ପ୍ରେମ ସାଜିଲା କାଳ, ରାଜଧାନୀରେ ପ୍ରେମ ପାଇଁ ଜୀବନ ଦେଲେ ପ୍ରେମୀ ଯୁଗଳ। : ଦେଖନ୍ତୁ ଭିଡ଼ିଓ

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ। କିନ୍ତୁ ଆଉ କିଛି ସମ୍ପର୍କ ଅତୁଟ ହୋଇଥାଏ। ପ୍ରେମ ପାଇଁ ଜୀବନ ଦେଇଦେବ ପଛେ ବିଚ୍ଛେଦ ହେବେ ନାହିଁ। ତେବେ ଏହାସହ ଜଡିତ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି।

ପ୍ରେମ ଅନ୍ଧ ହୋଇଥାଏ ଏହା ଆମେ ଶୁଣିଥିଲେ କିନ୍ତୁ ଆଜି ଏହାର ପ୍ରମାଣ ମିଳିଛି। ରାଜଧାନୀ ଭୁବନେଶ୍ବରରେ ପ୍ରେମକୁ ନେଇ ଏକ ଏପରି କାଣ୍ଡ ଘଟିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ପ୍ରେମ ପାଇଁ ଜୀବନ ଦେଲେ ପଛେ ବିଚ୍ଛେଦ ହେଲେ ନାହିଁ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଏହି ଘଟଣା ସାରା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। 

ତେବେ ମିଳିଥିବା ସୂଚନା ଅନୁସାରେ ଦୁଇ ଯୁବକ ଓ ଯୁବତୀ ପରସ୍ପରକୁ ପ୍ରେମ କରୁଥିଲେ। ତେବେ ପ୍ରେମରେ ଦୁହେଁ ଅନ୍ଧ ହୋଇ ଯାଇଥିଲେ। ପ୍ରେମୀ ଯୁଗଳଙ୍କ ପ୍ରେମ ଫେସବୁକ ରୁ ଆରମ୍ଭ ହୋଇଥିଲା। ପ୍ରଥମେ ଦୁହେଁ ବନ୍ଧୁ ହୋଇ ସାକ୍ଷାତ ହୋଇଥିଲେ। ଦୁହେଁ ଚର୍ଟିଂ କରିଥିଲେ। ଏହାପରେ ଦୁହିଁ ଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ଆରମ୍ଭ ହୋଇଥିଲା। ପରସ୍ପରକୁ ବିଶ୍ୱାସ କରି ଭଲ ପାଇବାକୁ ସୁଦୃଢ କରି ଥିଲେ। 

ଏହାପରେ ପ୍ରେମୀ ଯୁଗଳ ଜୀବନ ସାଥି ହେବାର ସ୍ୱପ୍ନ ଦେଖିଥିଲେ। ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଦୁହିଁଙ୍କ ଘରେ ନିଜ ପ୍ରେମ ବିଷୟରେ କହିଥିଲେ। କିନ୍ତୁ ସେମାନଙ୍କ ଘରେ କେହି ରାଜି ହୋଇ ନଥିଲେ। ଏହା ତାଙ୍କ ପାଇଁ କାଳ ସାଜିଥିଲା। ଦୁହିଁଙ୍କ ଘରେ ବିବାହକୁ ନେଇ ରୋକଠୋକ ମନା କରି ଦେଇଥିଲେ। ଏହାପରେ ଦୁଇ ପ୍ରେମୀଙ୍କୁ ଅନ୍ୟ କୌଣସି ବାଟ ଦେଖା ଯାଇ ନଥିଲା। 

ଏହାପରେ ଦୁହେଁ ନିରାଶ ଓ ହତାଶ ହୋଇ ପଡ଼ିଥିଲେ। ସେ ଆଗକୁ କଣ କରିବେ ବୁଝି ପାରି ନଥିଲେ। ଶେଷରେ ଆ-ତ୍ମହ-ତ୍ୟାର ବାଟ ଆପଣେଇ ନେଇଥିଲେ। ଦୁହେଁ ବିଷ ପିଇ ଆ-ତ୍ମ-ହ-ତ୍ୟା କରିଥିଲେ। ତେବେ ଯୁବକ ଯୁବତୀଙ୍କ ଏଭଳି ନିଷ୍ପତ୍ତି ରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ଏହି ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା ଏବଂ ଏହା ଶୋକର କଳା ବାଦଲ ଖେଳେଇ ଦେଇଥିଲା।

Leave a Reply

Your email address will not be published. Required fields are marked *