ଦାଦା ଖୁଡି ଚେ-ଙ୍କ ଦେଉଛନ୍ତି କୁନି ପୁତୁରାକୁ, କାନ୍ଦି କାନ୍ଦି କୁନି ପୁତୁରା ଦେଖେଇଲେ ଦେହରେ ଥିବା ଚେଙ୍କ…

ମୁଁ ଜାଣିନି ମୁଁ ସେମାନଙ୍କର କଣ କରିଛି କେଉଁଥି ପାଇଁ ସେ ମତେ ଏମିତି ନିର୍ଯ୍ୟା-ତନା ଦେଉଛନ୍ତି। ମୋ ନିଜ ଦାଦା ଖୁଡି ମତେ ଘରର ସବୁ କାମ କରାଉ ଥିଲେ ମୁଁ କୁନି ଛୁଆଟା କେବେ ଯଦି କିଛି କାମ କରିବା ବେଳେ ଭୁଲ କରିଦେଉଥିଲି ସେମାନେ ମତେ ଲ-ଙ୍ଗଳା କରି ନେଇ ବାହାରେ ଛାଡି ଦେଉଥିଲେ। କେବଳ ଏତିକି ନୁହେଁ ମୋ ହାତ ଦେଖନ୍ତୁ ମୋ ବେକ ଦେଖନ୍ତୁ କେମିତି ଚେ-ଙ୍କ ଦେଇଛନ୍ତି ତାହା ମଧ୍ୟ ଦେଖନ୍ତୁ। ମୋ ଦାଦା ଖୁଡି ଦୁହେଁ ମିଶି ଏମିତି କରିଛନ୍ତି।

ତାଙ୍କ ମନ ଇଚ୍ଛା ସେ ମତେ ନିର୍ଯ୍ୟା-ତନା ଦେଉଥିଲେ। କେବେ ଚେ-ଙ୍କ ଦେଉଥିଲେ ତ ଆଉ କେବେ ମତେ ଲ-ଙ୍ଗଳା କରି ବାହାରେ ଛାଡି ଦେଉଥିଲେ ତ ପୁଣି ଆଉ କେବେ ମତେ ବେଲ୍ଟ ରେ ମା-ଡ଼ ମା-ରୁଥିଲେ। ମୁଁ ଛୋଟ ଛୁଆଟା କିଛି ଜାଣିନି। ଜାଣିନି ବି କେଉଁ ଅପ-ରାଧ ପାଇଁ ମୋ ଦାଦା ଖୁଡି ମତେ ଶା-ସ୍ତି ଦେଉଥିଲେ। ଖନେଇ ଖନେଇ କୁନି ପାଟିରେ କୁନି ପୁଅ ଗଣମାଧ୍ୟମ ସାମ୍ନାରେ ଦାଦା ଖୁଡିଙ୍କ ନାମରେ ଅଭି-ଯୋଗ କରୁଥିବା ବେଳେ ନିଜ ହାତ ଆଉ ବେକ ଦେଖେଇ କହୁଛି ଦେଖନ୍ତୁ ମୋର କି ଅବସ୍ଥା କରିଛନ୍ତି।

କୁନି ଛୁଆ ନିରିହ ଆଖିରେ ସମସ୍ତଙ୍କୁ ବଲ ବଲ ହୋଇ ଚାହିଁ କହୁଛି ସତରେ ମୁଁ ଜାଣିନି ଆଜ୍ଞା ସେ ମତେ କାହିଁକି ମା-ରୁଥିଲେ। ମୁଁ ଆଉ ଯେତେବେଳେ ସେମାନଙ୍କ ନିର୍ଯ୍ୟା-ତନା ସହି ପାରିଲିନି ସେତେବେଳେ ସମସ୍ତଙ୍କୁ କହିଲି। ମୁଁ ତ ଦାଦା ଖୁଡିଙ୍କ ପାଖରେ ରହି ପାଠ ପଢ଼ୁଥିଲି। ଭାବିଥିଲି ବଡ଼ ମଣିଷ ହେବି କାଳିଆ ଘୋଡାରେ ଚଢ଼ିବି ଆଉ ମଧୁ ବାବୁ ସାଙ୍ଗେ ଲ-ଢ଼ିବି। ହେଲେ ମୁଁ ଜାଣିନଥିଲି ଦାଦା ଖୁଡି ମୋ ଭଳି ଜଣେ କ-ଅଁଳ ଆଉ ନି-ରିହ ଶିଶୁକୁ ଏପରି ନିର୍ଯା-ତନା ଦେବେ ବୋଲି।

ସେ ଏମିତି ଚେ-ଙ୍କ ଦେଲେ ମତେ ମୁଁ ଆଉ ଛିଡା ହୋଇ ପାରିଲି ନାହିଁ ମତେ ବହୁତ କ-ଷ୍ଟ ହେଲା। କ୍ୟାମେରା ସାମ୍ନାକୁ ଚାହିଁ ନି-ରିହ ଆଖିରେ ଏମିତି କଥା କହୁଛି କୁନି ପୁଅ। କେବଳ ଏତିକି ନୁହେଁ ସାର ଦେଖନ୍ତୁ ମୋ ଖୁଡି କିପରି ମୋ ହାତକୁ ନଖରେ ଫୁଟାଇ କ୍ଷ-ତ ସୃଷ୍ଟି କରିଛନ୍ତି। ମୁଁ ଦାଦା ଆଉ ଖୁଡିଙ୍କ ପାଖେ ଯେତେ ଗୁହାରି ହେଉଥିଲି ମତେ ଛାଡି ଦିଅନ୍ତୁ ବୋଲି କହୁଥିଲି ସେ ଆଦୌ ଶୁଣୁ ନଥିଲେ।

ଯେତେବେଳେ ମୁଁ ଦଶରା ବୁଲିବାକୁ ଆଇଙ୍କ ଘରକୁ ଯାଉଥିଲି ସେତେବେଳେ ଆଇଙ୍କୁ ମୁଁ ସବୁ କଥା କହିଦେଲି ଆଉ ଆଇ ମୋ ଚିହ୍ନ ଦେଖି ବହୁତ ମନ ଦୁ-ଖ କଲେ। ଆଇ ପଚାରିଲେ ଏମିତି କିଏ କରିଛି ମୁଁ ଦାଦା ଖୁଡିଙ୍କ କଥା କହିଲି ଆଇ ପୁଣି ମତେ ପଚାରିଲେ ତୁ ଦୁ-ଷ୍ଟ ହେଉଥିଲୁ କି ମୁଁ ମନା କଲି। ବନ୍ଧୁଗଣ କୁନି ଛୁଆଟି ମା ଛେଉଣ୍ଡ ହେଇଥିବାରୁ ଦାଦା ଖୁଡିଙ୍କ ପାଖରେ ରହୁଥିଲା ଆଉ କୁନି ଛୁଆ ପ୍ରତି ଦାଦା ଖୁଡିଙ୍କର ସାମାନ୍ୟ ହେଲେ ଦରଦ ନଥିବା ଲୋକେ କହୁଛନ୍ତି।

ମା ଛେଉଣ୍ଡ ଏହି ନି-ରିହ ନିଷ୍ପାପ କୁନି ଛୁଆକୁ କିପରି ଦ-ଣ୍ଡ ଦେଇ ପାରିଲେ ଦାଦା ଖୁଡି। ଏଭଳି ନିର୍ଯା-ତନା ଦେବା ପୂର୍ବରୁ ସେମାନଙ୍କ ହାତ ଅଟକି ଗଲାନି କେମିତି ତାହା ମଧ୍ୟ ଲୋକେ ପ୍ରଶ୍ନ କରୁଛନ୍ତି। କୁନି ଆଖିରେ ଭବିଷ୍ୟତର ସ୍ୱପ୍ନ ନେଇ ଦାଦା ଖୁଡିଙ୍କ ପାଖରେ ରହୁଥିବା କୁନି ଛୁଆ ପ୍ରତି କିପରି ଏତେ ଅନ୍ୟା-ୟ କରି ପାରିଲେ ଏହି ଦୁଇ ଲୋକେ ତାହା ସାଧାରଣରେ ନି-ନ୍ଦା କରାଯାଉଛି।

ତେବେ ଯେତେବେଳେ କୁନି ପୁଅ ନିଜ ଅଜା ଆଇଙ୍କ ପାଖକୁ ଆସିଥିଲା ଆଇଙ୍କୁ ସମସ୍ତ ଘ-ଟଣା ଟିକନିଖ କରି କହିଥିଲା ଆଉ ଖୁଡି ଜୀବନରୁ ମା-ରିଦେବା ଭ-ୟରେ ଆଉ କାହାକୁ ଏହି କଥା ନକହିବା ପାଇଁ ମଧ୍ୟ ଆଇଙ୍କୁ ଅନୁରୋଧ କରିଥିଲା । ଆଇ କା-ନ୍ଦି କା-ନ୍ଦି ଏ କଥା ଅଜାଙ୍କ ନିକଟରେ କହିଥିଲେ ମୋ ନାତିକୁ ସେମାନେ ବହୁତ କ-ଷ୍ଟ ଦେଉଛନ୍ତି ତେଣୁ ମୁଁ ଆଉ ମୋ ନାତିକୁ ସେମାନଙ୍କ ନିକଟକୁ ଛାଡ଼ିବି ନାହିଁ।

ଅଜା ଯେତେବେଳେ ନାତିର ଶରୀର ଦେଖିଥିଲେ ସେତେବେଳେ ଅଜାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଆଉ ଅଜା ଆଇ ଦୁହେଁ ମିଶି ନାତିକୁ ଧରି ଥା-ନାରେ ଦାଦା ଖୁଡିଙ୍କ ନାମରେ ଅଭି-ଯୋଗ କରିଥିଲେ ତେବେ ପୋ-ଲିସ ଅଭି-ଯୋଗ ପାଇବା ପରେ ଘଟ-ଣାକୁ ଗୁରୁ-ତର ସହ ନେଇ ତ-ଦନ୍ତ ଜାରି ରଖିଛି। ତେବେ ଯାହା କୁହାଯାଉଛି କି ପୋଲି-ସର ତ-ଦନ୍ତ ପରେ କାହିଁକି ଓ କଣ ପାଇଁ ଏହି ମା ଛେଉଣ୍ଡ ନିରିହ କୁନି ପିଲାକୁ ସେମାନେ ଏପରି ନିର୍ଯା-ତନା ଦେଉଥିଲେ ତାହା କହିବେ। ତେବେ ଦେଖିବାକୁ ବାକି ରହିଲା ପୋଲି-ସର ତ-ଦନ୍ତ ପରେ ଦାଦା ଖୁଡି କଣ କହୁଛନ୍ତି।

Leave a Reply

Your email address will not be published. Required fields are marked *