ଅନୈ-ତିକ ସ-ମ୍ପର୍କ ପାଇଁ ଅଢେ଼ଇ ବର୍ଷର ଛୁଆକୁ କଚାଡ଼ି କଚାଡ଼ି ମା-ରିଦେଲା ମା’

ବର୍ତ୍ତମାନ ସମୟରେ ଏହି ସଭ୍ୟ ସମାଜରେ ବର୍ବର ମଣିଷ ଯେଉଁ ଭଳି ଭାବରେ ଅନୈ-ତିକ କାର୍ଯ୍ୟରେ ଲିପ୍ତ ରହୁଛି ତାହା ବାସ୍ତବରେ ବେଶ ନିନ୍ଦନୀୟ ଅଟେ । ତେବେ ତାହା ହ-ତ୍ୟା ହେଉ କିମ୍ବା ଅନୈ-ତିକ ସ-ମ୍ପର୍କ ହେଉ । ନିଜ ସ୍ତ୍ରୀ ଥାଉ ଥାଉ ପୁରୁଷ ଅନ୍ୟ ସ୍ତ୍ରୀ ସହିତ ସ-ମ୍ପର୍କ ରଖୁଛି ପୁଣି କେହି ସ୍ତ୍ରୀ ନିଜ ସ୍ୱାମୀ ଥାଉ ପିଲାଙ୍କୁ ଟିଉସନ କରିବାକୁ ଆସୁଥିବା ଟିଉସନ ମାଷ୍ଟର ସହିତ ଅନୈ-ତିକ ସମ୍ପ-ର୍କ ରଖୁଛି । ଆଉ ଶେଷରେ ସେହି ମା’ ରୂପୀ ରାକ୍ଷ-ସୀ ନିଜ ଅନୈ-ତିକ ସ-ମ୍ପର୍କ ପାଇଁ ନିଜର ଜନ୍ମକଲା ପୁଅକୁ ମଧ୍ୟ ମା-ରି ଦେଉଛି ।

ତେବେ ହଁ ଆଜ୍ଞା , ଏପରି ଘ-ଟଣା ଘ-ଟିବା ଅସମ୍ଭବ ନୁହେଁ । ମା’ ପୁଅର ସମ୍ପ-ର୍କ ପବିତ୍ର ହୋଇପାରେ । ମାତ୍ର ବର୍ତ୍ତମାନର ସମାଜରେ ସବୁ ମା’ ନିଜର ଜୀବନ ଦେଇ ପୁଅକୁ ବଞ୍ଚାଇ ପାରିବେ ନାହିଁ । ଆଉ ଏହିଭଳି ପରିସ୍ଥିତି ଦେଖା ଦେଇଛି ଜଣେ ରାକ୍ଷ-ସୀ ମା’ ଠାରେ । ଅନୈ-ତିକ ସ-ମ୍ପର୍କ ରଖିବାରେ ବାଧକ ସାଜୁଥିବା ପୁଅକୁ ନିଜ ହାତରେ କ-ଚାଡି କ-ଚାଡି ମା’ ମା-ରି ଦେଇଛି । ତେବେ ଏହି ଘ-ଟଣା ଘ-ଟିଛି ପଟ୍ଟାମୁଣ୍ଡାଇ ଥା-ନା ଅଞ୍ଚଳରେ । ଯେଉଁଠି ଘରକୁ ଟିଉସନ କରିବାକୁ ଆସୁଥିବା ଟିଉସନ ସାରଙ୍କ ସହିତ ଅନୈ-ତିକ କାର୍ଯ୍ୟରେ ଲିପ୍ତ ହୋଇ ଜଣେ ମା’ ନିଜର ଅଢେ଼ଇ ବର୍ଷର ଜନ୍ମକଲା ପୁଅକୁ କ-ଚାଡି ମା-ରିଛି ଆଉ ଶେଷରେ ପ୍ରେମିକ ସହ ମିଶି ଗାଁକୁ ଯାଇ ପୁଅର ମୃ-ତ ଦେହକୁ ପୋତି ଦେଇଛି ।

ଏପରି ବଡ଼ ଭୁଲ ହୋଇ ସାରିବା ପରେ ଦୁଃ-ଖିତ ହୋଇ ଥା-ନାକୁ ଯାଇ ପ୍ରେମିକ ନାମରେ ଲିଖିତ ଅଭି-ଯୋଗ ମଧ୍ୟ କରିଛି ଏବଂ ଗି-ରଫ ହେବା ଭ-ୟରେ ମି-ଛ ମଧ୍ୟ କହିଛି । ତେବେ ବାସ୍ତବ ଘ-ଟଣା ଏହା ଯେ ପଟ୍ଟାମୁଣ୍ଡାଇ ଅଞ୍ଚଳର ସସ୍ମିତା ନାଥ ନିଜ ପ୍ରେମିକ ଟିଉସନ ମାଷ୍ଟର ଲକ୍ଷ୍ମୀଧର ପାଇଙ୍କ ନାମରେ ଥା-ନାରେ ଅଭି-ଯୋଗ କରିଛନ୍ତି । କିନ୍ତୁ ସତ ଏହା ଯେ ଉଭୟେ ଅନୈ-ତିକ ସ-ମ୍ପର୍କ ପାଇଁ ନିଜ ଅଢେ଼ଇ ବର୍ଷର ପୁଅର ଜୀବନ ନେଇ ଯାଇଛନ୍ତି । ମାତ୍ର ଏନେଇ ଅଧିକ ତ-ଦନ୍ତ ଚଳାଇଥିଲା ପଟ୍ଟାମୁଣ୍ଡାଇ ଥା-ନା ଆଇସିସି ତପନ କୁମାର ରାଉତ । ଆଉ ସବୁ ସତ ବାହାରକୁ ଆସିଥିଲା ।

ବାସ୍ତବରେ ସସ୍ମିତାଙ୍କ ପୁଅ ଏବଂ ଝିଅକୁ ପଢ଼ାଇବାକୁ ଆସୁଥିବା ଟିଉସନ ମାଷ୍ଟର ସହିତ ସସ୍ମିତାଙ୍କର ଅନୈ-ତିକ ସ-ମ୍ପର୍କ ଗଢ଼ି ଉଠିଥିଲା । ତେବେ ଏହି ବିଷୟରେ ପୁଅ ଏବଂ ଝିଅକୁ ମଧ୍ୟ ଜଣା ଥିଲା । ମାତ୍ର ଅଢେ଼ଇ ବର୍ଷର ପୁଅ ଉଭୟଙ୍କ ସମ୍ପ-ର୍କରେ ବାଧକ ସାଜିବାରୁ ସେମାନେ ତାକୁ କ-ଚାଡି ମା-ରି ଦେଇଥିଲେ ଏବଂ ପରେ ଡାକ୍ତରଙ୍କୁ ଛାତ ତଳକୁ ଖସି ପୁଅର ମୃ-ତ୍ୟୁ ହୋଇଥିବା କଥା କହିଥିଲେ । ମାତ୍ର ବର୍ତ୍ତମାନ ଘଟ-ଣାର ପ-ର୍ଦାଫା-ସ ପରେ ଉଭୟଙ୍କୁ ଗି-ରଫ କରାଯାଇଛି । ମାତ୍ର ଜଣେ ମା’ ର ଏପରି କାମ ଉପରେ ସମସ୍ତେ ଆଙ୍ଗୁଠି ଉଠାଇଛନ୍ତି କାରଣ ଏହା ବାସ୍ତବରେ ନିନ୍ଦ-ନୀୟ କାର୍ଯ୍ୟ ଅଟେ ।

Leave a Reply

Your email address will not be published. Required fields are marked *