ବୋହୂର ଆକ୍ର-ମଣରେ ଚାଲିଗଲା ଶ୍ୱଶୁରର ଜୀବନ , ପ୍ରାଇ-ଭେଟ ପା-ର୍ଟରେ ବାରମ୍ବାର ଗୋଇଠା ମା-ରୁଥିବା ହେଲା ଅଭି-ଯୋଗ

ବର୍ତ୍ତମାନର ଦୁନିଆରେ ଟଙ୍କା ପଇସା ଧନ ସମ୍ପତ୍ତି ସାମ୍ନାରେ ସବୁ ସମ୍ପର୍କ କ୍ଷୀଣ ହୋଇ ଗଲାଣି । କାରଣ ସମ୍ପତ୍ତି ପାଇଁ ଆଜିକାଲି ପୁଅ ଝିଅ ନିଜ ବାପା ମା’ ଙ୍କୁ ଯ-ନ୍ତ୍ରଣା ଦେବାକୁ ପଛାଉ ନାହାଁନ୍ତି । ନିଜର ଲୋକ ହୋଇବି ସୁଦ୍ଧା ବାପା ମା’ ର ହତ୍ୟାବି କରି ଦେଉଛନ୍ତି ଯାହା ବାସ୍ତବରେ ନିନ୍ଦ-ନୀୟ ଅଟେ । ପ୍ରତ୍ୟେକ ଦିନ ସମ୍ପତ୍ତି ବିବା-ଦକୁ ନେଇ ହ-ତ୍ୟାକା-ଣ୍ଡ ଆସିବା ଏକ ସାଧାରଣ କଥା ହୋଇଗଲାଣି ।

ସମ୍ପତ୍ତି ବିବା-ଦକୁ ନେଇ କଣ କେବେ କେହି ବୋହୂ ଗୋଇଠା ମା-ରି ଶ୍ୱଶୁରର ଜୀବନ ନେଇପାରେ ? ଏମିତି ହିଁ ଏକ ଘ-ଟଣା ଘ-ଟିଛି । ଯେଉଁଠି ସମ୍ପତ୍ତି ବିବା-ଦକୁ ନେଇ ଜଣେ ବୋହୂ ନିଜ ଶ୍ୱଶୁରକୁ ଜୀବନରୁ ମା-ରି ଦେଇଛି । ଏଭଳି ଏକ ଘ-ଟଣା ବର୍ତ୍ତମାନ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ସାମାନ୍ୟ ସମ୍ପତ୍ତି ପାଇଁ ବୋହୂ ନିଜ ବାପ ସମାନ ଶ୍ୱଶୁରକୁ ଗୋଇଠା ମା-ରିଛି । ଆଉ ଆକ୍ର-ମଣ ଏତେ ଭୟ-ଙ୍କର ହୋଇଛି ଯେ ବୃଦ୍ଧଙ୍କର ଜୀବନ ମଧ୍ୟ ଚାଲିଯାଇଛି । ତେବେ ସମ୍ପୂର୍ଣ୍ଣ ଘଟ-ଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା ରାଜସ୍ଥାନ ବାଂସୁଆଡ଼ ଜିଲ୍ଲା କୁସଲଗଡ଼ ଅନ୍ତର୍ଗତ ନାତପୁରା ଗାଁର ଅଟେ । ଗୋଟିଏ ପରିବାରରେ ଜଣେ ବୋହୂ ସମ୍ପତ୍ତି ବିବା-ଦକୁ ନେଇ ଶ୍ୱଶୁର ଉପରେ ଆକ୍ର-ମଣ କରିଛି । ଯାହାର ଫୋଟ ଏବଂ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସମ୍ପତ୍ତି ନି-ଶା ମୁଣ୍ଡରେ ଏତେ ଘାରିଛି ଯେ ଶ୍ୱଶୁରର ପ୍ରାଇ-ଭେଟ ପାର୍ଟକୁ ଗୋଇଠା ଉପରେ ଗୋଇଠା ମା-ରି ଚାଲିଛି । ଶ୍ୱଶୁରର ଯନ୍ତ୍ର-ଣାକୁ ଜଣେ ମଣିଷ ହିସାବରେ ମଧ୍ୟ ସେ ଅନୁଭବ କରି ପାରି ନାହିଁ । ଏତେ ନିଷ୍ଠୁର ହୋଇ ଯାଇଛି ଯେ ଆକ୍ର-ମଣ କରିଚାଲିଛି ।

ତେବେ ବୋହୂର ଆ-କ୍ରମ-ଣ କାରଣରୁ ଶ୍ୱଶୁରର ଅବସ୍ଥା ଗୁରୁ-ତର ହୋଇ ଯାଇଥିଲା । ଯେଉଁ କାରଣରୁ ବୃଦ୍ଧଙ୍କୁ ତାଙ୍କ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଅତି ଖରାପ ହେବାରୁ ଜୀବନ ଚାଲି ଯାଇଥିଲା । ତେବେ ବର୍ତ୍ତମାନ ଏହି ମାମ-ଲାକୁ ନେଇ କୁଶଲଗଡ଼ ଥା-ନାରେ ବୃଦ୍ଧଙ୍କ ସାନ ପୁଅ ଅର୍ଥାତ ଅଭି-ଯୁକ୍ତ ମହିଳାଙ୍କ ଦିଅର ଅଭି-ଯୋଗ ଆଣିଛନ୍ତି । ଯେଉଁ ଅଭି-ଯୋଗର ଆଧାରରେ କୁଶଲଗଡ଼ ଥା-ନା ଅଧିକାରୀ ମଇପାଳ ସିଂ ଅଭି-ଯୁକ୍ତ ମହିଳାଙ୍କୁ ଗି-ରଫ କରି ତ-ଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *