ମାନସଙ୍କୁ ଦୁଇ ଚାପୁଡ଼ା ମା-ରିଥିଲେ ଶର୍ମିଷ୍ଠା , ତାପରେ ଘଟିଗଲା ଅଭା-ବନୀୟ ଘ-ଟଣା

ବହୁଚର୍ଚିତ ମାନସ ମୃ-ତ୍ୟୁ ମା-ମ-ଲାକୁ ଅନେକ ଦିନ ବିତିଗଲାଣି । ପୋଲିସ ଏପର୍ଯ୍ୟନ୍ତ ମା-ମ-ଲାର ତ-ଦନ୍ତ କରିବାରେ ଲାଗିପଡିଛି । ତଥାପି ଅଭି-ଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇ ପାରିନାହିଁ । ଅନ୍ୟପକ୍ଷରେ ମୃ-ତ୍ୟୁ ମା-ମ-ଲାର ବହୁ ଦିନ ପରେ ମଧ୍ୟ ଦୋ-ଷୀକୁ ଧରିବା ଆଶାରେ ପୋ-ଲିସ ଅନାଇ ବସିଛି । ଆଗକୁ ମଧ୍ୟ ଏଭଳି ତ-ଦନ୍ତ ଚାଲିଥିବ କିନ୍ତୁ ଅଭି-ଯୁକ୍ତ ମାନେ କେବେ ଧରା ପଡିବେ , ସେ ବିଷୟରେ କୌଣସି ସୂଚନା ମିଳି ପାରିନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ , ବାହାଘର ଶୁଟିଂ ସାରି ଫେରୁଥିବା ବାଟରେ ମାନସ ଏବଂ ତାଙ୍କ ସାଙ୍ଗସାଥି ମାନଙ୍କୁ ଶର୍ମିଷ୍ଠା ବାଟରେ ଅଟକାଇଥିଲେ ।

ଏହାପରେ ସେ ମାନସଙ୍କୁ ମେମୋରୀ ଚିପ ବିଷୟରେ ପଚାରିଥିଲେ । ଆଉ ତାପରେ ତାଙ୍କୁ ଚା-ପୁଡ଼ା ମା-ରି ସାଥିରେ ନେଇ ଯାଇଥିଲେ । ତେବେ ଏସବୁ ବିଷୟରେ ବର୍ଣ୍ଣନା କରିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ଗୁରୁବାର ଦିନ ପୋ-ଲିସ ତାଙ୍କର ବ-ୟାନ ରେ-କର୍ଡ କରିଛି । ତେବେ ସେ ପ୍ରତ୍ୟକ୍ଷଦର୍ଶୀ ଜଣକ ହେଉଛନ୍ତି ନ୍ୟୁଜ ରିପୋ-ର୍ଟର ଶରତ ପଣ୍ଡା । ତାଙ୍କ କହିବା ଅନୁଯାୟୀ , ୬ ତାରିଖ ରାତି ୧୦ଟା ସମୟରେ ସେ ଦିଗଛିଆ ବଜାରରେ ବୁଲୁଥିଲେ । ଆଉ ସେହି ସମୟରେ ପ୍ରେସ ଲେଖା ଯାଇଥିବା ଏକ ଗାଡି ଆସି ତାଙ୍କୁ ପଳାଶପୁର ଗ୍ରାମକୁ ଯିବା ବାଟ ପଚାରିଥିଲା । ତେବେ ସେ ବିଶେଷ କିଛି ଚିନ୍ତା ନ କରି ଗ୍ରାମକୁ ଯିବାପାଇଁ ବାଟ ବତାଇ ଦେଇଥିଲେ । ଆଉ ମଧ୍ୟ କାର ଭିତରେ ୨ ଜଣ ମହିଳା ଏବଂ ୩ ଜଣେ ପୁରୁଷ ଥିଲେ ଏବଂ ଜଣେ ମହିଳା ତାଙ୍କ ଭିତରୁ ସମ୍ପୂର୍ଣ୍ଣା ନ୍ୟୁଜର ମାଲିକାଣି ବୋଲି ପରିଚୟ ଦେଇଥିଲେ ବୋଲି ସେ ସୂଚନା ପ୍ରଦାନ କରିଥିଲେ ।

ଆହୁରିମଧ୍ୟ ଶରତ କହିଛନ୍ତି କି , ୭ ତାରିଖ ଦିନ ସକାଳେ ଶର୍ମିଷ୍ଠା ରାଉତ ନାମକ ଜଣେ ମହିଳା ତାଙ୍କ ନିକଟକୁ ଫୋନ କରି କହିଥିଲେ କି , ପଳାଶପୁର ଗ୍ରାମରେ ବାହାଘର ଶୁଟିଂ କରୁଥିବା ଜଣେ ପିଲା ତାଙ୍କ ମେମୋରୀ ଚିପ ନେଇ ଯାଇଛନ୍ତି । ତା ଠାରୁ ଚିପ ନେବା ପାଇଁ ସେମାନେ ଆସୁଛନ୍ତି ବୋଲି କହିଥିଲେ ଏବଂ ତାଙ୍କୁ ମଧ୍ୟ ଆସିବାପାଇଁ ଡାକିଥିଲେ । ତାପରେ ଶରତ ମଧ୍ୟ ବାହାରିଥିଲେ । କିନ୍ତୁ ସେ ପହଞ୍ଚିବା ପୂର୍ବରୁ ଚାନ୍ଦବାଲି ପଳାଶପୁର ବାଟରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ମାନେ ମାନସ ଏବଂ ସାଥି ଦେବାଶିଷଙ୍କୁ ଅଟକାଇ ଚିପ କଥା ପଚାରିଥିଲେ । କିନ୍ତୁ ମାନସ କିଛି ଜାଣି ନାହାଁନ୍ତି ବୋଲି ଉତ୍ତର ଦେଇଥିଲେ । ଏହା ଶୁଣିବା ମାତ୍ରେ ଶର୍ମିଷ୍ଠା ତାଙ୍କ ଗାଲକୁ ଦୁଇ ଚା-ପୁ-ଡ଼ା ମା-ରିଥିଲେ । ଏବଂ ତାଙ୍କୁ ନେଇ ଯାଇଥିଲେ ।

ତାପରେ ବ-ୟା-ନ ମୁତାବିକ , ସେମାନେ ମାନସଙ୍କୁ ଭୁବନେଶ୍ବର ନେଇ ଯାଇଥିଲେ ଆଉ ତାଙ୍କୁ ବହୁତ ମା-ଡ଼ ମା-ରିଥିଲେ । ଆଉ ଏହି ସମୟରେ ତାଙ୍କର ମୃ-ତ୍ୟୁ ଘ-ଟିଥିଲା । ତେବେ ଏହାପରେ ମୃ-ତଦେ-ହକୁ ସେମାନେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବାଧିପାଟଣା ପାହାଡ଼ ତଳେ ପୋ-ତି ଦେଇଥିଲେ । ତେବେ ପରେ ପରିବାରର ଅଭି-ଯୋଗ ପରେ ପୋ-ଲିସ ତିନି ଜଣଙ୍କୁ ଗି-ରଫ କରିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଶର୍ମିଷ୍ଠା ଏବଂ ତାଙ୍କର ସହଯୋଗୀ ମାନେ ଫେ-ରାର ଅଛନ୍ତି । ଆଉ ସେମାନଙ୍କୁ ପୋ-ଲିସ ରାଜ୍ୟ ବାହାରେ ଖୋଜାଖୋଜି କରୁଥିବା କଥା ମଧ୍ୟ ସୂଚନା ମିଳିଅଛି ।

Leave a Reply

Your email address will not be published. Required fields are marked *