ରାଜଧାନୀରେ ଦେଖିବାକୁ ମିଳିଲା ନିଶା ମହାରଣା ଏବଂ ସୁର ରାଉତରାୟଙ୍କ ଯୋଡ଼ି , ସଙ୍ଗୀତର ତାଳେ ତାଳେ ଝୁମିଲେ ଦୁହେଁ

ଦୀର୍ଘ ଦିନ ଧରି ସାରା ଓଡ଼ିଶାକୁ ନିଜ କଥା ଆଉ କାମ ବଳରେ ବାନ୍ଧି ରଖିଥିବା ବ୍ୟକ୍ତି ହେଉଛନ୍ତି ସୁର ରାଉତରାୟ । ସବୁବେଳେ ନିଜ ମଜାଳିଆ କଥା କହି ସମସ୍ତଙ୍କ ମନରେ ହସ ଫୁଟାଇ ପାରିଥାନ୍ତି ସେ । ସବୁବେଳେ କିଛି ନା କିଛି କଥା କହି ଚର୍ଚ୍ଚାର ପରିସର ମଧ୍ୟରେ ରହିଥାନ୍ତି ସେ । ଆଉ ଲୋକେ ମଧ୍ୟ ତାଙ୍କ କଥା ଶୁଣିବା ପାଇଁ ବହୁତ ପସନ୍ଦ କରିଥାନ୍ତି ।

ଲୋକେ ଅନାଇ ବସିଥାନ୍ତି କେବେ ସୁର ରାଉତରାୟ ଏପରି କିଛି କଥା କହିବେ ଯାହାକୁ ନେଇ ସେମାନେ ଚର୍ଚ୍ଚା କରିପାରିବେ । ତେବେ ଦୀର୍ଘ ବର୍ଷର ରାଜନୀତି ଜୀବନ ମଧ୍ୟରେ ପ୍ରାୟ ଅନେକ ଲୋକ ସୁର ରାଉତରାୟଙ୍କୁ ଭଲ ପାଇବା ଦେଇଛନ୍ତି । ଅନେକ ଲୋକ ତାଙ୍କ ସପକ୍ଷରେ କଥା କହୁଥିବା ବେଳେ ଆଉ ଅନେକ ଲୋକ ତାଙ୍କ ବିପ-କ୍ଷରେ ମଧ୍ୟ କଥା କହିଥାନ୍ତି । ଆଉ ତାଙ୍କୁ ନି-ନ୍ଦା ମଧ୍ୟ କରିଥାନ୍ତି ।

ତେବେ ଅନ୍ୟ ପକ୍ଷରେ ଆଉ ଜଣେ ମହିଳା ହେଉଛନ୍ତି ଅଭିନେତ୍ରୀ ନିଶା ମହାରଣା। ଯାହାକୁ ସମସ୍ତେ ଓଡ଼ିଶାର ସନି ଲିଓନି ମଧ୍ୟ କହିଥାନ୍ତି । କିଛି ଦିନ ପୂର୍ବରୁ ନିଜର ଏପରି କିଛି ମନ୍ତବ୍ୟ ପାଇଁ ସମସ୍ତେ ତାଙ୍କୁ ନେଇ ଅନେକ ଆଲୋଚନା କରିବାରେ ଲାଗିଥିଲେ । ନିଜକୁ ସନି ଲିଓନି ବୋଲି କହିବାର କଥା ତାଙ୍କୁ ବହୁତ ମ-ହଙ୍ଗା ପଡ଼ିଥିଲା । ଆଉ ସେ ସନୀଙ୍କ ଜଣେ ବଡ଼ ଫ୍ୟାନ ବୋଲି ମଧ୍ୟ କହି ଦେଇଥିଲେ ।

ଯାହା ପର ଠାରୁ ବାସ୍ ତାଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଥିଲା । ରାସ୍ତା ଘାଟ ସୋସିଆଲ ମିଡ଼ିଆ ସବୁଠାରେ ତାଙ୍କୁ ନେଇ ଆଲୋଚନା । ତେବେ ବର୍ତ୍ତମାନ ସମୟରେ ଏହି ଦୁଇ ଜଣକ ଯୋଡ଼ି ଦେଖିବାକୁ ମିଳିଛି । ଅର୍ଥାତ୍ ଓଡ଼ିଶାର ସନି ଲିଓନି ବୋଲି କୁହାଯାଉଥିବା ନିଶା ମହାରଣା ଏବଂ ସୁର ରାଉତରାୟ ।

ବର୍ତ୍ତମାନ ଦୁହିଁଙ୍କୁ ରାଜରାସ୍ତା ଉପରେ ନାଚୁଥିବାର ଦେଖା ଯାଇଛି । ଦୁହେଁ ମିଶି କରି ରଙ୍ଗର ପର୍ବ ହୋଲିକୁ ଉପଭୋଗ କରୁଥିବାର ଦେଖା ଯାଉଛି । ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ ହେବାର ଲାଗିଛି । ଦୁହେଁ ହୋଲି ବୋଳି ହୋଇ ଯାଇଛନ୍ତି ଆଉ ଅନେକ ଲୋକଙ୍କ ସହିତ ମିଶି ଆନନ୍ଦର ସହିତ ରଙ୍ଗର ପର୍ବ ହୋଲିକୁ ପାଳନ୍ କରିବାରେ ଲାଗିଛନ୍ତି ।

ତେବେ ସେମାନେ ଖାଲି ଏକୁଟିଆ ନାହାନ୍ତି । ଅନେକ ଲୋକ ମଧ୍ୟ ସେମାନଙ୍କ ସହିତ ଏହି ରଙ୍ଗର ପର୍ବ ହୋଲିକୁ ମନାଇବା ପାଇଁ ଏକାଠି ହୋଇଛନ୍ତି । ଆଉ ଆଜି ରାଜଧାନୀରେ ରାଜରାସ୍ତା ଉପରେ ଏହି ଦୁଇ ଯୋଡ଼ିକୁ ଦେଖିବା ପରେ ଲୋକେ ଅନେକ ମାତ୍ରାରେ ଆଲୋଚନା କରିବାରେ ଲାଗିଛନ୍ତି ।

ଦୁହେଁ ଲୋକ କଥା ଆଉ ଲୋକ ଲ-ଜ୍ଜାକୁ ଭୁଲି ଯାଇ ମନ ଖୋଲା କରି ଏହି ପର୍ବର ମଜା ନେବା ସହିତ ଅନେକ ନୂଆ ନୂଆ ଗୀତର ତାଳେ ତାଳେ ନାଚି ଉଠୁଛନ୍ତି । ତେବେ ଏହାପରେ ଲୋକେ ଆସି ସେମାନଙ୍କୁ ହୋଲି ଲଗାଇବା ସହିତ ସେମାନଙ୍କୁ ହୋଲିର ଶୁଭେଚ୍ଛା ମଧ୍ୟ ଜଣାଇବାରେ ଲାଗିଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ଦୁହିଁଙ୍କର ଚର୍ଚ୍ଚା ଚାରିଆଡେ ଚାଲିଛି ।

ଦୁହିଁଙ୍କ ମନରେ ଖୁସି ଦେଖି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ଜଣେ ଏତେ ବଡ ନେତା ହୋଇ ଜଣେ ଅଭିନେତ୍ରୀଙ୍କ ସହିତ ନାଚିବାକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । କାହାକୁ ଏହି ଜିନିଷ ଭଲ ଲାଗିଥିବା ବେଳେ ଆଉ କାହାକୁ ଏହି ଜିନିଷ ମଧ୍ୟ ଭଲ ଲାଗି ନଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *