ଯଦି ଜଣେ ବ୍ୟକ୍ତି ନିଜକୁ ପ୍ରଥମରୁ ହିଁ ବୁଝି ପାରୁଛି ତେବେ ସେ ଅନ୍ୟ କାହାକୁ ବିବାହ କରି ତାଙ୍କ ଜୀବନ ନ-ଷ୍ଟ କରିବା ଉଚିତ ନୁହେଁ । ଯେମିତି ଏହି ମହିଳା ଜଣକ ବିବାହିତ ହୋଇଥିବା ସତ୍ତ୍ୱେ ବି ବିବାହର ଏତେ ବର୍ଷ ପରେ ଏପରି କାର-ନାମା କରିଛନ୍ତି ଯାହା ଜାଣିଲେ ଯେକହିବି ଆଶ୍ଚର୍ଯ୍ୟ ହେବେ । ସମ-ଲିଙ୍ଗୀ ସ-ମ୍ପର୍କ କାରଣରୁ ଜଣେ ମହିଳା କହିଛନ୍ତି ” ମୋର ସ୍ୱାମୀ ଦରକାର ନାହିଁ , ମୋର ସେ ଦରକାର ” ।

ତେବେ ସୂଚନା ଅନୁଯାୟୀ ବୈଶିଙ୍ଗା ଥା-ନା ଅଧିନ ବଡ଼କିରିପଦା ଗ୍ରାମରୁ ଏପରି ଏକ ଘ-ଟଣା ସାମ୍ନାକୁ ଆସିଛି । ବାସ୍ତବରେ ମହିଳା ଜଣକ କେତେ ବର୍ଷ ହେବ ବିବାହ କରି ନିଜ ଶାଶୁ ଘରେ ରହି ଆସୁଥିଲେ । ସ୍ୱାମୀ ଘରେ ନଥିବା ଫାଇଦା ଉଠାଇ ମହିଳା ଜଣକ ଅନ୍ୟ ଜଣେ ଆଦିବାସୀ ମହିଳା ଯାହାଙ୍କ ନାମ ଫୁଲମଣିଙ୍କ ସହିତ ଅ-ବୈଧ ସ-ମ୍ପର୍କ ରଖୁଥିଲେ । ଏହି ବିଷୟରେ ପରିବାର ଲୋକେ ମଧ୍ୟ ଜାଣିବା ପରେ ବୈଶିଙ୍ଗା ଥା-ନାରେ ଅଭି-ଯୋଗ କରିଥିଲେ । ଏମିତିକି ମହିଳାଙ୍କ ବାପଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ ।

କିନ୍ତୁ ମହିଳାଙ୍କ ମନରେ କୌଣସି ପ୍ରକାରର ଅନୁତାପ ନଥିଲା । ତଥାପି ବୁଝାମଣା କରି ମହିଳା ଜଣକ ଘରେ ରହିଲେ । କିନ୍ତୁ ପୁଣି କିଛି ଦିନ ପରେ ମହିଳା ଫୁଲମଣିଙ୍କ ସହିତ ସମ୍ପର୍କ ରଖିଥିଲେ । କିନ୍ତୁ ଏଥର ତାଙ୍କ ଶାଶୁ ଏବଂ ନଣଦ ତାଙ୍କୁ ବି-ରୋଧ କରିବାରୁ ମହିଳା ଜଣକ ନିଜ ନଣଦକୁ ବାଡ଼ିରେ ପ୍ରହାର କରିଛନ୍ତି । ଏପରି ଆକ୍ର-ମଣ କରିବା ପରେ ବର୍ତ୍ତମାନ ମହିଳାଙ୍କ ନାମରେ ବୈଶିଙ୍ଗା ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ପରିବାର ଲୋକେ

ସ୍ଵାମୀଙ୍କ କହିବା କଥା ଯେ ତାଙ୍କ ସ୍ତ୍ରୀ ଆଉ ତାଙ୍କୁ ଆବଶ୍ୟକ କରୁ ନାହାଁନ୍ତି । ଏମିତିକି ଯଦି ତାଙ୍କୁ ଫୁଲମଣି ନମିଳିଲେ ସେ କାହାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି । ସ୍ତ୍ରୀର ଏପରି ବ୍ୟବହାର ଦେଖି ସ୍ୱାମୀ ଏବଂ ଶାଶୁ ଘର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତ । ତେବେ ଏହି ଘ-ଟଣା ପରେ ବର୍ତ୍ତମାନ ପୋ-ଲିସ ତ-ଦନ୍ତ ଆରମ୍ଭ କରିବା ପରେ ଯାଇ ସମାଧାନ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *