ଆଜିକାଲି ବୋହୂ ବିଷକନ୍ୟା ହେଇ ସ୍ଵାମୀଙ୍କୁ ବାପାମାଆଙ୍କ ଠାରୁ ଅଲଗା କରିବାକୁ ଚାହୁଁଛନ୍ତି।

ମୟୂରଭଞ୍ଜ ରାଳ ଗାଆଁର ପଙ୍କଜ କୁମାର ନାୟକଙ୍କ ସ୍ତ୍ରୀ ଦୁଇ ଦିନ ତଳେ ନିଜ ସ୍ବାମୀ ଏବଂ ଶ୍ଵଶୁରଙ୍କ ନାରେ ଯୌ-ତୁକ ନିର୍ଯ୍ୟା-ତନାର ଅଭି-ଯୋଗ କରିଥିଲେ। ସେ କହିଥିଲେ ତାଙ୍କ ଶ୍ଵଶୁର ଏବଂ ସ୍ବାମୀ ତାଙ୍କୁ ବାଡେଇ ଘରୁ ବାହାରି ଯିବାକୁ କହିଲେ। ଶ୍ଵଶୁର ଲୁଗାପଟା ଭିଡ଼ି ରେ-ପ୍ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କ ଶ୍ଵଶୁରଙ୍କ ବୟସ ୭୫ ବର୍ଷ।

ତାଙ୍କର ଗୋଟେ ହାତ କାମ କରୁନି। ସେ ନିଜ ଲୁଗାପଟା ନିଜେ ପିନ୍ଧି ପାରୁ ନାହାଁନ୍ତି। ସେ କେମିତି ରେ-ପ୍ କରିବେ। ମହିଳାଙ୍କର ଏଇ ମିଛ ଅଭି-ଯୋଗକୁ ନେଇ ସମାଜସେବୀ ଦିପ୍ତିରେଖା ପଟ୍ଟନାୟକ ମିଡ଼ିଆ ଆଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ କହିଛନ୍ତି ଆଜିକାଲି ସ୍ତ୍ରୀ ଲୋକ ଚାହୁଁଛନ୍ତି ତାଙ୍କ ବୃଦ୍ଧ ଶାଶୂ ଶ୍ଵଶୁର ତାଙ୍କ ପାଖରେ ନ ରୁହନ୍ତୁ।

ସେମାନେ ସବୁବେଳେ ଘର ଠାରୁ ଅଲଗା ରହିବା ପାଇଁ ସ୍ବାମୀ ସହ ଝଗଡ଼ା କରୁଛନ୍ତି। ଆଉ ଯଦି ସ୍ଵାମୀ ତାଙ୍କ କଥା ନଶୁଣନ୍ତି ତେବେ ସେ ମିଛରେ ଯାଇକି ତାଙ୍କ ନାଁ ରେ ଅଭିଯୋଗ କରୁଛନ୍ତି। ଯୋଉ ଲୋକର ଗୋଟେ ହାତ ଚାଲୁନି ସେ ତାଙ୍କ ମାରିବାକୁ ଅପେକ୍ଷା କରିଛନ୍ତି ସେ କେମିତି ରେ-ପ୍ କରିବେ।

ପ୍ରଥମେ ପୋଲିସ୍ କେବଳ ସ୍ତ୍ରୀ ଲୋକଙ୍କ କଥା ଶୁଣିଲେ ହବନି ୨ ପଟ କଥା ଶୁଣିବା ଆବଶ୍ୟକ। ଏମିତି କିଛି ସ୍ତ୍ରୀ ଲୋକଙ୍କ ମିଛ ଅଭି-ଯୋଗ ପାଇଁ ପୋ-ଲିସ୍ ଏବେ ଭଲ ଲୋକଙ୍କ କଥା ବି ବିଶ୍ଵାସ କରୁନି। ଯୋଉଥି ପାଇଁ ଯେଉଁ ମହିଳା ମାନଙ୍କ ସହ ଏମିତି ନିର୍ଯା-ତନା ଘଟୁଛି ସେମାନଙ୍କ କଥା କେହି ଶୁଣୁ ନାହାନ୍ତି।ଯେତେବେଳେ ଏମିତି ମିଛ ଅଭି-ଯୋଗ କିଏ ଲଗାଉଛନ୍ତି ପୋଲିସ୍ ପ୍ରଥମେ ତ-ଦନ୍ତ କରୁ ତା ଦଣ୍ଡ ଦଉ।

ଦିପ୍ତିରେଖା କହିଛନ୍ତି ଏମିତି ମିଛ ଅଭି-ଯୋଗ କରୁଥିବା ସ୍ତ୍ରୀ ଲୋକଙ୍କ ବିରୁ-ଦ୍ଧରେ କିଛି ନିୟମ ଲାଗୁକରି ତାଙ୍କୁ ପ୍ରଥମେ ଜେ-ଲ ଦ-ଣ୍ଡ ଦିଆଯାଉ। ତା’ପରେ ସେମାନେ ଜାଣିବେ ଜେ-ଲ ରେ ରହିଲେ କେମିତି ଲାଗେ। ଏବଂ ସତ୍ ପଥରେ ରହୁଥିବା ଲୋକଙ୍କୁ ନ୍ୟା-ୟ ମିଳୁ। ସବୁବେଳେ ଯେ ସବୁ ମହିଳା ଠିକ୍ ହେଇଥିବେ ସେ ବିଷୟରେ କିଛି କହି ହବନି।

Leave a Reply

Your email address will not be published. Required fields are marked *