ମୁଁ ଚାହୁଁଥିଲି ପିଲା କିନ୍ତୁ କାହିଁକି ବର୍ଷା ମା ହେଲେ ନାହିଁ ବାହାଘରର ଏତେ ବର୍ଷ ପରେ…

ଚାରିଆଡେ ଚର୍ଚ୍ଚିତ ହେଉଛି ଅନୁଭବ ଆଉ ବର୍ଷା ବିବାଦ । ଆଉ ଏହି ବି-ବା-ଦ ଥମିବାର ନାମ ନେଉ ନାହିଁ । ପୁଣି ଗୋଟେ ପରେ ଗୋଟିଏ ଭିଡ଼ିଓରେ ଅନୁଭବ ଅନେକ କଥା କହିବାରେ ଲାଗିଛନ୍ତି । କିନ୍ତୁ ଏ ସବୁରେ ସମସ୍ତେ ଅନୁଭବଙ୍କ ଆଡ଼କୁ ଆଙ୍ଗୁଠି ଉଠାଉଛନ୍ତି ଆଉ କହୁଛନ୍ତି ସବୁ ଭୁଲ୍ ଅନୁଭବଙ୍କର ଅଟେ । ତାଙ୍କୁ ଏଭଳି ଭିଡ଼ିଓ କରିବାର କୌଣସି ଆବଶ୍ୟକତା ନଥିଲା । ଗଣମାଧ୍ୟମରେ ସେ ଏଭଳି କରି କିଛି ଠିକ୍ କଲେ ନାହିଁ ।

ଅନୁଭବଙ୍କର କହିବା ଅନୁଯାୟୀ , ସମସ୍ତେ ଜୀବନରେ ବାପା ମାଆ ହେବା ପାଇଁ ଇଚ୍ଛା ରଖିଥାନ୍ତି । ତାଙ୍କର ବି ପିଲା ହେଉ ବି ସେ ଚାହୁଁଥିଲେ । ନିଜ ପିଲାକୁ ବି ସେ ବହୁତ ଭଲ ପାଇବା ଦେଇଥାନ୍ତେ ଆଉ ତାଙ୍କ ସହ ସାରା ଜୀବନ ବିତାଇଥାନ୍ତେ । କିନ୍ତୁ ଏଭଳି କରିବା ପାଇଁ ଆଦୌ ବର୍ଷା ଦେଉନଥିଲେ । ତାଙ୍କ ପାଇଁ ଯେତେ ଯାହା କଲେ ବି ସେ ଖୁସି ହେଉ ନଥିଲେ । ଯୁଆଡେ ବି ବୁଲାଇବାକୁ ନେଉଥିଲେ ତାଙ୍କର ମନ ପରିବର୍ତ୍ତନ ହେଉ ନଥିଲା ।

ଶାରୀ-ରିକ ସମ୍ପର୍କ ରଖିବା ପାଇଁ କହୁଥିଲେ ସେ ସାଙ୍ଗେ ସାଙ୍ଗେ ବାରଣ କରି ଦେଉଥିଲେ । ଆଉ କୌଣସି ନା କୌଣସି ବାହାନା ବନାଇ ଦେଉଥିଲେ । ଅନ୍ୟପକ୍ଷରେ ଅନୁଭବ କହିଥିଲେ କି ବିଦେଶରେ ମଧ୍ୟ ଯେତେବେଳେ ସେ ଶାରୀ-ରିକ ସ-ମ୍ପ-ର୍କ ରଖିବାକୁ କହିଥିଲେ , ସେତେବେଳେ ବର୍ଷା କହିଥିଲେ କି ସେ ଘର ଠାରୁ ବହୁତ ଦୂରରେ ଅଛନ୍ତି ଆଉ ତାଙ୍କର ଯଦି କୌଣସି ସମସ୍ୟା ହେବ , ତେବେ କିଏ ବୁଝିବ ।

ତେଣୁ ସେ ମନା କରି ଦେଇଥିଲେ । ଅନୁଭବ ଆହୁରିମଧ୍ୟ କହିଛନ୍ତି କି , କେବଳ ଅନ୍ୟ ମାନଙ୍କର ପିଲାକୁ ଭଲପାଇବା ଏହା ମି-ଛ କଥା ଅଟେ । ଏହା କେବଳ ଏକ ବାହାନା ଆଉ ଲୋକ ଦେଖାଣିଆ ଅଟେ । ଅନୁଭବଙ୍କର ଭାଇଙ୍କର ଗୋଟିଏ ଝିଅ ଅଛି ତା ସହ ବର୍ଷା କେବଳ ଦେଖେଇ ହେବା ପାଇଁ ଭିଡ଼ିଓ ଆଉ ଫୋଟ ନେଇଥାନ୍ତି ବୋଲି ଅନୁଭବ ମୁହଁ ଖୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *