ଦେଖନ୍ତୁ ଭିଡିଓ: ଭାଇରାଲ ହେଉଛି ସିରିଏଲ ଅଭିନେତା ସୁମନ କୁମାର ଏବଂ ତାଙ୍କ ପ୍ରେମିକାଙ୍କ ଭିଡ଼ିଓ

ପ୍ରେମ , ଶାରୀ-ରିକ ସମ୍ପର୍କ ଆଉ ପ୍ରତା-ରଣା ଏହି ତିନୋଟି ଶବ୍ଦରେ ଏ ଦୁନିଆଁ ଚାଲିଛି । ଗୋଟିଏ ପରେ ଗୋଟିଏ ଅବାକ କରିଦେବା ଭଳି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗଣମାଧ୍ୟମରେ ଏଗୁଡ଼ିକ ସମ୍ପର୍କରେ ସବୁବେଳେ ଚର୍ଚ୍ଚା ଚାଲିଛି । ତଥାପି କମୁନାହିଁ ଏହି ଜିନିଷ । ପ୍ରତିଦିନ ନିଶ୍ଚିତ ଭାବରେ ଏ ସମ୍ବ-ନ୍ଧରେ ଖବର ଗଣମାଧ୍ୟମରେ ଆସୁଅଛି । ତେବେ ବର୍ତ୍ତମାନର ସମୟରେ ପ୍ରେମ ଏକ ଖେଳ ଘର ହୋଇଗଲାଣି । ସମସ୍ତେ କାହାକୁ ନା କାହାକୁ ପ୍ରେମ କରୁଛନ୍ତି । ଏଗୁଡିକ ମଧ୍ୟରେ କେତେକ ପ୍ରେମ ପ୍ରକୃତ ପ୍ରେମ ହୋଇଥିବା ବେଳେ ଆଉ କେତେକ ପ୍ରତା-ରଣାରେ ଚାଲିଛି ।

ପ୍ରଥମେ ପ୍ରେମ ଆଉ ତାପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀ-ରିକ ସମ୍ପର୍କ ଆଉ ତାପରେ ଛ-ଳ-ନା , ଏଗୁଡିକ ନୀତି ଦିନର ଜୀବନରେ ନିଶ୍ଚିତ ଭାବରେ ଦେଖିବାକୁ ମିଳିଯାଉଛି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିବା ସିରିଏଲ ଅଭିନେତା ଏମ ସୁମନ କୁମାରଙ୍କର ପ୍ରେମ କାହାଣୀ ବିଷୟରେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ । କିପରି ଭାବରେ ଜଣେ ଅଭିନେତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ ସେ । ଆଉ ବିବାହ ପ୍ରତିଶ୍ରୁତି ଦେଇ ଝିଅ ସହ ଶାରୀ-ରିକ ସ-ମ୍ପ-ର୍କ ମଧ୍ୟ ରଖିଥିଲେ ସେ । କେବଳ ଏତିକି ନୁହେଁ ପରିବାରର ସହମତି ଅନୁଯାୟୀ , ସେମାନେ ଗୋଟିଏ ଘରେ ଏକାଠି ରହୁଥିଲେ ମଧ୍ୟ । ଆଉ ସେମାନଙ୍କ ପ୍ରେମକୁ ଦୁଇବର୍ଷ ମଧ୍ୟ ହୋଇ ଯାଇଥିଲା ।

ତେବେ ଏହାରି ଭିତରେ ଆଉ ଏକ ନୂଆ ସିରିଏଲରେ କାମ କରିଥିଲେ ସୁମନ କୁମାର । ଆଉ ସେଥିରେ ଜଣଙ୍କୁ ଭଲ ପାଇ ବସିଥିଲେ ସେ । ତେବେ ଏ ପାଖରେ ତାଙ୍କ ପ୍ରେମିକାଙ୍କୁ ଧୀରେ ଧୀରେ ଧୋ-କା ଦେବା ଆରମ୍ଭ କରିଥିଲେ ଆଉ ତାଙ୍କ ଫୋନ ଉଠାଇ ନଥିଲେ ଆଉ ଅଲଗା ମଧ୍ୟ ରହିବା ଆରମ୍ଭ କରିଥିଲେ । ଆଉ ତାପରେ ତାଙ୍କ ପ୍ରେମିକାଙ୍କୁ ଫୋନରୁ ବ୍ଲ-କ ମଧ୍ୟ କରି ଦେଇଥିଲେ । ତେବେ ଏ ବାବଦରେ ତାଙ୍କ ପ୍ରେମିକା ସବୁ କିଛି ବୁଝି ଯାଇଥିଲେ ଆଉ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ । ଆଉ ତାପରେ ପାହାଳ ଥା-ନାରେ ଏମ ସୁମନ କୁମାରଙ୍କ ନାମରେ ଲିଖିତ ଅଭି-ଯୋଗ ମଧ୍ୟ କରିଥିଲେ ।

ଏହାପରେ ପୋ-ଲି-ସ ଏମ ସୁମନ କୁମାରଙ୍କୁ ଗି-ର-ଫ କରି କୋ-ର୍ଟ ଚା-ଲା-ଣ ମଧ୍ୟ କରିଦେଇଛି । ତେବେ ଏହାରି ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି କି , ଯେଉଁ ପ୍ରେମିକାଙ୍କୁ ସେ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ ଆଉ ସାରା ଜୀବନ ଏକାଠି ହୋଇ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଆଜି ଆଉ ଗୋଟିଏ ଝିଅକୁ ପାଇ ସେ କିପରି ଦୁରେଇ ଚାଲିଗଲେ । କେବଳ ଏତିକି ନୁହେଁ , ଚଳିତବର୍ଷ ନଭେମ୍ବର ମାସରେ ସେମାନଙ୍କର ବିବାହ ମଧ୍ୟ ହୋଇଥାନ୍ତା । ଏହାବ୍ୟତୀତ ସେମାନେ ଏକାଠି ବହୁତ ସ୍ଥାନକୁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ ଉପଭୋଗ କରିଛନ୍ତି । ତେବେ ଏତେ ସବୁକିଛି କରିବା ପରେ ଜଣେ ଆଉ ଜଣଙ୍କୁ କିପରି ଧୋ-କା ଦେବ , ଏହାକୁ ବିଶ୍ୱାସ କରା ଯାଇନପାରେ ।

Leave a Reply

Your email address will not be published. Required fields are marked *