ମହିଳାଙ୍କୁ ଦେଲେ ଶାରୀ-ରିକ ମାନ-ସିକ ନିର୍ଯ୍ୟା-ତନା , ଦିଅର କହିଲା ଆ ଶାରୀ-ରିକ ସମ୍ପ-ର୍କ ରଖିବା , ଆଉ ତାପରେ …

ଆଜିର ସମାଜର ମଣିଷ ମାନଙ୍କ କଥା ଆପଣ ସମସ୍ତେ ଜାଣିଥିବେ । ସମସ୍ତେ ନିଜ ନିଜ ସ୍ବାର୍ଥ ଜା-ଲରେ ବନ୍ଧା । ସମସ୍ତେ ନିଜ ସ୍ବାର୍ଥ ପାଇଁ କିଛି ବି କରିପାରନ୍ତି । ସମସ୍ତେ ନିଜକୁ ଠିକ୍ ରଖିବା ପାଇଁ ଅନ୍ୟକୁ ଦୋ-ଷୀ ମଧ୍ୟ ସାବ୍ୟସ୍ତ କରିଦିଅନ୍ତି । ତେବେ ଏହି ସ୍ୱାର୍ଥପର ଦୁନିଆଁ ମଧ୍ୟରେ ଗୋଟିଏ ଜିନିଷ ଆସି ମଣିଷକୁ ଲୋଭାନ୍ଵିତ କରି ନେଉଛି ଆଉ ତାହା ହେଉଛି ଯୌତୁକ ।

ଯୁଗ ଯୁଗ ଧରି ଏହି ଯୌ-ତୁକ ପ୍ରଥା ଚାଲି ଆସିଛି । ଯେତେ ଦିନ ବିତି ଯାଉଛି , ସେତେ ଏହି ଯୌ-ତୁକ ନିର୍ଯା-ତନା ବଢ଼ି ବଢି ଚାଲିଛି । ଯେତେ ମଣିଷ ଶିକ୍ଷିତ ହେଉଛି , ସେତେ ଏହି ଯୌତୁକ ପ୍ରତି ଲୋଭ ବଢାଇ ଦେଉଛି । ତେବେ ଏପରି କିଛି ଘଟ-ଣା ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଏପରି ଏକ ଘଟଣା ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ । ଦୀର୍ଘ ୧୩ ବର୍ଷ ପରେ ମଧ୍ୟ ଶାଶୁ ଘର ଲୋକ ମାନଙ୍କର ମନ ମାନିଲା ନାହିଁ ନିର୍ଯ୍ୟା-ତନା ଦେଇ ଦେଇ , ଶେଷରେ ନେଇ ଗଲେ ଜୀବନ । ତେବେ ଏପରି ଏକ ଘ-ଟଣା ଘ-ଟିଛି ଭଦ୍ରକ ଜିଲ୍ଲାରେ ।

ଭଦ୍ରକ ଜିଲ୍ଲା ତିହିଡି ଥା-ନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ଭାଗିରଥି ପାଢୀଙ୍କ ଝିଅ ଶୋଭାଗିନି ପଣ୍ଡା ୧୩ ବର୍ଷ ପୂର୍ବରୁ ଭଦ୍ରକର ନିରାକରପୁର ଗ୍ରାମର ନୀଳମଣି ପଣ୍ଡାଙ୍କ ପୁଅ ନିରାକାର ପଣ୍ଡାଙ୍କୁ ବିବାହ କରିଥିଲେ । ବିବାହ ପରେ ଦୁହିଁଙ୍କ ସଂସାର ହସ ଖୁସିରେ ବିତି ଯାଇଥିଲା । ଆଉ ଏହି ସମୟ ମଧ୍ୟରେ ଦୁହିଁଙ୍କ କୋଳକୁ ଛୋଟ ପରିଟିଏ ଆସିଥିଲା ଆଉ ଯିଏ ପରିବାରରେ ଆଣି ଦେଇଥିଲା ଖୁସି । କିନ୍ତୁ ଏହି ଖୁସି ବେଶୀ ଦିନ ପର୍ଯ୍ୟନ୍ତ ରହି ନଥିଲା ।

କାହିଁକି ନା ଶୋଭାଗିନୀଙ୍କ ଉପରେ ପରିବାର ଲୋକ ଆରମ୍ଭ କରି ଦେଇଥିଲେ ଯୌ-ତୁକ ନିର୍ଯା-ତନା । ଶୋଭାଗିନୀଙ୍କ ପରିବାରରେ ତିନି ଭଉଣୀ ଥିଲେ , ତେଣୁ ବାପା ଯେତିକି ଯାହା ପାରିଥିଲେ ତାହା ଦେଇ ଚାଲିଥିଲେ । କିନ୍ତୁ ଶାଶୁ ଘର ଲୋକଙ୍କୁ ଆହୁରି ଆବଶ୍ୟକତା ରହିଥିଲା । ଆଉ ସେଥିପାଇଁ ଶୋଭାଗିନୀଙ୍କ ସ୍ଵାମୀ , ଦିଅର , ନଣନ୍ଦ , ଆଉ ଯାଆ ମିଶି ତାଙ୍କୁ ଅନେକ ନିର୍ଯ୍ୟା-ତନା ଦେଉଥିଲେ ।

ତାଙ୍କୁ ଦୁଇ ମୁଠା ଶାନ୍ତିରେ ମଧ୍ୟ ଖାଇବାକୁ ଦେଉ ନଥିଲେ । ତାଙ୍କ ପାଇଁ ଶାଢ଼ୀ ଖଣ୍ଡଟିଏ ମଧ୍ୟ ଆଣି ଦେଉ ନଥିଲେ କିମ୍ବା ତାଙ୍କର ଯଦି କେବେ ଦେହ ଖରାପ ହେଉ ଥିଲା ସେଥିରେ ମଧ୍ୟ ତାଙ୍କ ସାଥ ନ ଦେଇ ତାଙ୍କ ବାପ ଘରକୁ ପଠାଇ ଦେଉଥିଲେ । ତେବେ ଏପରି କଥା ସବୁ ତାଙ୍କ ବାପ ଘର ଲୋକ ଜାଣିବା ପରେ ଗାଆଁରେ ପଞ୍ଚାୟତ ବସାଉ ଥିଲେ ଆଉ ସେଥିରେ ସବୁ ସମାଧାନ ହେଉଥିଲା ।

ତେବେ ଖାଲି ଏତିକି ନୁହେଁ , ତାଙ୍କ ଦିଅର ତାଙ୍କ ସହିତ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ । ଆଉ ଏହି ସବୁ ଜିନିଷ ମଧ୍ୟରେ ନିଜେ ହଜି ଯାଇଥିଲେ ଶୋଭାଗିନୀ । ଅନେକ କଷ୍ଟ ଭିତରେ ଜୀବନ ତାଙ୍କର ବିତି ଯାଉଥିଲା । ଭାଗ୍ୟକୁ ଆଦରି ସେ ନିଜ ଶାଶୁ ଘରେ ପଡ଼ି ରହିଥିଲେ । ତେବେ ଗତକାଲି ବାପ ଘର ଲୋକଙ୍କୁ ଶୁଣିବାକୁ ମିଳିଲା କି , ଶୋଭାଗିନୀଙ୍କର ମୂତଦେହ ତାଙ୍କ ଘର ପାଖ ଏକ ପୋଖରୀରୁ ଉ-ଦ୍ଧାର କରାଯାଇଛି ।

ଆଉ ଯାହା ପରେ ବାପ ଘର ଲୋକ ସେଠାରେ ପହଞ୍ଚି ଯାଇଥିଲେ ଆଉ ଥା-ନାରେ ଅଭି-ଯୋଗ କରିଥିଲେ ଶାଶୁ ଘର ଲୋକ ବି-ରୁଦ୍ଧରେ । ସେମାନେ ସବୁ ଦୋଷ ଶାଶୁ ଘର ଲୋକଙ୍କ ଉପରେ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ , ଝିଅକୁ ସେମାନେ ଅନେକ କଷ୍ଟ ଦେଉଥିଲେ , ତଥାପି ଝିଅ ସେଠାରେ ପଡ଼ି ରହିଥିଲା । ତେବେ କେବଳ ଏତିକି ନୁହେଁ , ଶୋଭାଗିନୀଙ୍କ ଛୋଟ ଝିଅ ମଧ୍ୟ ନିଜ ବାପାଙ୍କ ବିଷୟରେ ସବୁ କଥା ଖୋଲି କରି କହିଛି ।

Leave a Reply

Your email address will not be published. Required fields are marked *