ଟ୍ୟୁସନ ସାରଙ୍କ ସହ ଚାଲିଥିଲା ପ୍ରେମ ସ-ମ୍ପର୍କ । ବାଧକ ସାଜିଲା ୩ ବର୍ଷର ପୁଅ । ମାରିଦେଲା ଜନ୍ମ କଲା ମା..

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଘ-ଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ମା’ ନିଜର ଅନୈ-ତିକ ସମ୍ପର୍କ କାରଣରୁ ୩ ବର୍ଷର ପୁଅକୁ ହତ୍ୟା କରିଛି । ତେବେ ଏହି ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥା-ନା ଅଞ୍ଚଳର ଅଟେ । ମାଟିଆପଡ଼ା ଗାଁର ସୁକାନ୍ତ ନାଥ ଦୁହିଡ଼ିପୁର ଗାଁର ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ପରେ ସେମାନଙ୍କ ବୌବହିକ ଜୀବନ ଅତ୍ୟନ୍ତ ଭଲ ଚାଲିଥିଲା । ସ୍ୱାମୀ ରାଜ୍ୟ ବାହାରେ କାମ କରି ଟଙ୍କା ରୋଜଗାର କରୁଥିଲେ । ଏପଟେ ସ୍ତ୍ରୀ ପିଲାଙ୍କ ପାଠ ପଢ଼ା ପାଇଁ ସ୍ୱାମୀଙ୍କ ଅନୁମତିରେ ପଟ୍ଟାମୁଣ୍ଡାଇ ଟାଉନରେ ରହିଲେ ।

ଉଭୟଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିଲେ । ତେବେ ବଡ଼ ପୁଅ ଏବଂ ଝିଅକୁ ପଢ଼ାଇବାକୁ ଜଣେ ଟିଉସନ ମାଷ୍ଟର ପ୍ରତିଦିନ ଘରକୁ ଆସୁଥିଲେ । ସେ ପିଲାଙ୍କୁ ପାଠ କମ ପଢ଼ାଉଥିଲେ ଏବଂ ପିଲାଙ୍କ ମା’ ଙ୍କୁ ପ୍ରେମରେ ପକାଇ ଥିଲେ । ଏପଟେ ତିନି ପିଲାଙ୍କ ମା’ ମଧ୍ୟ ଟିଉସନ ସାରଙ୍କ ପ୍ରେମରେ ଉବୁଟୁବୁ ହେଉଥିଲା । ଏକଥା ଦୁଇ ପୁଅ ଝିଅ ମଧ୍ୟ ଜାଣିଥିଲେ । କିନ୍ତୁ ସେମାନେ ମାଡ଼ ଭ-ୟରେ ନିଜ ମୁହଁ ବନ୍ଦ ରଖିଥିଲେ । ଯେଉଁଦିନ ଟିଉସନ ନଥିଲା ସେହିଦିନ ଦୁଇ ପୁଅ ଝିଅ ମାମୁଁ ଘରକୁ ପଳାଉ ଥିଲେ ।

ତେବେ ଉଭୟଙ୍କ ପ୍ରେମରେ ବାଧକ ସାଜିଥିଲା ତିନି ବର୍ଷର ପୁଅ । ତେଣୁ ଉଭୟେ ଯୋଜନା କରି ତିନି ବର୍ଷର ପୁଅକୁ କଚା-ଡ଼ିବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋ-ଷଣା ପରେ ଉଭୟେ ପୁଅର ମୃ-ତ ଶ-ବକୁ ନେଇ ଗାଁ ରେ ପୋ-ତି ଦେଇଥିଲେ । ଡାକ୍ତର ପଚାରିବାରୁ ଛାତରୁ ଖସି ମୃ-ତ୍ୟୁ ହୋଇଥିବା କହିଥିଲେ । ଏପଟେ ଭାଇ ଭଉଣୀଙ୍କୁ ଜଣା ଥିଲା ଯେ ସାନ ଭାଇର ମୃ-ତ୍ୟୁ କିପରି ହେଲା । ଯେଉଁଦିନ ଟିଉସନ ସାର ତାଙ୍କ ମାମୁଁ ଘରକୁ ଯାଇଥିଲେ ସେହିଦିନ ଝିଅ ଟିଉସନ ସାରଙ୍କୁ ଦେଖି ଚି-ତ୍କାର କରି ଉଠିଥିଲା ।

ଏହାର କିଛିଦିନ ପୂର୍ବରୁ ଟିଉସନ ସାର ପ୍ରେମିକା ଘରକୁ ମଧ୍ୟ ଆସିଥିଲେ । ମାତ୍ର ନିଜର ପୁଅର ମୃ-ତ୍ୟୁ ପରେ ସେ ନି-ରାଶ ହୋଇଯାଇଥିଲେ । ତେଣୁ ଶାରୀ-ରିକ ସ-ମ୍ପର୍କ ରଖିବାକୁ ମନା କରିଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ହେବା ପରେ ମହିଳା ଟ୍ୟୁସନ ସାରଙ୍କ ବିପକ୍ଷରେ ଥାନାରେ ଅଭିଯୋଗ ଆଣିଥିଲେ । ମାତ୍ର ଯେତେବେଳେ ଝିଅ ଟିଉସନ ସାର ଏବଂ ନିଜ ମା ର କାରନାମା ବିଷୟରେ କହିଥିଲେ ସେତେବେଳେ ପୋ-ଲିସକୁ ଖବର ଦିଆଯାଇଥିଲା ।

ପରେ ପୋ-ଲିସର ତ-ଦନ୍ତ ଅନୁଯାୟୀ ଟିଉସନ ସାର ଏବଂ ସେମାନଙ୍କ ମା’ ଙ୍କର ଥିବା ଅନୈ-ତିକ ସମ୍ପ-ର୍କର ଖୁଲାସା ହୋଇଥିଲା । ଉଭୟେ ମିଶି ତିନି ବର୍ଷର ପୁଅକୁ ହ-ତ୍ୟା କରିଥିବା ମଧ୍ୟ ଜଣା ପଡ଼ିଥିଲା । ପୋଲିସ ଯାଇ ଗାଁ ରୁ ପୁଅର ମୃ-ତ ଶ-ବକୁ ଗାତ ମଧ୍ୟରୁ ଉ-ଦ୍ଧାର କରି ବ୍ୟବ-ଚ୍ଛେଦ ପାଇଁ ପଠାଇଛି ଏବଂ ମାମ-ଲା ଉପରେ ତ-ଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *