ପାରା ଦେହରେ କ୍ୟାମେରା ଲଗାଇ ପଠାଇଛି ପାକିସ୍ତାନ ।

ମଝି ସମୁଦ୍ରରୁ ଉ-ଦ୍ଧାର ହେଲା ପାକିସ୍ତାନୀ ପାରା । ସେ ପାରା ସାଧାରଣ ପାରା ନଥିଲା । କାରଣ ପାରା ଦେହରେ ଫିଟିଙ୍ଗ ହୋଇଥିଲା କ୍ୟାମେରା । ଯାହା ଦେଖିବାକୁ ମିଳିବା ପରେ ସମସ୍ତଙ୍କ ଚିନ୍ତା ଦୁଇ ଗୁଣିତ ହୋଇଯାଇଛି । ପାକିସ୍ତାନ କେଉଁ ଚ-କ୍ରାନ୍ତ କରୁଛି । କ୍ୟାମେରା ପଛରେ କେଉଁ ଉ-ଦ୍ୟଶ ରହିଛି । ପାକିସ୍ତାନ କାହିଁକି ପାରା ଦେହରେ କ୍ୟାମେରା ଲଗାଇ ପଠାଇଛି ଏନେଇ ଅନେକ ସ-ନ୍ଧେହ ଏବେ ଜନତାଙ୍କ ମନରେ ଉ-ଙ୍କି ମା-ରୁଛି ।

ଆଉ ଏହି ସନ୍ଦେ-ହକୁ ଆହୁରି ଦୁଢ଼ୀଭୂତ କରୁଛି ଏହା କି ଯେ ପାରା ଡେଣାରେ କିଛି ବିଦେଶୀ ଅକ୍ଷରରେ ଲେଖା ଥିବା ବେଳେ ପାରାର ଦେହରେ ଲାଗିଛି କ୍ୟାମେରା । ଯାହା ବର୍ତ୍ତମାନ ସମୟରେ ସବୁଆଡେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ତେବେ ସେପଟେ ଏଇ ପାରା ଉ-ଦ୍ଧାର ହେବା ପରେ ଏହି ଧଳା ପାରା କେଉଁଠୁ ଆସିଲା ଏହାକୁ କିଏ ଛାଡିଲା ତାକୁ ନେଇ ପ୍ରଥମେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ୍ଧୁଗଣ ଏଭଳି ସମସ୍ତଙ୍କୁ ଚକିତ କଲାଭଳି ଘ-ଟଣା କୋରାପୁଟ ଅଞ୍ଚଳରେ ଘଟିଛି ।

ଏହି ପାରାଟିକୁ ମାଛ ଧରୁଥିବା ଲୋକମାନେ ଉ-ଦ୍ଧାର କରିଛନ୍ତି ।ପାରାଟିକୁ ଉ-ଦ୍ଧାର କରିବା ପରେ ସଙ୍ଗେ ସଙ୍ଗେ ଏହି ଖବର ପବନ ବେଗରେ ପ୍ରସାରିତ ହୋଇଥିଲା । ଏହା ପରେ ଲୋକମାନେ ପାରା ଦେହରେ ଲାଗିଥିବା କ୍ୟାମେରା ଚିପ ଓ ବିଦେଶୀ ଭାଷାରେ ଲେଖାଥିବା ଅକ୍ଷର ସମସ୍ତଙ୍କ ମନରେ ବେଶ ଆ-ତଙ୍କ ସୃଷ୍ଟି କରିଥିଲା । କାରଣ ଏହି ପା-ରାଟି ଉଦ୍ଧାର ହେବା ପରେ ପାରାଟିକୁ ଗୁ-ପ୍ତଚ-ର ବୋଲି କୁହାଯାଉଛି ।

ଆଉ ସେପଟେ ଏହାକୁ ନେଇ ପୋ-ଲିସ ପକ୍ଷରୁ ତୁରନ୍ତ ତ-ଦନ୍ତ ଆରମ୍ଭ କରାଯାଇଛି କାରଣ ଏହା ଯଦି ବାସ୍ତବରେ ଗୁ-ପ୍ତଚ-ର ହୋଇଥାଏ ଓ ଲୋକ ମାନଙ୍କ ଅନୁମାନ ଯଦି ସତରେ ସତ ହୋଇଥାଏ ତେବେ ଏହା ଖୁବ ସାଙ୍ଘା-ତିକ ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ପୋ-ଲିସ ତ-ଦନ୍ତ କରୁଥିବା ବେଳେ ଖୁବ ଶୀଘ୍ର ପୋ-ଲିସ ତ-ଦନ୍ତ କରି ଏହି ପାରା ଉପରୁ ରହ-ସ୍ୟ ଉନ୍ମୋଚନ କରିବ ବୋଲି କୁହାଯାଉଛି । ତେବେ ଏତେ ସବୁ ଭିତରେ ଯଦି ଏହି ପାରା ପାକିସ୍ତାନ ପଠାଇ ଥାଏ ତେବେ ଏହା ପଛରେ ପାରାର କଣ ଉ-ଦ୍ୟଶ ଅଛି ତାହା ସମୟ କହିବ ଯେବେ ପୋ-ଲିସ ତ-ଦନ୍ତ କରି ରହସ୍ୟ ଉନ୍ମୋ-ଚନ କରିବ ।

ସୂଚନା ଅନୁଯାୟୀ ମଝି ସମୁଦ୍ରରେ ସାରଥୀ ନାମକ ଏକ ବୋଟ ଆସି ମାଛ ଧରୁଥିବା ବେଳେ ପାରାଟି ଆସି ବୋଟ ଉପରେ ବସିଥିଲା । ଆଉ ଏହା ପରେ ସେଠାରେ ମାଛ ମା-ରୁଥିବା ଲୋକମାନେ ସେହି ପାରାଟିକୁ ଉ-ଦ୍ଧାର କରିଥିଲେ । କାରଣ ବୋଟର ଡ୍ରାଇଭର ଓ ବୋଟରେ ଥିବା ଷ୍ଟାଫ ମାନଙ୍କୁ ସ-ନ୍ଦେହ ସୃଷ୍ଟି ହେବାରୁ ସେମାନେ ପାରା ଟିକୁ ଉ-ଦ୍ଧାର କରିଥିଲେ ।

ହେଲେ ପାରାଟିକୁ କାବୁ କରିବା ପରେ ପାରାର ଦେହରେ କ୍ୟାମେରା ଥିବା ସହିତ ପାରାର ପକ୍ଷୀରେ ବିଦେଶୀ ଭଷାରେ କିଛି ଲେଖାଥିବା ଦେଖିବାକୁ ପାଇଥିଲେ । ଆଉ ଏହା ପରେ ଲୋକମାନେ ମାଛ ଧରା ବନ୍ଦରକୁ ଆସି ପାରାଟିକୁ ପୋଲି-ସକୁ ଜମା ଦେଇଥିଲେ ।

ତେବେ ପାରାର ଡେଣାରେ ପାକିସ୍ତାନ ଓ ବାଙ୍ଗଲା ଦେଶୀ ଭଷାରେ କିଛି ଲେଖା ହୋଇଥିବା ଜାଣି ମେରାଇନ ପୋ-ଲିସ କହିଥିବା ନେଇ ବୋଟର ନାବିକ ମାନେ କହିଛନ୍ତି । ତେବେ ବର୍ତ୍ତମାନ ସେହି ଉ-ଦ୍ଧାର ହୋଇଥିବା ପାରାକୁ ନେଇ ସବୁଠି ବେଶ ଚର୍ଚ୍ଚା ଲାଗି ରହିଛି କାରଣ ପାରାଟି କୁଆଡେ ସମସ୍ତଙ୍କ ମନରେ ବେଶ ଆ-ତଙ୍କ ସୃଷ୍ଟି କରୁଛି । ଆଉ ସେହି ପାରାକୁ ନେଇ ସ-ନ୍ଦେହ ଏଇଥି ପାଇଁ ସୃଷ୍ଟି ହେଉଛି କାରଣ ସେହି ପାରା ଦେହରେ କ୍ୟାମେରା ଅଛି ।

ତେବେ ଯାହା ଅନୁମାନ କରାଯାଉଛି କି ପାରାଟି କୁଆଡେ ପାକିସ୍ତାନ ପଠାଇଛି । ଯଦି ସତରେ ଏହି ସ-ନ୍ଦେହ ସତ ହୋଇଥାଏ ତେବେ ପାରା କେଉଁ ଉଦ୍ୟ-ଶରେ କାହିଁକି ଓ କଣ ପାଇଁ ପାକିସ୍ତାନ ପଠାଇଛି ତାହା ଉପରୁ ପୋ-ଲିସ ବର୍ତ୍ତମାନ ରହସ୍ୟ ଉନ୍ମୋଚନ କରିବ ।

Leave a Reply

Your email address will not be published. Required fields are marked *