ମୋ ଡ୍ରେସ୍ ପିନ୍ଧିବା ଉପରେ କହିବାର କହାର ଅଧିକାର ନାହିଁ।

ଓଲିଉଡ଼ର ସନ୍ନି ଲିଓନୀ ନିଶା ମହାରଣାଙ୍କୁ ପ୍ରାୟ ସବୁ ପୁଅ ଜାଣିଛନ୍ତି। ସେ ଭଲ କଥା ପାଇଁ ହେଉ କିମ୍ଵା ବି-ବାଦ ପାଇଁ ହେଉ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ମିଡ଼ିଆ ଆଗରେ କହିଛନ୍ତି ମୁଁ ହେଲି ଗୋଟେ ଖୋଲା ମଣିଷ। ମୁଁ ସମସ୍ତଙ୍କ ମୁଁହ ଉପରେ ସତ କଥା କହିଦିଏ ବୋଲି ମତେ କେହି ପସନ୍ଦ କରନ୍ତିନି।

କିଏ ପସନ୍ଦ କଲା କିଏ ନ କଲା ମୋର କିଛି ଯାଏ ଆସେନାହିଁ। ଆଉ ମୁଁ କାହା କଥାରେ ମୁଣ୍ଡ ପୁରାଇନି କି ମୋ କଥାରେ କିଏ ମୁଣ୍ଡ ପୁରାଇଲେ ମତେ ଭଲ ଲାଗେନା। ସବୁ ଲୋକଙ୍କୁ ଯୋଉ କାମ କରିବାକୁ ଭଲ ଲାଗେନା ମତେ ସେ କାମ ଭଲ ଲାଗେ। ସମସ୍ତଙ୍କ ପାଇଁ ଯାହା ଖରାପ ମୋ ପାଇଁ ସେ ସବୁ ଭଲ।

ସେଥିପାଇଁ ମୁଁ ସନ୍ନି ଲିଓନୀଙ୍କ ପରି ହେବାକୁ ଚାହୁଁଛି। ସେ ମତେ ବହୁତ୍ ଭଲ ଲାଗନ୍ତି। ସେ ପ୍ରଥମେ ଜଣେ ପର୍ନ ଷ୍ଟାର ଥିଲେ ତା’ପରେ ବଲିଉଡ୍ କୁ ଆସି ଫିଲ୍ମ କଲେ ମୁଁ ସେମିତି ପ୍ରଥମେ ପର୍ନ ଷ୍ଟାର ହେଇ ଫିଲ୍ମ କରିବାକୁ ଚାହ୍ନୁଛି। ମୋର ଫିଗର୍ ଅଛି ମୁଁ ଛୋଟ ଡ୍ରେସ୍ ପିନ୍ଧିବି। ମୁଁ ଛୋଟ ଡ୍ରେସ୍ ପିନ୍ଧିଲେ ଯଦି କାହାର କଣ ହେଇ ଯାଉଛି ତା ହେଲେ ମୋର କିଛି ଯାଏ ଆସେ ନାହିଁ। ସମସ୍ତଙ୍କୁ ପ୍ରଥମେ ଭଲ ଲାଗିବ ମୁଁ ଛୋଟ ଡ୍ରେସ୍ ପିନ୍ଧିଲେ କିନ୍ତୁ ସେମାନେ ଦେଖେଇ ଦେଖେଇ କହିବେ ଓଡ଼ିଶା ରେ ରହି ଏତେ ଛୋଟ ଛୋଟ ଡ୍ରେସ୍ ପିନ୍ଧୁଛୁ।

ମୁଁ ପୁରା ଗୋରା ପିଲାଟା ସେଥିପାଇଁ ମୁଁ ମୋ ଦେହ ସାରା ଟାଟୁ କରିଛି। ମୁଁ ସବୁ ବେଳେ ସ୍ଲିପ୍ ଲେସ୍ ଡ୍ରେସ୍ ପିନ୍ଧେ। ମୋ ଗୋରା ଦେହରେ କଳା ଟାଟୁ କଲେ ସେ ପୁରା ଦାଉ ଦାଉ ହେଇ ଦିଶେ। ଆଉ ଟୋକାମାନେ ମଧ୍ୟ ମୋ ଟାଟୁକୁ ବହୁତ୍ ପସନ୍ଦ କରନ୍ତି। ଦିପ୍ତି ରେଖା ମୋ ବିଷୟରେ କହିଲା ମୁଁ ସନ୍ନି ଲିଓନୀଙ୍କ ବିଷୟରେ କହିଲେ ସେ ମୋ ନାଁ ରେ ଅଭି-ଯୋଗ କରିବେ

ସେ ଯୋଉ ମୋ ନାଁ ନେଇ ମୋ ବିଷୟରେ ଏତେ କଥା କହୁଛି ଆପଣ ଟିକେ ଭାବନ୍ତୁ ମୁଁ ଯଦି ଚାହିଁବି ତେବେ କ’ଣ କରିପାରିବି। ମୁଁ ଆସିଛି ମୋ କ୍ୟାରିୟର ବନେଇବାକୁ ମୋର କାହା ସହ କିଛି ସ-ମ୍ପର୍କ ନାଇ ଯିଏ ଯାହା କହୁଛି କହିଥାନ୍ତୁ। ମତେ ଯାହା ଭଲ ଲାଗିବ ମୁଁ ସେଇଆ କରିବି।

Leave a Reply

Your email address will not be published. Required fields are marked *