ମୁଁ ବିଲରେ ଧାନ କାଟୁଛି,ମୋ ସ୍ତ୍ରୀ ପର ଟୋକା ପାଖେ ଶୋଉଛି।

ମୁଁ ବିଲରେ ପରିବାର ପାଇଁ ଖଟୁଛି ହେଲେ ମୋ ସ୍ତ୍ରୀ ପର ପୁରୁଷ ସହ ରୋ-ମାନ୍ସ କରୁଛି । ମୁଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ଏକ କରି କାମ କରୁଛି । ହେଲେ ମୋ ସ୍ତ୍ରୀ ପର ପୁରୁଷକୁ ଦେହ ସୁଖ ଦେଉଛି । ମୁଁ ବିଲରେ ଶୀତ କାକରରେ ଯାଇ ଭୋରୁ ଭୋରୁ ଧାନ କାଟେ ଆଉ ମୋ ସ୍ତ୍ରୀ କମଳ ତଳେ ପର ପୁରୁଷ ସାଥିରେ ସୋଇ ଗରମ ଦେହର ମଜା ନିଏ । ହେଇ ତୁ ଏମିତି ସ୍ତ୍ରୀ ତୋ ପରି ସ୍ତ୍ରୀ ତ ଦୁନିଆରେ ନଥିବେ । ତତେ ମୁଁ ସବୁ କଥାରେ ଏତେ ସୁଖ ଦେଲି ହେଲେ ତୁ କଣ କଲୁ ନା ସବୁ କଥାରେ ମତେ କଷ୍ଟ ଦେଲୁ

ତତେ ମୁଁ କୋଉ ସୁଖ ଦେବାରେ କମ କରିଥିଲି କହିଲୁ । ନା ମୁଁ ତତେ ଦେହ ସୁଖ ଦେଇ ପାରି ନଥିଲି ନା ମୁଁ ତତେ ଶାରି-ରୀକ ସୁଖ ଦେବାରେ କମ କରିଦେଇଥିଲି । ତୁ ନା ଗୋଟେ ଚରିତ୍ର ହୀନ ନାରୀ । ତୁ ଗୋଟେ ପୁରୁଷରେ ଶାନ୍ତି ହେଉନା ତତେ ପର ପୁରିସ ଦରକାର । ତୁ ଟିକେ ହେଲେ ମୋ କଥା ଭାବିଲୁନି ମୁଁ କାହା ପାଇଁ ଯାଇଥିଲି ବିଲକୁ। ମୁଁ କାହା ପାଇଁ ଏତେ ପରିଶ୍ରମ କରୁଥିଲି । ଛି ଛି ଛି ।

ତୁ ସ୍ତ୍ରୀ ନୁହେଁ ତୁ ଗୋଟେ ସ୍ତ୍ରୀ ନାଁରେ କଳଙ୍କ । ତୋ ପରି ସ୍ତ୍ରୀର ହାତ କୋଉ ପୁରୁଷ ବି ନ ଧରନ୍ତୁ । ତୁ ଯାହା ଭାଗ୍ୟରେ ରହିବୁ କାଳ ନାଗୁଣୀ ପରି ଗୋଡ଼ାଇ ହେଇଯିବୁ। ତତେ ମୁଁ ଚିହ୍ନିବାରେ ଭୁଲ କରିଦେଲି ଲୋ । ଯଦି ମୁଁ ବିବାହ ପୂର୍ବରୁ ଜାଣିଥାନ୍ତି ତୁ ଗୋଟେ ନାରୀ ନୁହେଁ ନୁହେଁ ତୁ ଗୋଟେ ଚରିତ୍ର ହୀନା ନାରୀ ତାହାଲେ ମୁଁ ସାରା ଜୀବନ ଅବିବାହିତ ରହିଯାଇଥାନ୍ତେ ପଛେ ତୋ ପରି ସ୍ତ୍ରୀର ହାତ କେବେ ହେଲେ ସୁଦ୍ଧା ଧରି ନଥାନ୍ତି । ହେଲେ ମୁଁ ଭୁଲ କରିଦେଲି ।

ମୁଁ ତତେ ବିଶ୍ୱାସ କରିନେଲି ଆଉ ଯାହାର ଫଳ ଆଜି ମତେ ଭୋଗିବାକୁ ପଡୁଛି । ତୁ ରୋମାନ୍ସ କଲୁ ପର ପୁରୁଷ ସାଥିରେ । ତୁ ସେ ଟୋକା କୁ ଖୁସୀ ଦେଲୁ ଆଉ ସେ ଟୋକା ତତେ ଖୁସୀ ଦେଲା କଣ ମୋର ତତେ ଦେଖିନେବା ଏତେ ବଡ଼ ଭୁଲ ହେଇଗଲା । ତୁ ମତେ ଛାଡି ଚାଲି ଗଲୁ । ତୁ ଯଦି ଚରିତ୍ର ହୀନା ନଥିଲୁ ତେବେ କହ ତୁ କାହିଁକି ମତେ ଦେଖି ଏମିତି ହେଲୁ । ତୁ ଯଦି ସତୀ ସାବିତ୍ରୀ ଥିଲୁ ତାହାଲେ ତୁ କାହିଁକି ଏମିତି କଲୁ ।

ବନ୍ଧୁଗଣ ପୁରା ଘଟ-ଣା ଜାଣିଲେ ଆପଣଙ୍କ ମୁଣ୍ଡ ଏକ ଦମ ଭାବେ ଝାଇଁ ଝାଇଁ ହୋଇଯିବ । ଆଉ ଆପଣ କହିବେ ଏମିତି ବି ନାରୀ ଥାନ୍ତି । ହଁ ଆଜ୍ଞା ତେଲ ଲୁ-ଣର ସଂସାର ଚଲେଇବା ପାଇଁ ସ୍ୱାମୀ ଯାଉଥିଲା ବିଲ ବାଡ଼ି କାମ କରିବାକୁ ଆଉ ସ୍ୱାମୀ ବିଲକୁ ଧାନ କାଟିବାକୁ ଗଲା ବେଳେ ସ୍ତ୍ରୀ ପର ପୁରୁଷକୁ ଖୁସି କରିବାରେ ମାତି ଯାଉଥିଲା । ଟିକେ ହେଲେ ସ୍ତ୍ରୀ ସ୍ୱାମୀ କଥା ଭାବୁନଥିବା ସ୍ୱାମୀ ଅଭି-ଯୋଗ କରିଛି ।

ଆଉ ସ୍ୱାମୀ ଏ କଥା ମଧ୍ୟ କହିଛନ୍ତି କି ଏ ଭଳି ଲୋକର ହାତ ଧରି ମୋ ଜୀବନ ବ-ର୍ବାଦ ହେଇଗଲା । ଏ ଭଳି ନାରୀର ହାତ ଧରି ମୋ ସଂସାର ଉଜୁଡି ଗଲା । ମୁଁ କଣ କରିବି ଭାବି ପାରୁ ନାହିଁ । ଭୁଲ କରିଦେଲି ମୁଁ ବହୁତ ବଡ଼ ଭୁଲ ହେଇଗଲା ମୋ ଦ୍ୱାରା । ମୁଁ ବିବାହ ପୂର୍ବରୁ ତାକୁ ଜାଣି ପାରିଲି ନାହିଁ । ଆଉ ମୁଁ ଯେତେବେଳେ ଭୁଲ କରିଛି ମୋ ଭୁଲର ପ୍ରାୟସ୍ଥିତ ତ ମତେ କରିବାକୁ ପଡିବ ।

ଆଉ ମୋ ଭୁଲ ପାଇଁ ମୁଁ ଅନୁତାପ କରୁଛି । ମାନେ ମୋ ସ୍ତ୍ରୀ ପର ପୁରୁସ ସାଥିରେ ଶୋଇଲା। ପର ପୁରୁଷକୁ ଦେହ ସୁଖ ଦେଲା କିନ୍ତୁ ମୁଁ ଯେତେବେଳେ ବିଲରୁ ଆସି ଦେଖି ନେଲି ମୋ ସ୍ତ୍ରୀ ପର ପୁରୁଷ ସାଥିରେ ସୋଇଥିଲା । ତାର ମୋର ସାମାନ୍ୟ ଝଗ-ଡା ହେଲା ଆଉ ମୁଁ ତାକୁ ଟିକେ ପାଟି କଲି । ମୋ ଜାଗାରେ ଯେଉଁ ସ୍ୱାମୀ ଥିଲେ ବି ସେ ପାଟି କରିଥାନ୍ତା ହେଲେ ମୋ ସ୍ତ୍ରୀ ନିଜ କଲା କର୍ମ ପାଇଁ ଆ-ତ୍ମହ-ତ୍ୟା କରିଦେଲା । ଏଥିରେ ମୋର ଭୁଲ କେଉଁଠି ରହିଲା । ସେ ମୋ ସଂସାରକୁ ଉଜାଡ଼ି ଦେଇ ଚାଲିଗଲା । ଭଗବାନ ଏପରି ସ୍ତ୍ରୀ କାହାକୁ ବି ନ ଦିଅନ୍ତୁ ବୋଲି ବର୍ତ୍ତମାନ ସ୍ୱାମୀ କହିଛନ୍ତି ।

Leave a Reply

Your email address will not be published. Required fields are marked *