ମୋ ସାଙ୍ଗ ମୋ ସ୍ତ୍ରୀ କୁ କହୁଥିଲା – ଶାଢ଼ୀ ଖୋଲ….ଆଜି ତାକୁ ମୁଁ ସବୁଦିନ ପାଇଁ ଶୁଆଇ….ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ବିବାହିତା ସ୍ତ୍ରୀ ଏବଂ ପୁରୁଷ ମାନେ ନିଜର ପରିବାର ଥାଉ ଥାଉ ଅନ୍ୟ ପୁରୁଷ ଏବଂ ସ୍ତ୍ରୀ ସହିତ ସ-ମ୍ପର୍କ ରଖୁଛନ୍ତି । ଯାହାଦ୍ୱାରା ଅନେକ ସମସ୍ୟା ହେଉଛି । ପ୍ରଥମତଃ ଲୋକେ କ୍ରୋ-ଧ କାରଣରୁ ହ-ତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ପୁଣି ଏହାଦ୍ୱାରା ସମାଜରେ ବିଶୃ-ଙ୍ଖଳା ବୃଦ୍ଧି ପାଉଛି । ଏମିତି ଏକ ଘ-ଟଣା କାରଣରୁ ଜଣେ ବ୍ୟକ୍ତି ନିଜ ସାଙ୍ଗର ହ-ତ୍ୟା କରିଛି । ତେବେ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ନିଶ୍ଚୟ ସମ୍ପୂର୍ଣ୍ଣ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ଖୋର୍ଦ୍ଧା ଜିଲ୍ଲାର ଅଟେ । ଯେଉଁଠି ହ-ତ୍ୟା ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଅକ୍ଷୟ ସାମନ୍ତରାୟ । ତେବେ ଅକ୍ଷୟ ସାମନ୍ତରାୟ ଏବଂ ତାଙ୍କ ସାଙ୍ଗ ୬୦ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଢ଼ାବା ଖୋଲିଥିଲେ । ଉଭୟେ ଏହି ବ୍ୟବସାୟ କରୁ କରୁ ଖୁବ ଘନିଷ୍ଠ ବନ୍ଧୁ ହୋଇଗଲେ । ଏମିତିକି ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା ।

ସେମାନଙ୍କ ସ୍ତ୍ରୀ ଦୁହେଁ ମଧ୍ୟ ପରସ୍ପର ମଧ୍ୟରେ ଭଲ କଥାବାର୍ତ୍ତା କରୁଥିଲେ । କିନ୍ତୁ ଇତି ମଧ୍ୟରେ ଅକ୍ଷୟ ଏବଂ ତାଙ୍କ ସାଙ୍ଗର ସ୍ତ୍ରୀ ସହିତ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଲା । ଉଭୟେ ରାତି ରାତି ଫୋନରେ ଗପୁଥିଲେ । ଏ ବିଷୟରେ ତାଙ୍କ ସାଙ୍ଗ ମଧ୍ୟ ଜାଣି ପାରିଲେ । ଏମିତିକି ସେ ଅନେକ ଥର ନିଜ ସ୍ତ୍ରୀ ଏବଂ ସାଙ୍ଗ ଅକ୍ଷୟଙ୍କୁ ଏପରି କରିବା ପାଇଁ ମନା କରିଥିଲେ । ତଥାପି ତାଙ୍କ ସ୍ତ୍ରୀ ଏବଂ ତାଙ୍କ ସାଙ୍ଗ ମାନି ନଥିଲେ । ସାଙ୍ଗ ଘରେ ନଥିବା ବେଳେ ଅକ୍ଷୟ ତାଙ୍କ ଘରକୁ ଯାଉଥିଲେ ।

ତେବେ ଏହି ମାମ-ଲାକୁ ନେଇ ଦୁଇ ସାଙ୍ଗଙ୍କ ବଚସା ହେଲା । ଯେଉଁ କାରଣରୁ ଅକ୍ଷୟଙ୍କୁ ନିଜ ସାଙ୍ଗ ହିଁ ହ-ତ୍ୟା କଲେ । ମୃ-ତ ଅକ୍ଷୟଙ୍କ ସ୍ତ୍ରୀ କହିଛନ୍ତି ଯେ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି ସ-ମ୍ପର୍କ ନଥିଲା । ଏମିତିକି ତାଙ୍କ ସ୍ୱାମୀ ତାଙ୍କୁ ପସନ୍ଦ ମଧ୍ୟ କରୁ ନଥିଲେ ।

ଅନେକ ମନା କରିବା ସତ୍ତ୍ୱେବି ସେ ତାଙ୍କ ସାଙ୍ଗର ସ୍ତ୍ରୀ ସହିତ ସ-ମ୍ପର୍କ ରଖିଲେ । ଯେଉଁ କାରଣରୁ ଗତକାଲି ଅକ୍ଷୟ ଛାତ ଉପରେ ଶୋଇଥିବା ବେଳେ ତାଙ୍କ ହ-ତ୍ୟା କରିଥିଲେ । ତେବେ ଘ-ଟ-ଣା ବିଷୟରେ ଜାଣିବା ପରେ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *