ତିନିଜଣ ଝିଅ ଚଳନ୍ତା ଟ୍ରେନରୁ ଗୋଟେ ପରେ ଗୋଟେ ଡେଇଁଲେ, ତା ପରେ କ’ଣ ହେଲା…. ଦେଖନ୍ତୁ ଭିଡିଓ

ମୁମ୍ବାଇର ଲୋକାଲ ଟ୍ରେନରୁ ଗୋଟେ ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସ୍ଥାନୀୟ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଶୀଘ୍ର ଶୀଘ୍ର ଟ୍ରେନରେ ଚଢ଼ନ୍ତି ଏବଂ ଓହ୍ଲାନ୍ତି, କିନ୍ତୁ ଯଦି ଟିକେ ଅନ୍ୟ ମନସ୍କ ପାଇଁ ଛୋଟ ଭୁଲଟେ ହୋଇଯାଏ ତେବେ ଜୀବନରେ କିଛି ବି ଘଟିପାରେ। ଏଠାରେ ମଧ୍ୟ ସମାନ ଘ-ଟ-ଣା ଦେଖିବାକୁ ମିଳିଛି, ଯେତେବେଳେ ତିନିଜଣ ଝିଅ ଚଳନ୍ତା ଟ୍ରେନରୁ ଗୋଟେ ପରେ ଗୋଟେ ତଳକୁ ଓହ୍ଲାଇବାରେ ଲାଗିଲେ। ତା ପରେ କ’ଣ ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ।

ମୁମ୍ବାଇର ଚଳନ୍ତା ଟ୍ରେନରୁ ଖସିପଡିଥିବା ଜଣେ ଝିଅକୁ ଜଣେ ଗାର୍ଡ ଭଗବାନ ସାଜି କିଛି ସେକେଣ୍ଡରେ ଉ-ଦ୍ଧା-ର କରିଥିଲେ। ରେଳ ଷ୍ଟେ-ସ-ନରେ ପୋଷ୍ଟ ହୋଇଥିବା ଜଣେ ହୋମଗାର୍ଡ ଝିଅଟିକୁ ଟ୍ରେନରୁ ଖସି ପଡୁଥିବାର ଦେଖି ଆଗ ପଛ କିଛି ନଭାବି ତୁରନ୍ତ ଉଦ୍ଧାର କଲେ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସ୍ଥାନୀୟ ଟ୍ରେନ୍ କିଛି ସମୟ ଷ୍ଟେ-ସ-ନରେ ଠିଆ ହୋଇ ପରବର୍ତ୍ତୀ ଷ୍ଟେ-ସ-ନ ପାଇଁ ଆଗକୁ ଚାଲିଲା। ଯେତେବେଳେ ଟ୍ରେନଟି ଜୋରେ ଚାଲିବାକୁ ଲାଗିଲା ଗୋଟେ ଝିଅ ନିଜ ଭାରସାମ୍ୟ ହରାଇ ଚଳନ୍ତା ଟ୍ରେନ୍ ରୁ ତଳକୁ ଡେଇଁପଡି ପ୍ଲାଟଫର୍ମର ଧାରରେ ପଡ଼ିଗଲା। ସେଠାରେ ଉପସ୍ଥିତ ଥିବା ହୋମଗାର୍ଡ ତାଙ୍କୁ ସାହାଯ୍ୟ କରି ଚଳନ୍ତା ଟ୍ରେନ ପାଖରୁ ଟାଣି ଆଣିଥିଲେ। ଏହି ସମୟ ମଧ୍ୟରେ ଆଉ ଦୁଇଜଣ ଝିଅ ଚଳନ୍ତା ଟ୍ରେନରୁ ଡେଇଁ ପ୍ଲାଟଫର୍ମରେ ପଡ଼ିଲେ।

ମୁମ୍ବାଇ ପୋ-ଲି-ସ କମିଶନର କ୍ୱେଇସର୍ ଖଲିଦ ରେଳ ପୋ-ଲି-ସ ଜୱାନ ହୋମ ଗାର୍ଡ ଅଲତାଫ ଶେଖଙ୍କ ସତ-ର୍କତା ପାଇଁ ତାଙ୍କୁ ଉତ୍ସାହିତ କରିଥିଲେ।

କ୍ୱେଇସର୍ ଖଲିଦ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ହୋମ ଗାର୍ଡ ଅଲତାଫ ଶେଖ ୧୬/୪/୨୨ଦିନ ଯୋଗେଶ୍ୱରୀ ରେଳ ଷ୍ଟେ-ସ-ନରେ ଜଣେ ମହିଳା ଯାତ୍ରୀଙ୍କ ଜୀବନ ର-କ୍ଷା କରିଛନ୍ତି।ତାଙ୍କ ସତ-ର୍କତା ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଟା ପାଇଁ ତାଙ୍କୁ ପୁରସ୍କାର ଦିଆଯାଉଛି।

Leave a Reply

Your email address will not be published. Required fields are marked *