ଭ-ୟଙ୍କର ଦୁର୍ଘ-ଟଣା : ନଦୀରେ ଖସିପଡ଼ିଲା ବସ୍ , ୧୨  ଯାତ୍ରୀ ମୃ-ତ ସହିତ ୧୨ ଯାତ୍ରୀ ଆହତ ………..ଦେଖନ୍ତୁ ଲାଇଭ ଭିଡ଼ିଓ

ସାମ୍ନାକୁ ଆସିଛି ଏଭଳି ଏକ ମର୍ମ-ନ୍ତୁଦ ଦୁର୍ଘ-ଟଣା ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଛାତି ଥରି ଉଠିବ । ଏହି ଚିତ୍ର ଦେଖିବା ପରେ ଆପଣ ବି ହୋଇଯିବେ ଭ-ୟଭୀ-ତ । ସଡକ ଦୁର୍ଘ-ଟଣାର ପରିଣାମ ଯେ କେତେ ଭ-ୟଙ୍କର ଆପଣ ଏହା ଦ୍ୱାରା ଜାଣିପାରିବେ । ତେବେ ଏଭଳି ଘଟ-ଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମଧ୍ୟପ୍ରଦେଶରେ ଘଟିଯାଇଛି ଏଭଳି ଅଭା-ବନୀୟ ଘ-ଟଣା । ଆଉ ଏଥିରେ ଅନେକ ଲୋକଙ୍କର କ୍ଷ-ତି ହୋଇଯାଇଛି ।

ମଧ୍ୟପ୍ରଦେଶର ନର୍ମଦା ନଦୀକୁ ଖସିପଡିଛି ଯାତ୍ରୀବାହୀ ବସ୍ ।ବସ୍ ଟି ପୋଲ ଉପରେ ଯାଉଥିବା ବେଳେ ନିଜର ଭାରସାମ୍ୟ ହରାଇ ବସିଥିଲା । ଆଉ ତାପରେ ପୋଲ ତଳକୁ ଖସି ପଡ଼ିଥିଲା । ତେବେ ଘ-ଟଣା ସ୍ଥଳରେ ୧୨ ଜଣ ଲୋକ ଗୁରୁ-ତର ହୋଇଥିବା ବେଳେ ଆଉ ୧୨ ଜଣ ଲୋକଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର ଖରଘୋଟ ଉ-ଦ୍ଧାର ଜିଲ୍ଲା ଖାଲଘାଟ ନିକଟସ୍ଥ ନର୍ମଦା ନଦୀରେ ଏଭଳି ମର୍ମ-ନ୍ତୁଦ ଘ-ଟଣା ଘଟିଯାଇଛି ।

ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିବା ବସ୍ ହଠାତ ନିଜର ଭାରସାମ୍ୟ ହରାଇ ବସିଥିଲା । ଆଉ ଦୁର୍ଭା-ଗ୍ୟବ-ଶତଃ ନଦୀ ତଳକୁ ଖସି ପଡ଼ିଥିଲା । ସେହି ସମୟରେ ବସ୍ ରେ ମୋଟ ୫୫ ଜଣ ଯାତ୍ରୀ ରହିଥିଲେ । ଆଉ ବସ୍ ଟି ନଦୀରେ ପଡିଯିବା ଯୋଗୁଁ ପଥରରେ ମା-ଡ଼ ହୋଇ ଯାଇଥିଲା । ଆଉ ସେଥିରେ ୧୨ ଜଣ ମୃ-ତ୍ୟୁବ-ରଣ କରିଥିବା ବେଳେ ୧୨ ଜଣ ଲୋକ ଗୁରୁ-ତର ଆ-ହତ ହୋଇଥିଲେ । ତେବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠା ଯାଇଥିଲା ।

ଘଟ-ଣାସ୍ଥ-ଳରେ ଅ-ଗ୍ନିଶ୍ରମ ବାହିନୀ , ପୋ-ଲିସ ଆଉ ସ୍ଥାନୀୟ ଲୋକ ପହଞ୍ଚି ଉ-ଦ୍ଧାର କାମ ଚଳାଇଥିଲେ । ମଧ୍ୟପ୍ରଦେଶ ସରକାର କାମକୁ ତ୍ୱରାନ୍ୱିତ କରିବାପାଇଁ ନି-ର୍ଦ୍ଦେଶ ଦେଇଥିଲେ । ଆଉ ଘଟ-ଣା ସ୍ଥଳକୁ କର୍ମଚାରୀ ମାନଙ୍କୁ ଯିବାକୁ କହିଥିଲେ । ତେବେ ବସ୍ ଭିତରେ ରହିଥିବା ଲୋକମାନେ ବଖାଣିଥିଲେ ଏହି ଭ-ୟଙ୍କର ଦୃ-ଶ୍ୟ । କିପରି ବସ୍ ତଳକୁ ଖସି ପଡ଼ିଥିଲା ଆଉ କିପରି ଲୋକମାନଙ୍କର ଜୀବନ ଚାଲି ଯାଇଥିଲା । ତେବେ ବର୍ତ୍ତମାନ ଉ-ଦ୍ଧାର କାମ ଜାରି ରହିଛି ।

Leave a Reply

Your email address will not be published. Required fields are marked *