Dj ଆଜେକ୍ସଙ୍କ ପାଖରୁ ଟଙ୍କା ନେଇ ରଶ୍ମି ପାଖେ ଶୋଉଥିଲା ।

ମତେ ପ୍ରେମର ରଙ୍ଗୀନ ସ୍ୱପ୍ନ ଦେଖାଉଥିଲା ହେଲେ ବେଷ୍ଟ ଫ୍ରେଣ୍ଡ ରଶ୍ମିର ସ୍ୱାର୍ଥ ଆଉ ସର୍ତ୍ତ ପୂରଣ କରୁଥିଲା । ମୁଁ ତାକୁ ଯେତେବେଳେ ଫୋନ କରୁଥିଲି ସେ ମୋ ଫୋନକୁ ଉଠାଉ ନଥିଲା ହେଲେ ସେ ଫୋନରେ ଆଉ କାହା ସହିତ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲା । କେବଳ ଏତିକି ନୁହେଁ ମୋ ପାଖରୁ ଟଙ୍କା ନେଉଥିଲା ଆଉ ତା ବେଷ୍ଟ ଫ୍ରେଣ୍ଡ ପାଖରେ ଶୋଉଥିଲା । ଏକା ଏକା ରଶ୍ମି ସହିତ ରାତି ବିତାଉ ଥିଲା ।

ମୁଁ ତାକୁ ଟିକେ ଦେଖିବା ପାଇଁ ତା ଘର ଆଗରେ ରାତି ରାତି ଶୀତ କାକରରେ ଛିଡା ହୋଇ ରହିଥାଏ ହେଲେ ସକାଳୁ ସେ ଆସି ମତେ ଶକ୍ତ ଚା-ପୁଡା ମାରେ । ଏମିତି କିଛି ଗୁମର ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ ପରେ ପ୍ରକାଶ କରିଛନ୍ତି ଡିଜେ ଆଜେକ୍ସ ମାନେ ଅକ୍ଷୟଙ୍କ ବନ୍ଧୁ ମାନେ। ଅକ୍ଷୟଙ୍କ ମୃ-ତ୍ୟୁ ପଛରେ ପ୍ରେମ ଥିବା କେବଳ ବନ୍ଧୁ ନୁହନ୍ତି ପରିବାର ଲୋକେ ମାଡ଼ ଅଭି-ଯୋଗ ଆଣିଛନ୍ତି ।

ପ୍ରେମରେ ବିଫଳତାକୁ ସହଜରେ ସହି ପାରୁନଥିଲେ ଅକ୍ଷୟ । କାରଣ ଅକ୍ଷୟ ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲେ ସେ ଅକ୍ଷୟଙ୍କ ଅପେକ୍ଷା ତାଙ୍କ ବେଷ୍ଟ ଫ୍ରେଣ୍ଡକୁ ଅଧିକ ଗୁରୁତ୍ଵ ଦେଉଥିଲେ । ଆଉ ଯେଉଁଥି ପାଇଁ ଅକ୍ଷୟ ଶେଷରେ ଏତେ ବଡ଼ ଚରମ ନିଷ୍ପତ୍ତି ନେଇଥିବା ଅକ୍ଷୟଙ୍କ ସାଙ୍ଗ ମାନେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସେପଟେ ଏହି ଘ-ଟଣା ଘଟିବା ପରେ । dj ଆଜେକ୍ସ୍ ବା ଅକ୍ଷୟଙ୍କ ମୃ-ତ୍ୟୁ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପ୍ରେମ ପାଇଁ ଏପରି ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଏବେ ଧୀରେ ଧୀରେ ଅକ୍ଷୟଙ୍କ ମୃ-ତ୍ୟୁ ଉପରୁ ପରଦା ହଟିବାରେ ଲାଗିଛି । ଅକ୍ଷୟଙ୍କ ବନ୍ଧୁ ଓ ପରିବାର ସମ୍ପ-ର୍କୀୟ ସ-ନ୍ଦେହ କରୁଛନ୍ତି ଅକ୍ଷୟଙ୍କ ମୃ-ତ୍ୟୁ ପଛର କାରଣ ପ୍ରେମ ସ-ମ୍ପର୍କ ହୋଇ ପାରେ । ତେବେ ପୋଲି-ସର ତ-ଦନ୍ତ ପରେ ପ୍ରକୃତ ଘ-ଟଣା ସାମ୍ନାକୁ ଆସିବ ସତ ।

ହେଲେ ଏବେ ପ୍ରଶ୍ନ ଉଠୁଛି ଯିଏ ଓଡ଼ିଶା ସମେତ ଭାରତରେ ଲୋକ ପ୍ରୀୟତା ହାସଲ କରିଥିଲେ ସେ କିପରି ଏଭଳି ଚରମ ନିଷ୍ପତ୍ତି ନେଇ ପାରିଲେ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ‘ଡିଜେ ଆଜେକ୍ସ’ ଆ-ତ୍ମହ-ତ୍ୟା କରିଥିବା ସ-ନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃ-ତ ଘୋଷଣା କରିଛନ୍ତି ।

ଶେଷ ଥର ପାଇଁ ୬ଟା ୩୦ ମିନିଟ ସମୟରେ ଅକ୍ଷୟ କୁମାର ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ଏହା ପରେ ରାତିରେ ଅକ୍ଷୟଙ୍କ ଘର ଭିତରୁ ଅକ୍ଷୟଙ୍କ ମୃ-ତ ଦେହ ଝୁ-ଲନ୍ତା ଅବସ୍ଥାରେ ଉ-ଦ୍ଧାର କରାଯାଇଥିଲା । ପରିବାର ଲୋକେ ଅକ୍ଷୟଙ୍କୁ ତୁରନ୍ତ ଡାକ୍ତର ଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

ଆଉ ଏସବୁ ଭିତରେ ଅକ୍ଷୟଙ୍କ ସାଙ୍ଗ ମାନେ ଏହି ହ-ତ୍ୟାକା-ଣ୍ଡକୁ ନେଇ ଯାହା ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି ତାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଇଛି । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଯୁବକ ଅକ୍ଷୟ ଏପରି କା-ଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ଆଲୋଚନା ହେଉଛି । ଅକ୍ଷୟ ଯୁବତୀଙ୍କ ସହ ଏକାଠି ଜନ୍ମ ଦିନ ପାଳନ କରୁଥିବା ଫଟୋରେ ଦେଖିବାକୁ ମିଳିଛି । ଆଉ ଏହି ଯୁବତୀଙ୍କ ସହ ଅକ୍ଷୟଙ୍କ ପ୍ରେମ ସ-ମ୍ପର୍କ ଥିବା ଅକ୍ଷୟଙ୍କ ବନ୍ଧୁ ପ୍ରକାଶ କରିଛନ୍ତି । ତେବେ ଯୁବତୀଙ୍କ ପାଇଁ ଅକ୍ଷୟ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *