“ସାର୍ ମୋ ସହିତ ଶାରୀ-ରିକ ସଂ-ପର୍କ ରଖିବା ପାଇଁ କହୁଥିଲେ, ମୁଁ ମନା କରିବାରୁ………।” ଦେଖନ୍ତୁ ଏହି ଭିଡ଼ିଓ କଣ କହୁଛନ୍ତି ଯୁବତୀ।

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନି-ର୍ଯ୍ୟାତ-ନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳ-ତ୍କାରର ଶି-କାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁକ ନିର୍ଯ୍ୟା-ତନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟାଜ-ନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନି-ର୍ଯ୍ୟାତ-ନା ଏବଂ ଅ-ତ୍ୟାଚା-ର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି।

ବିଦ୍ୟାଳୟକୁ ଦ୍ଵିତୀୟ ମନ୍ଦିର ବୋଲି ମନେ କରାଯାଇଥାଏ। ସେଠାରେ ଶିକ୍ଷା ଦାନ କରୁଥିବା ଶିକ୍ଷକ ମାନଙ୍କୁ ଭଗବାନଙ୍କ ଏକ ଅଂଶ ବୋଲି ମାନିଥାନ୍ତି। କିନ୍ତୁ ଯେତେବେଳେ ମନ ଭିତରେ ଥିବା ରା-କ୍ଷସ ଜାଗ୍ରତ ହୋଇଯାଏ ସେତେବେଳେ ଭଗବାନ ମଧ୍ୟ ରା-କ୍ଷସ ପାଲଟି ଯାଆନ୍ତି। ତେବେ ଏକ ବିଦ୍ୟାଳୟରେ କାମ କରୁଥିବା ସହକର୍ମୀଙ୍କ ସହ ହୋଇଥିବା ଖରାପ ବ୍ୟବହାର ମାମ-ଲା ସାମ୍ନାକୁ ଆସିଛି।

ତେବେ ସୂଚନା ଅନୁସାରେ, ଏହି ଘ-ଟଣା ଭଦ୍ରକ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଘଟିଛି। ତେବେ ଛତ୍ରପୁର ସାମନ୍ଥ ହାଇସ୍କୁଲରେ ସେଠାରେ ଆଟେଡାଣ୍ଟ ଭାବେ କାମ କରୁଥିବା ଜଣେ ଯୁବତୀଙ୍କ ସହ ଉକ୍ତ ସ୍କୁଲର ସାର୍ ଖରାପ ବ୍ୟବହାର କରିଛନ୍ତି। ସାର୍ ଉକ୍ତ ଯୁବତୀଙ୍କ ସହ ଶାରୀ-ରିକ ସଂ-ପର୍କ ରଖିବାକୁ ଚାହୁଁଥିଲେ। କିନ୍ତୁ ଯୁବତୀ ଜଣକ ରାଜି ନ ହେବାରୁ ସାର୍ ଯୁବତୀଙ୍କୁ ମାନ-ସିକ ନିର୍ଯ୍ୟା-ତନା ଦେବା ଆରମ୍ଭ କରି ଦେଲେ।

ଯୁବତୀଙ୍କ କହିବାନୁଯାୟୀ, ସେ ଛତ୍ରପୁର ସାମନ୍ଥ ହାଇସ୍କୁଲରେ ବିଗତ ୭ ବର୍ଷ ହେବ ଆଟେଡାଣ୍ଟ ରୂପେ କାମ କରି ଆସୁଛନ୍ତି। ତେବେ ସେ ସେଠାରେ କାମ କରିବା ସମୟରେ ଜଣେ ସାର୍ ତାଙ୍କୁ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ସେଥିପାଇଁ ଯୁବତୀଙ୍କୁ ଫୋନ କରି ମଧ୍ୟ ବାଧ୍ୟ କରୁଥିଲେ। କିନ୍ତୁ ଯୁବତୀ ଜଣକ ଉକ୍ତ ବ୍ୟକ୍ତିଙ୍କ କଥାରେ ରାଜି ହୋଇନଥିଲେ।

ତେବେ ଏହା ବ୍ୟକ୍ତିଙ୍କୁ ଆ-ଘାତ ପହଞ୍ଚାଇ ଥିଲା। ତେବେ ସେ ଯୁବତୀଙ୍କୁ ନିର୍ଯ୍ୟା-ତନା ଦେବା ଆରମ୍ଭ କରିଦେଲେ। ଯୁବତୀଙ୍କ ନାମରେ ଅନ୍ୟ ଯୁବକଙ୍କ ନାମ ଯୋଡି ଅପପ୍ର-ଚାର କରିବାକୁ ଲାଗିଲେ। କେବଳ ସେତିକି ନୁହେଁ ଯୁବତୀଙ୍କୁ ୨୪ ଘଣ୍ଟା କାମ କରିବା ପାଇଁ ବାଧ୍ୟ କରିବା ସହ ତାଙ୍କର ୬ ମାସର ଦରମା ମଧ୍ୟ କାଟି ଦେଇଥିବା ଯୁବତୀ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *