ଗାଉଁଲି ଝିଅ ନୁହେଁ,ମୋ ସ୍ୱାମୀକୁ ହାଫ ପ୍ୟାଣ୍ଟ ପିନ୍ଧୁଥିବା ସହରୀ ଝିଅ ଦରକାର…..

ବର୍ତ୍ତମାନ ସମୟରେ ଲୋକଲୋଚନକୁ ଆସିଛି ଏଭଳି ଏକ ଘ-ଟଣା ଯାହା ବିଷୟରେ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ କଥାଟି ସେହିଭଳି ଶୁଣିବା ପରେ ଆପଣଙ୍କୁ ଲାଗିବ , ସତରେ କଣ ମଣିଷ ମାନେ ଏଭଳି ବି କରିପାରନ୍ତି । ତେବେ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ପ୍ରେମ ଜା-ଲରେ ଫସାଇ ନୂଆ ନୂଆ ଝିଅକୁ ବିବାହ କରୁଛନ୍ତି ପୁରୁଷ ଜଣକ ଆଉ ତାପରେ ତାଙ୍କ ସହ ଏକାଠି ରହୁଛନ୍ତି ।

ତେବେ ପୁରୀ ଜିଲ୍ଲାର ଏସ କେ ଫୟାସ ମୁମ୍ବାଇରେ ରହି ଚାକିରୀ କରୁଛନ୍ତି । ଘରେ ତାଙ୍କର ପ୍ରଥମ ପତ୍ନୀ ମଧ୍ୟ ଅଛନ୍ତି । କିନ୍ତୁ ସେପଟେ ସ୍ୱାମୀ ଆଉ ନୂଆ ନୂଆ ଝିଅ ମାନଙ୍କୁ ରସିକିଆ ଢଙ୍ଗରେ ପ୍ରେମ ନିବେଦନ କରୁଛନ୍ତି ଆଉ ପ୍ରେମ ଜା-ଲରେ ଫ-ସାଇ ଦେଉଛନ୍ତି । ଆଉ ବିବାହ ମଧ୍ୟ କରି ପକାଉଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଚାରି ବର୍ଷରେ ଚାରି ବର୍ଷରେ ଚାରି ଜାଣି ଜଣଙ୍କୁ ବିବାହ କରି ସାରିଲେଣି । ଏ ପଟେ ଘରେ ପ୍ରଥମ ପତ୍ନୀ ଆଖିରୁ ଲୁ-ହ ଝରାଉଛନ୍ତି ।

ଶାଶୁ ଘରେ ତାଙ୍କୁ ନିର୍ଯ୍ୟା-ତନା ମିଳୁଥିବା ନେଇ ଏବଂ ସ୍ୱାମୀଙ୍କ ବାବ-ଦରେ ଅଭି-ଯୋଗ ନେଇ ସେ ଥା-ନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହାଁନ୍ତି । ଶାଶୁ ଘର ଲୋକ ତାଙ୍କୁ ମା-ଡ଼ ମା-ରିବା ସହ ସ୍ୱାମୀ ମଧ୍ୟ ତାଙ୍କୁ ମା-ଡ଼ ମା-ରୁଛନ୍ତି । ଏହାବ୍ୟତୀତ ତାଙ୍କ ସ୍ୱାମୀ ତାଙ୍କ ସହିତ ରହିବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି କି , ତାଙ୍କ ସ୍ୱାମୀଙ୍କୁ ଗାଉଁଲି ନୁହେଁ ବରଂ ସହରୀ ଝିଅ ଦରକାର । ଯେଉଁମାନେ ହାଫ ପ୍ୟାଣ୍ଟ ପିନ୍ଧୁଥିବେ

ସେଥିପାଇଁ ସେ ବାହାରେ ରହି ଏତେ ଥର ବାହା ହୋଇ ସାରିଲେଣି । ତେବେ ଏଭଳି ଘଟ-ଣାରେ ସେ ଅନେକ ଥର ଥା-ନା ମଧ୍ୟ ଯାଇ ସାରିଲେଣି । କିନ୍ତୁ ପୁଣିଥରେ ଥା-ନାରୁ ମୁକୁଳିବା ପରେ ସେ ତାଙ୍କ ରାସ-ଲୀଳା ଆରମ୍ଭ କରି ଦେଉଛନ୍ତି ଆଉ ନୂଆ ନୂଆ ଝିଅ ପ-ଟାଇ ଦେଉଛନ୍ତି । ବର୍ତ୍ତମାନ ସମୟରେ ଏଭଳି ଅଭି-ଯୋଗ ନେଇ ତାଙ୍କ ପ୍ରଥମ ସ୍ତ୍ରୀ ପହଞ୍ଚିଛନ୍ତି ଆଉ ନ୍ୟା-ୟ ଦାବିରେ ଅନାଇ ବସିଛନ୍ତି ।

Leave a Reply

Your email address will not be published. Required fields are marked *