ଠିଆ ହୋଇଥିବା ଗାଡ଼ିରେ ଲାଗି ଯାଉଛି ନିଅଁ, ଗ୍ରାହକଙ୍କ ଠାରୁ ସ୍କୁଟର ଫେରେଇ ନେଲା OLA

ବର୍ତ୍ତମାନ ସମୟରେ ଲୋକଙ୍କ ଭୋଗ ବିଳାସରେ ଜୀବନ କା-ଟି-ବା ପାଇଁ ଚାହୁଁଛନ୍ତି। ସାଉକ ଗାଡ଼ିରେ ଚଢୁଛନ୍ତି। କିନ୍ତୁ ଦାମୀ ଗାଡି ମଣିଷଙ୍କ ପାଇଁ କେତେଦୂର ନିରା-ପଦ ତାହା ଅନେକ ସମୟରେ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଏହାର କୌଣସି ଉତ୍ତର ମିଳିନାହିଁ। କାରଣ ସଉକ ଅବା ଦାମୀ ଗାଡ଼ିରେ ଚଢି ଅନେକ ଲୋକ ଜୀବନ ହାରିଛନ୍ତି। ତେବେ ଆପଣ କଣ କେବେ ଦାମୀ ଗାଡ଼ିରେ ନି-ଆଁ ଲାଗିବା କଥା ଜାଣିଛନ୍ତି। ମାର୍କେଟ ଆସିଥିବା ନୂଆ ଓଲା ଇଲେକ୍ଟ୍ରିକ ସ୍କୁଟରରେ ବର୍ତ୍ତମାନ ନି-ଆଁ ଲାଗି ଯାଉଥିବା ମା-ମ-ଲା ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଲୋକମାନଙ୍କ ମନ ଆଉ ପେଟ୍ରୋଲ ଚାଳିତ ଇଞ୍ଜିନ ଆଡକୁ ମନ ବଢୁ ନାହିଁ। କେବଳ ସେତିକି ନୁହେଁ ପେଟ୍ରୋଲ ଡିଜେଲ ଭଳି ତୈଳକୁ ସଂର-କ୍ଷଣ କରିବା ପାଇଁ ନୂଆ ନୂଆ ଉଦ୍ଭା-ବନ କରାଯାଉଛି। ବର୍ତ୍ତମାନ ସମୟରେ ଲୋକମାନଙ୍କ ମନରେ ଇଲେକ୍ଟ୍ରିକ୍ ଗାଡି ପ୍ରତି ଉତ୍ସାହ ବୃଦ୍ଧି ହେବାରେ ଲାଗିଛି। ତେଣୁ ଅନେକ ଗୁଡିଏ କମ୍ପାନୀ ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଫିଚର୍ଷର ଇଲେକ୍ଟ୍ରିକ୍ ସ୍କୁଟି ଏବଂ କାର ଆଦି ବାହାର କରିଛନ୍ତି। ବର୍ତ୍ତମାନ ଇଲେକ୍ଟ୍ରିକ ସ୍କୁଟର ଲୋକଙ୍କ ପାଇଁ କା-ଳ ସାଜିଛି।

ବର୍ତ୍ତମାନ ସମୟରେ ଅନେକ କମ୍ପାନୀ ଲୋକମାନଙ୍କ ଚାହିଦାକୁ ଦେଇ ଇଲେକ୍ଟ୍ରିକ ସ୍କୁଟର ବାହାର କରୁଛନ୍ତି। ସେଥିମଧ୍ୟରୁ ଓଲା କମ୍ପାନୀ ମଧ୍ୟ ଗତ ବର୍ଷ ଜୁଲାଇ ମାସରେ ଇଲେକ୍ଟ୍ରିକ ସ୍କୁଟର ଲାଞ୍ଚ କରିଥିଲା। କିନ୍ତୁ ଆଜି ସେ ଗ୍ରାହକଙ୍କ ଠାରୁ ସ୍କୁଟର ଗୁଡିକ ଫେରେଇ ନେଉଥିବା ଖବର ସାମ୍ନାକୁ ଆସିଛି। ତେବେ ଏହା ପଛରେ ଏକ ମୁଖ୍ୟ କାରଣ ରହିଛି। ତାହା ହେଉଛି ଜୀବନ ପ୍ରତି ବି-ପ-ଦ ସୃଷ୍ଟି କରିଛି ଏହି ଓଲା ସ୍କୁଟର। ଇ-ସ୍କୁଟରରେ ନି-ଆଁ ଲାଗି ଯାଉଥିବା ଅନେକ ମା-ମ-ଲା ସାମ୍ନାକୁ ଆସିଛି।

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟରେ ବଡ଼ ଧରଣର ଇ-ସ୍କୁଟର ଦୁର୍ଘ-ଟଣା ଦେଖିବାକୁ ମିଳିଥିଲା। ଯେଉଁ ଦୁର୍ଘ-ଟଣାରେ ଅନେକ ଲୋକ ଜୀବନ ହରେଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଇ-ସ୍କୁଟର ଦୁର୍ଘ-ଟଣା ଘଟିବା ତାହା ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। କାରଣ ବର୍ତ୍ତମାନ ବହୁଳ ମାତ୍ରାରେ ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଛନ୍ତି। ଘ-ଟିଥିବା ଦୁର୍ଘ-ଟଣା ଓଲା କମ୍ପାନୀ ସ୍କୁଟର ରହିଛି ବୋଲି ଜଣା ପଡ଼ିଛି। ଯାହାକୁ ଦୃ-ଷ୍ଟିରେ ରଖି କମ୍ପାନୀ ବର୍ତ୍ତମାନ ନିଜର ସମସ୍ତ ସ୍କୁଟର ଫେରେଇ ନେଉଛି।

ରି-ପୋ-ର୍ଟ ଅନୁଯାୟୀ ଓଲା ଇଲେକ୍ରିକ କମ୍ପାନୀ ନିଜର ବ୍ୟାଟେରୀ ସିଷ୍ଟମ ଏଆଇଏସ୍-୧୫୬ ଯାହାକି ଭାରତ ବଜାର ପାଇଁ ଏହାକୁ ପ୍ରସ୍ତାବିତ କରାଯାଇଥିଲା। ଏହା ସହିତ ପୁଣି ତାଙ୍କର ଟେଷ୍ଟିଙ୍ଗ ମଧ୍ୟ ସେହି ଅନୁସାରେ କରାଯାଇଥିଲା। କିନ୍ତୁ ସ୍କୁଟରରେ ନି-ଆଁ ଲାଗି ଯାଉଛି ଯାହାକି ଲୋକଙ୍କ ମନରେ ଏକ ଭ-ୟ ପ୍ରକାଶିତ ହେଉଛି। ଅନ୍ୟପଟେ କେନ୍ଦ୍ର ପରିବହନ ମନ୍ତ୍ରୀ ଏସଂପର୍କରେ କଡା ନିୟମ ଆଭୁମୁଖ୍ୟ ଗ୍ରହଣ କରିଛନ୍ତି। ଯଦି ଆଗକୁ କୌଣସି ଇ-ସ୍କୁଟରରେଚ ତ୍ରୁ-ଟି ପରିଲକ୍ଷିତ ହୁଏ ତେବେ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫା-ଇ-ନ ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ଦେଖି ଅନ୍ୟ କମ୍ପାନୀ ମାନେ ମଧ୍ୟ ସଜାଗ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *